ବେଆଇନ ଚାଲାଣ ବେଳେ ଅଟୋ ସହ ୨୩ଖଣ୍ଡ ଶାଳ ଚୌକାଠ ଜବତ, ୨ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ନୂଆଗାଁ ଗ୍ରାମ ନିକଟରୁ ବନବିଭାଗ ଚଢ଼ଉ କରି ୨୩ଖଣ୍ଡ ଶାଳ ଚୌକାଠ ବୋଝେଇ ଅଟୋ ସହିତ ୨ଜଣ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ କାଠ ବ୍ୟବସାୟୀମାନେ ହେଲେ ମାମୁରିଆ ଗାଁର…

Continue Readingବେଆଇନ ଚାଲାଣ ବେଳେ ଅଟୋ ସହ ୨୩ଖଣ୍ଡ ଶାଳ ଚୌକାଠ ଜବତ, ୨ ଗିରଫ

ଭାଙ୍ଗିଲା ପ୍ରଶାସନର ନିଦ: ଆମ ହସ୍ପିଟାଲ୍ ଯୋଜନାରେ ଛେଣ୍ଡିପଦାକୁ ସାମିଲ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ, ଚିଠିର ନକଲ ପାଇବା ପର୍ଯ୍ୟନ୍ତ ଚାଲିବ ପ୍ରତିବାଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଆଖପାଖ ୭ ଟି ମୌଜାର ଲୋକଙ୍କ ଦ୍ୱାରା ଦୀର୍ଘ ଦିନର ଆନ୍ଦୋଳନ ସହ ଦୁଇ ଦିନର ଅର୍ଥନୈତିକ ଅବରୋଧ ପରେ ଏବେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି। ମଙ୍ଗଳବାର ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ…

Continue Readingଭାଙ୍ଗିଲା ପ୍ରଶାସନର ନିଦ: ଆମ ହସ୍ପିଟାଲ୍ ଯୋଜନାରେ ଛେଣ୍ଡିପଦାକୁ ସାମିଲ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ, ଚିଠିର ନକଲ ପାଇବା ପର୍ଯ୍ୟନ୍ତ ଚାଲିବ ପ୍ରତିବାଦ

ଆମ ଡାକ୍ତରଖାନା ଯୋଜନାରେ ଛେଣ୍ଡିପଦାକୁ ସାମିଲ କରିବା ଦାବି, ତହସିଲ ଅଫିସ ଘେରିଲେ ଶତାଧିକ ମହିଳା

ଛେଣ୍ଡିପଦା: ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଆମ ହସ୍ପିଟାଲ ଯୋଜନାରୁ ବାଦ କରାଯିବା ପ୍ରତିବାଦରେ ଗତ ମାସ ୨୦ ତାରିଖରୁ ସ୍ଥାନୀୟ ଲୋକମାନେ ଆନ୍ଦୋଳନ ଚଳାଇଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ…

Continue Readingଆମ ଡାକ୍ତରଖାନା ଯୋଜନାରେ ଛେଣ୍ଡିପଦାକୁ ସାମିଲ କରିବା ଦାବି, ତହସିଲ ଅଫିସ ଘେରିଲେ ଶତାଧିକ ମହିଳା

ବ୍ରାହ୍ମଣବିଲରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୩୫ ୟୁନିଟ୍ ରକ୍ତ ସଂଗୃହୀତ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବ୍ରାହ୍ମଣବିଲ ଗାଁର ମା' ଡାକେଶ୍ଵରୀ ମନ୍ଦିର କମିଟି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ମୋଟ୍ ୩୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ନିର୍ବାଚନ…

Continue Readingବ୍ରାହ୍ମଣବିଲରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୩୫ ୟୁନିଟ୍ ରକ୍ତ ସଂଗୃହୀତ

ନାଳରୁ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ

ଛେଣ୍ଡିପଦା: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁ ନିକଟସ୍ଥ ନାଳରୁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ଠାକୁରଗଡ଼ ଥାନା କରଡାବାହାଳି ଗ୍ରାମର ଅମର ସାହୁ। ଅମର ଗତ ରବିବାର କୁକୁରୁପେଟାର ଜଣେ…

