କୂଅରେ ଗଳି ପଡ଼ିଲା ଖାଦ୍ୟ ଅନ୍ୱେଷଣରେ ଆସିଥିବା ଭାଲୁ, ଉଦ୍ଧାର କଲା ବନ ବିଭାଗ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ରେଞ୍ଜ କରୁଡ଼ା ଗ୍ରାମର ଆମ୍ବୁରି ସାହିର ଏକ କୂଅରୁ ଛେଣ୍ଡିପଦା ବନ ବିଭାଗ ଏକ ଭାଲୁ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଏକ ଭାଲୁ ଆମ୍ବୁରି ସାହିର ସୁକୁଟୁ…

Continue Readingକୂଅରେ ଗଳି ପଡ଼ିଲା ଖାଦ୍ୟ ଅନ୍ୱେଷଣରେ ଆସିଥିବା ଭାଲୁ, ଉଦ୍ଧାର କଲା ବନ ବିଭାଗ

ବଣଭୋଜି ପାଇଁ ଯାଉଥିବା ବେଳେ ଓଲଟିଲା ଯାତ୍ରୀବାହୀ ଅଟୋ, ୨ ଗୁରୁତର

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଛେଣ୍ଡିପଦା -ଜରପଡା ପୂର୍ତ୍ତ ବିଭାଗ ରାସ୍ତାର ବନଦୁର୍ଗା ନିକଟସ୍ଥ ବୁଲାଣିରେ ଏକ ଯାତ୍ରୀବାହି ଅଟୋ ଓଲଟି ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହାଣ୍ଡିଗୋଡାର କୁନା ବେହେରା ଓ ମୁନା ସାହୁ ବୋଲି…

Continue Readingବଣଭୋଜି ପାଇଁ ଯାଉଥିବା ବେଳେ ଓଲଟିଲା ଯାତ୍ରୀବାହୀ ଅଟୋ, ୨ ଗୁରୁତର

ଚୋରାରେ ୨୫୦ ଲିଟର ଡିଜେଲ ପରିବହନ କରୁଥିବା ବେଳେ ମାଡ଼ି ବସିଲା ପୋଲିସ: ୨ ଗିରଫ, ଯାତ୍ରୀବାହୀ ଅଟୋ ଜବତ

ଛେଣ୍ଡିପଦା : ସ୍ଥାନୀୟ ଛେଣ୍ଡିପଦା ଥାନା ପୋଲିସ ପ୍ୟାଟ୍ରୋଲିଂ କରୁଥିବା ବେଳେ ଚୋରା ଡିଜେଲ ପରିବହନ କରୁଥିବା ଏକ ଯାତ୍ରୀ ବାହୀ ଅଟୋରୁ ଡିଜେଲ ସହିତ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ପୋଲିସ ସୂଚନା ମୁତାବକ, ତାଳଚେର ଅଞ୍ଚଳରୁ…

Continue Readingଚୋରାରେ ୨୫୦ ଲିଟର ଡିଜେଲ ପରିବହନ କରୁଥିବା ବେଳେ ମାଡ଼ି ବସିଲା ପୋଲିସ: ୨ ଗିରଫ, ଯାତ୍ରୀବାହୀ ଅଟୋ ଜବତ

ମୋଟର ସାଇକେଲ ଓ ମୋବାଇଲ ଚୋରି ଅଭିଯୋଗ, ୨ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ବୁଧବାର ଦୁଇ ଜଣ ଚୋରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ ସୂଚନା ମୁତାବକ, ଭୁବନପୁର ଗାଁରେ ଥିବା ଏକ ହଷ୍ଟେଲ ଭିତରୁ ୩ଟି ମୋବାଇଲ ଚୋରି ହୋଇଥିବା ନେଇ ଥାନାରେ…

Continue Readingମୋଟର ସାଇକେଲ ଓ ମୋବାଇଲ ଚୋରି ଅଭିଯୋଗ, ୨ ଗିରଫ

ଉତ୍କଳ -ଡି କୋଲ ବ୍ଲକ ପରିଦର୍ଶନ କଲେ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲାପଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଙ୍ଗଳବାର ଛେଣ୍ଡିପଦା ଗ୍ରସ୍ତ ସମୟରେ ଉତ୍କଳ-ଡି କୋଲ ବ୍ଲକ୍ ପରିଦର୍ଶନ କରିଥିଲେ। ଅନୁଗୁଳ ଉପ-ଜିଲ୍ଲାପାଳ ବୈତୁରା ଦୀପଙ୍କ ଉପସ୍ଥିତିରେ ଉତ୍କଳ ଡି କୋଇଲା ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଏବଂ ଖଣି କାର୍ଯ୍ୟ…

