ଅନୁଗୁଳର ବଣମଲ୍ଲି ଝରିଗଲା: ପରଲୋକରେ ଭିନ୍ନକ୍ଷମ ଲେଖିକା ବି ନିରୁପମା
ଅନୁଗୁଳ: ଅନୁଗୁଳ ଜିଲ୍ଲାର ବଣମଲ୍ଲି ଛେଣ୍ଡିପଦା ଥାନା ଅନ୍ତର୍ଗତ ମାମୁରିଆ ଗାଁର ଭିନ୍ନକ୍ଷମ ଲେଖିକା ବି ନିରୁପମାଙ୍କ ଆଜି ୪୨ ବର୍ଷ ବୟସରେ ପରଲୋକ ଘଟିଛି। ନିରୁପମା ଆମ ଜିଲ୍ଲାର ହେଲେନ କେଲର କହିଲେ ଅତ୍ୟୁକ୍ତି ହେବ ନାହିଁ। ବାପା ଭୁବନେଶ୍ବର…
