୨୦୨୪ ପାଇଁ ବିଜେପିର ପ୍ରସ୍ତୁତି: ଛେଣ୍ଡିପଦାରେ ଭୋଟର ସଚେତନତା ମହାଅଭିଯାନ ଓ ସାଂଗଠନିକ ବୈଠକ ଆୟୋଜିତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଛେଣ୍ଡିପଦା ବ୍ଲକର ୩୪ ପଞ୍ଚାୟତକୁ ନେଇ ଛେଣ୍ଡିପଦା ବିଜେପି କାର୍ଯ୍ୟାଳୟଠାରେ ଭୋଟର ସଚେତନତା ଶିବିର ଓ ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି…

Continue Reading୨୦୨୪ ପାଇଁ ବିଜେପିର ପ୍ରସ୍ତୁତି: ଛେଣ୍ଡିପଦାରେ ଭୋଟର ସଚେତନତା ମହାଅଭିଯାନ ଓ ସାଂଗଠନିକ ବୈଠକ ଆୟୋଜିତ

ପୁଅର ଟାଙ୍ଗିଆ ଆକ୍ରମଣରେ ବାପା ଆହତ, ଥାନାରେ ଦେଲେ ଏତଲା

ଛେଣ୍ଡିପଦା: ପୁଅର ଟାଙ୍ଗିଆ ଆକ୍ରମଣରେ ଆହତ ହୋଇଛନ୍ତି ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁକୁଡା ଗ୍ରାମରେ। ଏ ନେଇ ଆହତ ବାପା ବିଶ୍ୱନାଥ ସାହୁ ଜରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ,…

Continue Readingପୁଅର ଟାଙ୍ଗିଆ ଆକ୍ରମଣରେ ବାପା ଆହତ, ଥାନାରେ ଦେଲେ ଏତଲା

ଟାଙ୍ଗିରୀ ସରପଞ୍ଚ ଅମରେଶ ନାଥଙ୍କ ଜୟନ୍ତୀରେ ରକ୍ତଦାନ ଶିବିର, ୧୦୦ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ଆହ୍ବାନ କ୍ରମେ ଟାଙ୍ଗିରୀ ପଞ୍ଚାୟତର ସରପଞ୍ଚ ଅମରେଶ ନାଥଙ୍କ ଜନ୍ମ ଦିନରେ ଶନିବାର "ବିଜୁ ଯୁବ ଜନତା ଦଳ" ଓ ଓଡ଼ିଶା: ମୋ ପରିବାର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର…

Continue Readingଟାଙ୍ଗିରୀ ସରପଞ୍ଚ ଅମରେଶ ନାଥଙ୍କ ଜୟନ୍ତୀରେ ରକ୍ତଦାନ ଶିବିର, ୧୦୦ ୟୁନିଟ୍ ରକ୍ତ ସଂଗୃହୀତ

ଛିଃ ପତ୍ନୀ! ସ୍ତ୍ରୀ ପ୍ରେମିକ ସହ ଫେରାର ହେବା ଦୁଃଖରେ ଫିନାଇଲ ପିଇ ଜୀବନ ହାରିଲେ ସ୍ୱାମୀ

ଛେଣ୍ଡିପଦା: ସ୍ତ୍ରୀ ପ୍ରେମିକ ସହ ଫେରାର ହେବା ଦୁଃଖରେ ଆତ୍ମହତ୍ୟା କରିଛନ୍ତି ସ୍ୱାମୀ। ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଲଙ୍ଗୁଳି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବିବାହିତା ମହିଳା ପ୍ରେମିକ ସହ ଫେରାର ହୋଇ ଯିବା…

Continue Readingଛିଃ ପତ୍ନୀ! ସ୍ତ୍ରୀ ପ୍ରେମିକ ସହ ଫେରାର ହେବା ଦୁଃଖରେ ଫିନାଇଲ ପିଇ ଜୀବନ ହାରିଲେ ସ୍ୱାମୀ

