ମରଣାନ୍ତକ ଆକ୍ରମଣକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗାଁରେ ମଙ୍ଗଳବାର ରାତିରେ ସାମାନ୍ୟ ପାଟିଗୋଳରୁ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣକରିବା ଅଭିଯୋଗରେ ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ମୁତାବକ, ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗାଁର ମନ୍ଦର ନାଏକ ତାଙ୍କ…

Continue Readingମରଣାନ୍ତକ ଆକ୍ରମଣକରି ଯୁବକ ଗିରଫ

ଜଳଖିଆ ଦୋକାନରୁ ଚୋରିକରି ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବ୍ରାହ୍ମଣବିଲ ଗାଁର ଏକ ଜଳଖିଆ ଦୋକାନରୁ ଚୋରିକରିବା ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫକରିଛି। ସୂଚନା ମୁତାବକ, ଗାଁର ଲିପନ୍ ସାହୁ ଗାଁ ବିଦ୍ୟାଳୟ ନିକଟରେ ଏକ ଜଳଖିଆ ଦୋକାନ ଦେଇଛନ୍ତି। ମଙ୍ଗଳବାର…

Continue Readingଜଳଖିଆ ଦୋକାନରୁ ଚୋରିକରି ୨ ଗିରଫ

ବାଡ଼ିରେ ବଳଦ ପଶି ଫସଲ ଖାଇବାକୁ କେନ୍ଦ୍ରକରି ମାରପିଟ, ଇଟା ମାଡ଼ରେ ମହିଳା ଗୁରୁତର; ଜଣେ ଗିରଫ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ଥାନା ବାଗଡିଆ ଗାଁରେ ବାଡ଼ିରେ ଫସଲ ନଷ୍ଟକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ପତି ସାହୁଙ୍କ ସ୍ତ୍ରୀ ପାନ ସାହୁ। ଘଟଣାରୁ ପ୍ରକାଶ ଯେ…

Continue Readingବାଡ଼ିରେ ବଳଦ ପଶି ଫସଲ ଖାଇବାକୁ କେନ୍ଦ୍ରକରି ମାରପିଟ, ଇଟା ମାଡ଼ରେ ମହିଳା ଗୁରୁତର; ଜଣେ ଗିରଫ

ଭାରିଯାନ କୋଇଲା ଗାଡ଼ି ବନ୍ଦ ଘଟଣା: କେବଳ ରାତି ୧୦ରୁ ସକାଳ ୬ ଯାଏଁ ଚଳାଚଳ ପାଇଁ ଅନୁମତି

ଛେଣ୍ଡିପଦା: ଅନୁଗୁଳରୁ ଛେଣ୍ଡିପଦା ଦେଇ ଯାଇଥିବା ୬୩ନଂ ରାଜ୍ୟ ରାଜପଥର ଅବସ୍ଥା ଶୋଚନୀୟ ଥିବାରୁ ସମାଧାନ ଦାବିରେ କୋଶଳା ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରିଯାନ କୋଇଲା ଗାଡି ପରିବହନ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ…

Continue Readingଭାରିଯାନ କୋଇଲା ଗାଡ଼ି ବନ୍ଦ ଘଟଣା: କେବଳ ରାତି ୧୦ରୁ ସକାଳ ୬ ଯାଏଁ ଚଳାଚଳ ପାଇଁ ଅନୁମତି

ପ୍ରଶାସନ କିଛି ନ କରିବାରୁ ପୁଣି ଛେଣ୍ଡିପଦା ରାଜ୍ୟ ରାଜପଥରେ ଭାରିଯାନ ଚଳାଚଳ ବନ୍ଦ କଲେ କୋଶଳା କ୍ରିୟାନୁଷ୍ଠାନ କମିଟି ଓ ଗ୍ରାମବାସୀ

ଅନୁଗୁଳ: ପୁଣିଥରେ କୋଶଳା ଗ୍ରାମର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥରେ ଭାରିଯାନ ଚଳାଚଳ ବନ୍ଦ କରାଯାଇଛି। ଏହି ରାଜପଥ ଦେଇ ପ୍ରତ୍ୟହ ବେଆଇନ ଭାବେ ତାଳଚେର କୋଇଲା ଖଣିରୁ ହଜାର ହଜାର କୋଇଲା ଭର୍ତ୍ତି ଟ୍ରକ…

Continue Readingପ୍ରଶାସନ କିଛି ନ କରିବାରୁ ପୁଣି ଛେଣ୍ଡିପଦା ରାଜ୍ୟ ରାଜପଥରେ ଭାରିଯାନ ଚଳାଚଳ ବନ୍ଦ କଲେ କୋଶଳା କ୍ରିୟାନୁଷ୍ଠାନ କମିଟି ଓ ଗ୍ରାମବାସୀ

