ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୁକୁରପେଟା ଗାଁରେ ଆଇନଜୀବୀଙ୍କୁ ମାଡ଼ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଆଇନଜୀବୀ ଶୋଭିତ ଆଚାର୍ଯ୍ୟଙ୍କ ଅଭିଯୋଗକୁ ଭିତ୍ତିକରି ଛେଣ୍ଡିପଦା ଥାନା କେସ ନଂ୫୯୦/୨୨ରେ ମାମଲା ରୁଜୁ କରିବା ସହିତ ୧୫ଜଣଙ୍କୁ ଅଭିଯୁକ୍ତ…

Continue Readingଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଆଇନଜୀବୀଙ୍କୁ ମାଡ଼ ଘଟଣା: ୧୫ ଜଣଙ୍କ ନାଁରେ ମାମଲା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୁକୁରପେଟା ଗ୍ରାମରେ ପୋଲିସ ଉପସ୍ଥିତିରେ ଜଣେ ଆଇନଜୀବୀଙ୍କୁ ମାଡ଼ ଘଟଣାରେ ପୋଲିସ ୧୫ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ପୋଲିସ ସୂଚନା ମୁତାବକ ରବିବାର ଅପରାହ୍ନରେ ଅନୁଗୁଳ ଥାନା ସୁସୁଡ଼ାର ଆଇନଜୀବୀ ଶୋଭିତ…

Continue Readingଆଇନଜୀବୀଙ୍କୁ ମାଡ଼ ଘଟଣା: ୧୫ ଜଣଙ୍କ ନାଁରେ ମାମଲା

BSKY ରେ ମୋତିଆ ବିନ୍ଦୁ ଅପରେସନ ପରେ ଦୃଷ୍ଟିଶକ୍ତି ହରାଇଲେ ଈଶ୍ୱର, ସହାୟତା ଯୋଗାଇବାକୁ ନିବେଦନ

ଅନୁଗୁଳ: ମୋତିଆ ବିନ୍ଦୁ ଅପରେସନ ପରେ ଦୃଷ୍ଟି ଶକ୍ତି ହରାଇଛନ୍ତି ଛେଣ୍ଡିପଦା ତହସିଲ ନିକଟରେ ରହୁଥିବା ଈଶ୍ୱର ଚନ୍ଦ୍ର ବାଘ। ଈଶ୍ୱର ଚଳିତବର୍ଷ ଅଗଷ୍ଟ ୨୩ରେ ଅନୁଗୁଳଏ ଏକ ଆଖି ହସ୍ପିଟାଲରେ ବାମ ଆଖିର ମୋତିଆ ବିନ୍ଦୁ ଅପରେସନ କରିଥିଲେ। ତା…

Continue ReadingBSKY ରେ ମୋତିଆ ବିନ୍ଦୁ ଅପରେସନ ପରେ ଦୃଷ୍ଟିଶକ୍ତି ହରାଇଲେ ଈଶ୍ୱର, ସହାୟତା ଯୋଗାଇବାକୁ ନିବେଦନ

ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ, ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋପୀନାଥପୁରରେ ଥିବା ସରଳିଆ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୨ ଡକାୟତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ସୂଚନା ମୁତାବକ, ସୋମବାର ଅପରାହ୍ନରେ ପେଟ୍ରୋଲ ପମ୍ପର କ୍ୟାସିଅର ସନ୍ତୋଷ କୁମାର ସାହୁ ଓ…

Continue Readingବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ, ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଭ୍ରାମ୍ୟମାଣ ଚିକିତ୍ସା ଗାଡ଼ିରେ ପଶିଲା ନାଗ, ୨ ଘଣ୍ଟା ପରେ ଉଦ୍ଧାର କଲେ ସର୍ପମିତ୍ର

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଚାଖୁଣ୍ଡାପାଳ ରାସ୍ତାରେ ଭ୍ରାମ୍ୟମାଣ ଚିକିତ୍ସା ଗାଡ଼ିରେ ଏକ ନାଗସାପ ପଶି ରହିବାରୁ ୨ ଘଣ୍ଟା ଯାଏଁ ସେବା ବ୍ୟାହତ ହୋଇଛି। ବହୁ କଷ୍ଟରେ ସାପକୁ ଗାଡ଼ିରୁ ବାହାର କରାଯାଇ ଜଙ୍ଗଲରେ ଛଡ଼ାଯାଇଛି। ସୂଚନା ମୁତାବକ, ଭ୍ରାମ୍ୟମାଣ…

