୩୪ ଟି ମଦ ପାଉଚ ଜବତ, ଦୋକାନୀ ଗିରଫ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଥାନା ଅନ୍ତର୍ଗତ ସାପୋଇନାଳୀ ଗାଁ ଛକରେ ଥିବା ଏକ ଦୋକାନରୁ ପୋଲିସ ୩୪ଟି ଦେଶୀ ମଦ ପାଉଚ ଜବତ କରିବା ସହ ଦୋକାନୀକୁ ଗିରଫ କରିଛି। ସୂଚନା ମୁତାବକ, ସପୋଇନାଳି ଗାଁ ଛକରେ ଦେଶୀ ମଦ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଥାନା ଅନ୍ତର୍ଗତ ସାପୋଇନାଳୀ ଗାଁ ଛକରେ ଥିବା ଏକ ଦୋକାନରୁ ପୋଲିସ ୩୪ଟି ଦେଶୀ ମଦ ପାଉଚ ଜବତ କରିବା ସହ ଦୋକାନୀକୁ ଗିରଫ କରିଛି। ସୂଚନା ମୁତାବକ, ସପୋଇନାଳି ଗାଁ ଛକରେ ଦେଶୀ ମଦ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିରରୁ ବୁଧବାର ରାତିରେ ଚୋରି ହୋଇଛି। ଏ ନେଇ ମନ୍ଦିର ପରିଚାଳନା କମିଟି ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ଯେ, ଗୁରୁବାର ସକାଳେ ମନ୍ଦିର ପୂଜା କରିବାକୁ ଯିବା…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜିନ୍ଦଲ କାରଖାନା ନିକଟରେ ପିକଅପ୍ ଭ୍ୟାନ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ବାଗେଡ଼ିଆ ଥାନା ରାଇପାଳ (ଖଇରବେରେଣି)ର…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗେଡିଆ ଥାନା କର୍ଣ୍ଣପାଳ ଗାଁର ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନାବାଳକ ସହ ଜଣେ ଯୁବକକୁ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଗତ ୨୩ ତାରିଖ ଦିନ ମହିଳା ଜଣକ ଘର ବଗିଚାରେ…
ଅନୁଗୁଳ: ଆଜି ପୂର୍ବାହ୍ନରେ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟରେ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ। ଦାଖଲ ହୋଇଥିବା ସମୁଦାୟ ୩୧୫ଟି ଅଭିଯୋଗରୁ…
ଛେଣ୍ଡିପଦା : ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ସ୍ଥାନୀୟ ଛେଣ୍ଡିପଦା ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଟାକୁଆ ଗାଁର ସଞ୍ଜୟ ସାହୁଙ୍କ ପୁଅ ଟୁନା (୨୨) ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ,…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅଧୀନ କାରଡାବାହାଳ, ଥଳିପଶି, ବିମ୍ବାଧରପୁର, ବ୍ରାହ୍ମଣବିଲ ଆଦି ମୌଜାରେ ଥିବା ନୟନୀ କୋଲ ବ୍ଲକରେ କୋଇଲା ଉତ୍ତୋଳନ ଦାୟିତ୍ୱ ସିଂଘ୍ରାନୀ କମ୍ପାନୀକୁ ଦିଆଯାଇଛି। ଜଙ୍ଗଲ ଜମିରେ ଖଣି ଖାଦାନ ନ କରିବା ପାଇଁ ଛେଣ୍ଡିପଦା…
ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ନିଶା ଶିଳ୍ପାଞ୍ଚଳ ଥାନା ରାଇଝରଣ ଗୁଳା ଗାଡିଆ ନିକଟରେ ଅଜଣା ଗାଡ଼ି ଧକ୍କାରେ ସୋମବାର ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଗୁଳା ଗାଡ଼ିଆର ଦୀନ ବନ୍ଧୁ ଦେହୁରୀ ( ୭୦) ସନ୍ଧ୍ୟାରେ ଘର ସାମ୍ନା ୬୩…
ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ବାଗେଡିଆ ପଞ୍ଚାୟତର ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ବରଜୁରା ଆମ୍ଭ ତୋଟା ଠାରେ ଛେଣ୍ଡିପଦା ବିଧାୟକଙ୍କ ପ୍ରତି ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବୈଠକରେ ବିଧାୟକ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଧାନସଭାସ୍ତରୀୟ ବହୁଜନ ସମାଜ ପାର୍ଟି କର୍ମୀ ସମ୍ମିଳନୀ ସୋମବାର ଜରପଡା କୁମୁରସିଙ୍ଗ ଗ୍ରାମ ସ୍ଥିତ ମହିମା ଆଶ୍ରମ ଆମ୍ବ ତୋଟାରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ନେତା ପ୍ରମୋଦ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ଛେଣ୍ଡିପଦା…