ଧୁମଧାମରେ ମା’ ମଙ୍ଗଳାଙ୍କ ବାର୍ଷିକ ପୂଜା ପାଳିତ, ଯାତ୍ରାରେ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ରାଇଝରଣ ପଞ୍ଚାୟତ ଧୋବାମଳିହା ଗାଁରେ ଶୁକ୍ରବାର ମା’ ମଙ୍ଗଳାଙ୍କ ବାର୍ଷିକ ପୂଜା ଓ ଯାତ୍ରା ଅନୁଷ୍ଠିତ ହୋଇଛି। ଗ୍ରାମ ସଭାପତି ଶଙ୍କର୍ଷଣ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଯାତ୍ରାରେ ପୂଜକ କୃଷ୍ଣ ନାଏକ…

Continue Readingଧୁମଧାମରେ ମା’ ମଙ୍ଗଳାଙ୍କ ବାର୍ଷିକ ପୂଜା ପାଳିତ, ଯାତ୍ରାରେ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଦିନିକିଆ ଛେଣ୍ଡିପଦା ଗସ୍ତରେ ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା, ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ କଲେ ସମୀକ୍ଷା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ଅଞ୍ଚଳକୁ ଦିନିକିଆ ଗସ୍ତ କରି ସରକାରଙ୍କ ବହୁ ପ୍ରକଳ୍ପର ପରିଦର୍ଶନ କରିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡି. ବୃନ୍ଦା। ନିର୍ଦ୍ଦେଶିକା ପ୍ରଥମେ ନିଶା ପଞ୍ଚାୟତର ମିଶନ ଶକ୍ତି ଗୃହ ପରିଦର୍ଶନ କରିଥିଲେ।…

Continue Readingଦିନିକିଆ ଛେଣ୍ଡିପଦା ଗସ୍ତରେ ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା, ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ କଲେ ସମୀକ୍ଷା

ଜିଲ୍ଲାସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ: ଗୋମାତାଙ୍କୁ ପୂଜା କରିବା ସହ ଗୋପାଳନର ଫାଇଦା ବୁଝାଇଲେ ପ୍ରାଣୀ ସମ୍ପଦ ଅଧିକାରୀ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ତୁକୁଡା ଉଚ୍ଚବିଦ୍ୟାଳୟ ନିକଟରେ ମଙ୍ଗଳବାର ୭୧ତମ ଜିଲ୍ଲାସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ୧୯୫୨ ମସିହାରୁ ପ୍ରତି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଅଷ୍ଟମୀ ତିଥିରେ ପାଳନ କରାଯାଏ।…

Continue Readingଜିଲ୍ଲାସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ: ଗୋମାତାଙ୍କୁ ପୂଜା କରିବା ସହ ଗୋପାଳନର ଫାଇଦା ବୁଝାଇଲେ ପ୍ରାଣୀ ସମ୍ପଦ ଅଧିକାରୀ

ବିସ୍ଥାପିତଙ୍କୁ ଉଚିତ୍ କ୍ଷତିପୂରଣ ପ୍ରଦାନ ଦାବି, ଆମ୍ବପାଳ କ୍ଷତିଗ୍ରସ୍ତ ପ୍ରଜା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ

ଛେଣ୍ଡିପଦା : ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଆମ୍ବପାଳ କ୍ଷତିଗ୍ରସ୍ତ ପ୍ରଜା ସଂଘ ବୁଧବାର ୩ ଦଫା ଦାବି ନେଇ ହିଙ୍ଗୁଳା କ୍ଷେତ୍ରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ କୋଇଲା ପରିବହନ ରାସ୍ତାରେ ଧାରଣା ଦେଇଛନ୍ତି। ସୂଚନାଯୋଗ୍ୟ ଯେ…

Continue Readingବିସ୍ଥାପିତଙ୍କୁ ଉଚିତ୍ କ୍ଷତିପୂରଣ ପ୍ରଦାନ ଦାବି, ଆମ୍ବପାଳ କ୍ଷତିଗ୍ରସ୍ତ ପ୍ରଜା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ

ଦୋକାନରୁ ଚୋରି ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଟେଣ୍ଟୋଲୋଇ ଗାଁରେ ୧୯ ତାରିଖରେ ଏକ ଦେକାନରୁ ଚୋରି କରିଥିବା ଅଭିଯୋଗରେ ପୁଲିସ ଶନିବାର ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଗାଁର ଅଞ୍ଚଳ ଦେହୁରୀଙ୍କ ଗ୍ରେସୋରୀ ଦୋକାନରୁ ଗତ ୧୯…

Continue Readingଦୋକାନରୁ ଚୋରି ଅଭିଯୋଗରେ ଯୁବକ ଗିରଫ