Continue Readingନାଳରୁ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ

ପୃଥକ ସ୍ଥାନରେ ବଜ୍ରପାତ: ଜଣେ ମୃତ, ଆଈ-ନାତୁଣୀ ଗୁରୁତର

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଥାନା ଘଡ ଗାଁରେ ମଙ୍ଗଳବାର ମଧ୍ୟାହ୍ନରେ ବଜ୍ରପାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ସେହିପରି ସପୋଇନାଳି ଗ୍ରାମରେ ମଧ୍ୟ ବଜ୍ରାଘାତରେ ଜଣେ ବୃଦ୍ଧା ଓ ତାଙ୍କ ନାତୁଣୀ ଗୁରୁତର ହୋଇଛନ୍ତି। ମୃତ ବୃଦ୍ଧ ହେଲେ ମଲିଆ…

Continue Readingପୃଥକ ସ୍ଥାନରେ ବଜ୍ରପାତ: ଜଣେ ମୃତ, ଆଈ-ନାତୁଣୀ ଗୁରୁତର

ଆମ ଡାକ୍ତରଖାନା ଯୋଜନାରେ ନାହିଁ ଛେଣ୍ଡିପଦା ନାଁ, ପ୍ରତିବାଦରେ କାଲିଠାରୁ ଅର୍ଥନୈତିକ ଅବରୋଧ କରିବେ ଅଞ୍ଚଳବାସୀ

ଛେଣ୍ଡିପଦା; ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ ହସପିଟାଲ ଯୋଜନାରୁ ବାଦ ଦିଆଯାଇଥିବାରୁ ଛେଣ୍ଡିପଦା ତଥା ଆଖପାଖ ଗ୍ରାମର ଲୋକମାନେ ପାଞ୍ଚ ଦିନ ଧରି ଆନ୍ଦୋଳନ ଜାରି ରଖିଥିଲେ ମଧ୍ୟ ପ୍ରଶାସନିକ ସ୍ତରରୁ କୌଣସି ସହଯୋଗ ମିଳିନାହିଁ। ଏଣୁ ସ୍ଥାନୀୟ ଲୋକେ ମଙ୍ଗଳବାର…

Continue Readingଆମ ଡାକ୍ତରଖାନା ଯୋଜନାରେ ନାହିଁ ଛେଣ୍ଡିପଦା ନାଁ, ପ୍ରତିବାଦରେ କାଲିଠାରୁ ଅର୍ଥନୈତିକ ଅବରୋଧ କରିବେ ଅଞ୍ଚଳବାସୀ

ଛେଣ୍ଡିପଦା ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ଯଶୋବନ୍ତ ପ୍ରସାଦ ବେହେରାଙ୍କ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗୃହୀତ

ଛେଣ୍ଡିପଦା: ଛେଣ୍ଡିପଦା ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ଯଶୋବନ୍ତ ପ୍ରସାଦ ବେହେରାଙ୍କ ଜନ୍ମଦିନ ଏବଂ ନିର୍ବାଚନ ବିଜୟର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଗୁଳ ଜିଲ୍ଲା ରକ୍ତ ଭଣ୍ଡାରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ମୋଟ୍ ୫୦…

Continue Readingଛେଣ୍ଡିପଦା ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ଯଶୋବନ୍ତ ପ୍ରସାଦ ବେହେରାଙ୍କ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗୃହୀତ

ଘର ଭାଙ୍ଗୁଥିବା ବେଳେ ଶ୍ରମିକଙ୍କ ଉପରେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଥାନା ଟାଙ୍ଗିରି ପଞ୍ଚାୟତ ନୂଆପଡା ଗାଁରେ ଶୁକ୍ରବାର ପୂର୍ବାହ୍ନରେ ପୁରୁଣା ଘର ଭାଙ୍ଗୁଥିବା ବେଳେ ସିଡ଼ି ଘରର କାନ୍ଥ ଖସିପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗାଁର ବାମନ ବେହେରା (୪୯)।…

Continue Readingଘର ଭାଙ୍ଗୁଥିବା ବେଳେ ଶ୍ରମିକଙ୍କ ଉପରେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

ଅନୁଗୁଳ:ଅନୁଗୁଳ ଜିଲ୍ଲା ଛେଣ୍ହିପଦା ଥାନା ଅଞ୍ଚଳର ଜଣେ ଜଣେ ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସୋମବାର ୩ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗତ ଅକ୍ଟୋବର ମାସରେ ଛେଣ୍ଡିପଦା ଥାନା ଅଞ୍ଚଳରୁ ଜଣେ ୧୬ ବର୍ଷର…

Continue Readingନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ୩ ଗିରଫ