ନାବାଳକଙ୍କୁ ଚେଙ୍କ ଦେବା ଘଟଣା: ସାବତ ମା’ ଓ ବାପା ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହାଟିଆନାଳି ଗ୍ରାମରେ ସାବତ ମା' ପ୍ରରୋଚନାରେ ବାପା ପ୍ରଥମ ପତ୍ନୀର ପୁଅକୁ ଚେଙ୍କ ଦେଇଥିବା ମାମଲାରେ ନାବାଳକଙ୍କୁ ଉଦ୍ଧାର କରିବା ସହ ସାବତ ମା' ଓ ବାପାକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ…

Continue Readingନାବାଳକଙ୍କୁ ଚେଙ୍କ ଦେବା ଘଟଣା: ସାବତ ମା’ ଓ ବାପା ଗିରଫ

ଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପଦେଷ୍ଟା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକକୁ ଗସ୍ତ କରି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପଦେଷ୍ଟା। ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପଦେଷ୍ଟା ଶିଶିର ପରିଜା, ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ, ଜିଲ୍ଲା ସହକାରୀ…

Continue Readingଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପଦେଷ୍ଟା

ପଡୋଶୀଙ୍କ ମାଡ଼ରେ ଯୁବକ ଗୁରୁତର, ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଗ୍ରାମରେ ପଡୋଶୀଙ୍କ ଆକ୍ରମଣରେ ଗାଁର ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରି ଜଣଙ୍କୁ ଗିରଫ କରି କୋୖର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ହେଲେ…

Continue Readingପଡୋଶୀଙ୍କ ମାଡ଼ରେ ଯୁବକ ଗୁରୁତର, ଜଣେ ଗିରଫ

ନବବିବାହିତା କିଶୋରୀ ଉଦ୍ଧାର

ଛେଣ୍ତିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଦୁର୍ଗାପୁର ଗାଁରୁ ଏକ ନବବାହିତା କିଶୋରୀଙ୍କୁ ଚାଇଲ୍ଡ ଲାଇନ ଅନୁଗୁଳ ଦ୍ଵାରା ଉଦ୍ଧାର କରାଇଯାଇଛି। କିଶୋରନଗର ବ୍ଲକର ଲୁହାମୁଣ୍ଡା ଗ୍ରାମର ଜଣେ ଝିଅ, ଦୁର୍ଗାପୁର ଗ୍ରାମର ଜଣେ ପୁଅକୁ ଭଲପାଉଥିଲା। କିନ୍ତୁ ଝିଅଘର ଏହି…

Continue Readingନବବିବାହିତା କିଶୋରୀ ଉଦ୍ଧାର

୩ ଶିଶୁ ଶ୍ରମିକ ଉଦ୍ଧାର

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଏକ ଘରୋଇ ହୋଟେଲରୁ ପୋଲିସ ଓ ଜିଲ୍ଲା ଶ୍ରମ ବିଭାଗ ୩ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି । ସୂଚନା ଯେ, ସିଆଇଡି ଇନ୍ସପେକ୍ଟର ତପନ ନାୟକ ଗତ ଶନିବାର…

Continue Reading୩ ଶିଶୁ ଶ୍ରମିକ ଉଦ୍ଧାର

ଅଭିଯୋଗ ଶୁଣାଣିରେ ଅଜବ ଘଟଣା ! ଜୀବନ ସାଥୀଟିଏ ଖୋଜି ଦେବାକୁ ଜିଲ୍ଲାପାଳଙ୍କୁ ନିବେଦନ କଲେ ଦିବ୍ୟାଙ୍ଗ ଯୁବକ

ଅନୁଗୁଳ: ଜିଲ୍ଲାପାଳ ସାର! ଗୋଟେ ଜୀବନସାଥୀ ଖୋଜିଦିଅନ୍ତୁ ପ୍ଲିଜ। ଅନୁଗୁଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଏଭଳି ଆବେଦନ କରିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ। ସୂଚନା ଅନୁସାରେ, ସ୍ଥାନୀୟ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି…

Continue Readingଅଭିଯୋଗ ଶୁଣାଣିରେ ଅଜବ ଘଟଣା ! ଜୀବନ ସାଥୀଟିଏ ଖୋଜି ଦେବାକୁ ଜିଲ୍ଲାପାଳଙ୍କୁ ନିବେଦନ କଲେ ଦିବ୍ୟାଙ୍ଗ ଯୁବକ