Continue Readingଉତ୍କଳ -ଡି କୋଲ ବ୍ଲକ ପରିଦର୍ଶନ କଲେ ଜିଲ୍ଲାପାଳ

ଧାନ ମଣ୍ଡିରେ ଧାନ କିଣା ଆରମ୍ଭ

ଅନୁଗୁଳ: ଅନୁଗୁଳ ବିଭିନ୍ନ ଅଞ୍ଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ମଙ୍ଗଳବାର ଧାନ କିଣା ଆରମ୍ଭ ହୋଇଯାଇଛି। ଏହି ଅବସରରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଦୁର୍ଗାପୁର କୃଷି ସମବାୟ ସମିତି ଠାରେ ଧାନକ୍ରୟ ମଣ୍ଡି ଉଦଘାଟନ କରି ଚାଷୀଙ୍କ ନିକଟରୁ…

Continue Readingଧାନ ମଣ୍ଡିରେ ଧାନ କିଣା ଆରମ୍ଭ

ଠାକୁରଙ୍କୁ ବି ଛାଡିଲେନି: ରାତି ଅଧିଆ ଶିବ ମନ୍ଦିରର ହୁଣ୍ତି ଭାଙ୍ଗି ଲୁଟ୍

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଶିବ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡିକୁ କେହି ଭାଙ୍ଗି ନେଇଯାଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ କେହି ଦୁର୍ବୃତ୍ତ ହୁଣ୍ଡିକୁ ଭାଙ୍ଗି ନେଇଥିବା ଛେଣ୍ଡିପଦା ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ସୂଚନା…

Continue Readingଠାକୁରଙ୍କୁ ବି ଛାଡିଲେନି: ରାତି ଅଧିଆ ଶିବ ମନ୍ଦିରର ହୁଣ୍ତି ଭାଙ୍ଗି ଲୁଟ୍

ସକାଳୁ କାମକୁ ଯାଇଥିଲେ, କିନ୍ତୁ ସନ୍ଧ୍ୟାରେ ସନ୍ଦେହଜନକ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ

ଛେଣ୍ଡିପଦା: ସ୍ଥାନୀୟ ନିଶା ଶିଳ୍ପାଞ୍ଚଳ ଥାନା ରାଇକଝରଣ ପଞ୍ଚାୟତର ଧୋବାମଳିହା ପ୍ରାଥମିକ ବିଦ୍ୟାଳୟ ନିକଟରୁ ରବିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତ ଦେହ ଠାବ ହୋଇଛି। ସୂଚନା ମୁତାବକ, ଧୋବାମଳିହା ନିକଟରେ ଉତ୍କଳ ଡି କୋଲ ବ୍ଲକରେ ମଇତ୍ରୀ କମ୍ପାନୀ ପକ୍ଷରୁ…

Continue Readingସକାଳୁ କାମକୁ ଯାଇଥିଲେ, କିନ୍ତୁ ସନ୍ଧ୍ୟାରେ ସନ୍ଦେହଜନକ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ

୬ ବର୍ଷ ଧରି ଶାରୀରିକ ସମ୍ପର୍କ ପରେ ପ୍ରତାରଣା କଲା ପ୍ରେମିକ, ଅଭିଯୋଗ ପରେ ଗଲା ଜେଲ୍

ଛେଣ୍ଡିପଦା: ସ୍ଥାନୀୟ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ‍୍ରତାରଣା ଅଭିଯୋଗରେ ପୋଲିସ ପ୍ରେମିକକୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି। ପ୍ରେମିକ ଜଣକ ହେଲେ ବଡ କେରଜାଙ୍ଗର ଲିପୁ ବିଶ୍ବାଳ (୨୪)। ପୋଲିସ ସୂଚନା ମୁତାବକ, ନିଶା ଶିଳ୍ପାଞ୍ଚଳ…

Continue Reading୬ ବର୍ଷ ଧରି ଶାରୀରିକ ସମ୍ପର୍କ ପରେ ପ୍ରତାରଣା କଲା ପ୍ରେମିକ, ଅଭିଯୋଗ ପରେ ଗଲା ଜେଲ୍

ଧାନ ବିକ୍ରି ପାଇଁ ଲଙ୍କାକାଣ୍ଡ, ବୋହୂର ପନିକି ଚୋଟରେ ଶାଶୁ ଗୁରୁତର

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ଥାନା ଡଙ୍ଗାପାଳରେ ବୋହୂର ପନିକି ଚୋଟରେ ଶାଶୁ ଗୁରୁତର ହୋଇଛନ୍ତି। ଗୁରୁତର ଶାଶୁ ହେଲେ ଡଙ୍ଗାପଳର ଚତୁରୀ ସାହୁ। ସୂଚନା ମୁତାବକ, ଚତୁରୀ ସାହୁଙ୍କ ବୋହୂ ତାଙ୍କ ଅମଳ ଧାନକୁ ବାହାରେ ବିକ୍ରି କରିବା ପାଇଁ ଘରୁ…

Continue Readingଧାନ ବିକ୍ରି ପାଇଁ ଲଙ୍କାକାଣ୍ଡ, ବୋହୂର ପନିକି ଚୋଟରେ ଶାଶୁ ଗୁରୁତର