Continue Readingଭ୍ରାମ୍ୟମାଣ ଚିକିତ୍ସା ଗାଡ଼ିରେ ପଶିଲା ନାଗ, ୨ ଘଣ୍ଟା ପରେ ଉଦ୍ଧାର କଲେ ସର୍ପମିତ୍ର

ଲୁହାରଡ୍ ଚୋରି ଅଭିଯୋଗରେ ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ଶନିବାର ଲୁହାରଡ ଚୋରି ଅଭିଯୋଗରେ ୩ ଜଣ ଯୁବକଙ୍କୁ ଗିରଫ କରିଛି । ପ୍ରକାଶ ଯେ, ପୋଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଶନିବାର ଭୋରରେ ସାନକେରଜାଙ୍ଗ ୟୁପି ସ୍କୁଲ ନିକଟରେ…

Continue Readingଲୁହାରଡ୍ ଚୋରି ଅଭିଯୋଗରେ ୩ ଗିରଫ

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇ ଗଣଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଟାଙ୍ଗିରିସାହିର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଆଜି ଗଣଧାରଣା ଦେଇଛନ୍ତି। ଏହି ସ୍କୁଲରେ ୧୬୨ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୭ ଜଣ…

Continue Readingଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇ ଗଣଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଜମି ମାଲିକକୁ ଟଙ୍କା ନଦେଇ ଠକୁଥିବା ବେଳେ ଦଲାଲକୁ ଉଠାଇ ନେଲା ପୋଲିସ

ଛେଣ୍ଡିପଦା : ସ୍ଥାନୀୟ ଛେଣ୍ଡିପଦା ଥାନା ପୋଲିସ ତହସିଲ କାର୍ଯ୍ୟାଳୟ ପରିସରରୁ ଜଣେ ଜମି ମାଲିକଙ୍କୁ ଠକୁଥିବା ଦଲାଲଙ୍କୁ ଉଠାଇ ନେଇ ତଦନ୍ତ ଚଳାଇଛି। ସୂଚନା ମୁତାବକ, ବୁଧବାର ଗୋହିରାପଶୀ ଗ୍ରାମର ନୂଆଦେଇ ବେହେରା(୬୯) ବ୍ରାହ୍ମଣବିଲ୍ ମୌଜାରେ ଥିବା ତାଙ୍କର ୬…

Continue Readingଜମି ମାଲିକକୁ ଟଙ୍କା ନଦେଇ ଠକୁଥିବା ବେଳେ ଦଲାଲକୁ ଉଠାଇ ନେଲା ପୋଲିସ

ଛେଣ୍ଡିପଦା ପଞ୍ଚାୟତ ସମିତିର ଦ୍ବିତୀୟ ସାଧାରଣ ବୈଠକ, ସବୁ ସମସ୍ୟାକୁ ମିଳିତ ଭାବେ ସମାଧାନ କରିବା ଉପରେ ଗୁରୁତ୍ୱାରୋପ

ଛେଣ୍ଡିପଦା: ଆଜି ସ୍ଥାନୀୟ ଛେଣ୍ଡିପଦା ପଞ୍ଚାୟତ ସମିତିର ଦ୍ବିତୀୟ ସାଧାରଣ ବୈଠକ ବ୍ଲକ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁଙ୍କ ସଭାପତିତ୍ୱ କରିଥିବାବେଳେ ଛେଣ୍ଡିପଦା ବିଡିଓ ତ୍ରିବିକ୍ରମ କୁମରା, ବ୍ଲକ ଉପାଧ୍ୟକ୍ଷା ଝରଣା ସ୍ୱାଇଁ,…

Continue Readingଛେଣ୍ଡିପଦା ପଞ୍ଚାୟତ ସମିତିର ଦ୍ବିତୀୟ ସାଧାରଣ ବୈଠକ, ସବୁ ସମସ୍ୟାକୁ ମିଳିତ ଭାବେ ସମାଧାନ କରିବା ଉପରେ ଗୁରୁତ୍ୱାରୋପ

ପଦ୍ମ ତୋଳିବାକୁ ଯାଇ ଗାଡ଼ିଆରେ ବୁଡ଼ି ଗଲା ଜଣଙ୍କ ଜୀବନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ନିକଟରେ ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ବାଗଡ଼ିଆ ଗାଁର ଜୟ ସେଠୀ (୫୬) ଅନ୍ୟ ଜଣଙ୍କ ସହ…

Continue Readingପଦ୍ମ ତୋଳିବାକୁ ଯାଇ ଗାଡ଼ିଆରେ ବୁଡ଼ି ଗଲା ଜଣଙ୍କ ଜୀବନ