ଘର ଭାଙ୍ଗୁଥିବା ବେଳେ ଶ୍ରମିକଙ୍କ ଉପରେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଥାନା ଟାଙ୍ଗିରି ପଞ୍ଚାୟତ ନୂଆପଡା ଗାଁରେ ଶୁକ୍ରବାର ପୂର୍ବାହ୍ନରେ ପୁରୁଣା ଘର ଭାଙ୍ଗୁଥିବା ବେଳେ ସିଡ଼ି ଘରର କାନ୍ଥ ଖସିପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗାଁର ବାମନ ବେହେରା (୪୯)।…




