କାନ୍ଥ ତାଡ଼ି ବ୍ୟାଙ୍କରୁ ଚୋରି ଉଦ୍ୟମ, ତଦନ୍ତ କରୁଛି ପୋଲିସ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡ଼ମଣ୍ଡଳସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କାନ୍ଥ ଖୋଳି ଚୋରି ଉଦ୍ୟମ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ବାଗଡିଆ ବିଟ ହାଉସ ଠାରୁ ୨୦୦ ମିଟର ଦୂରରେ ଥିବା ଓଡ଼ିଶା…

Continue Readingକାନ୍ଥ ତାଡ଼ି ବ୍ୟାଙ୍କରୁ ଚୋରି ଉଦ୍ୟମ, ତଦନ୍ତ କରୁଛି ପୋଲିସ

ସାପ କାମୁଡ଼ାରେ ଗଲା ୯ ବର୍ଷର ବାଳକର ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଗାଁ

ଛେଣ୍ଡିପଦା/ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ଥାନା ବାହାଳ ସାହିରେ ସାପ କାମୁଡ଼ାରେ ଜଣେ ୯ ବର୍ଷ ବାଳକର ମୃତ୍ୟୁ ହୋଇଛି। ମୃତ ବାଳକ ଜଣକ ସେହି ଗାଁର ପ୍ରଶାନ୍ତ ଭୁତିଆଙ୍କ ପୁଅ ପ୍ରୀତେଶ। ଗତ ସୋମବାର ରାତିରେ ପ୍ରୀତେଶ ଖାଇ ପିଇ ମା'ଙ୍କ…

Continue Readingସାପ କାମୁଡ଼ାରେ ଗଲା ୯ ବର୍ଷର ବାଳକର ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଗାଁ

ଟିବି ରୋଗୀଙ୍କୁ ଔଷଧ କିଟ୍ ବଣ୍ଟନ

ଅନୁଗୁଳ/ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମଙ୍ଗଳବାର ଟିବି ପୀଡିତ ରୋଗୀ ମାନଙ୍କୁ କିଟ୍ ବଣ୍ଟନ କରାଯାଇଛି । କେନ୍ଦ୍ର ସରକାର ୨୦୨୫ସୁଦ୍ଧା ଭାରତ ବର୍ଷକୁ ଟିବି ମୁକ୍ତ କରିବାକୁ ଅନ୍ତୋଦୟ ଅଭିଯାନ ଆରମ୍ଭ କରିଛନ୍ତି ।…

Continue Readingଟିବି ରୋଗୀଙ୍କୁ ଔଷଧ କିଟ୍ ବଣ୍ଟନ

ପନିକିରେ ଆକ୍ରମଣକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡ଼ା ଗାଁରେ ଜଣଙ୍କୁ ପନିକିରେ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଶନିବାର ପାତ୍ରପଡ଼ା ଗାଁରେ ଢ଼ମକୁଇଲି ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବାଜା ବଜାଇବା…

Continue Readingପନିକିରେ ଆକ୍ରମଣକରି ଯୁବକ ଗିରଫ

ଦୁଇ ଶିକାରୀ ଗିରଫ,ବିଦ୍ୟୁତ୍ ତାର ଜବତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନବିଭାଗ ରବିବାର ରାତି ୮ଟା ବେଳେ ୨ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ଫାସ ବସାଇଥିବା ବିଦ୍ୟୁତ୍ ତାର ଜବତ କରିଛନ୍ତି । ଛେଣ୍ଡିପଦା ବାନାଞ୍ଚଳ ଅନ୍ତର୍ଗତ କସିଡିହ ସଂରକ୍ଷିତ ଜଙ୍ଗଲରେ କିଛି ଦିନ ହେବା…

Continue Readingଦୁଇ ଶିକାରୀ ଗିରଫ,ବିଦ୍ୟୁତ୍ ତାର ଜବତ

ପ୍ରସ୍ତାବିତ ବାଗଡ଼ିଆ ଥାନା ସ୍ଥାନାନ୍ତରଣକୁ ୫ ପଞ୍ଚାୟତର ପ୍ରତିବାଦ, ପ୍ରଶାସନ ନ ଶୁଣିଲେ ଆନ୍ଦୋଳନ ପାଇଁ ଚେତାବନୀ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ବିଟ ହାଉସକୁ ଏକ ନୂତନ ଥାନାରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ଅନୁମୋଦନ କରିବା ସହ ଶୀଘ୍ର ଥାନା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସ୍ତାବିତ ଥାନାକୁ ଅନ୍ୟତ୍ର ସ୍ଥାନାନ୍ତର…

Continue Readingପ୍ରସ୍ତାବିତ ବାଗଡ଼ିଆ ଥାନା ସ୍ଥାନାନ୍ତରଣକୁ ୫ ପଞ୍ଚାୟତର ପ୍ରତିବାଦ, ପ୍ରଶାସନ ନ ଶୁଣିଲେ ଆନ୍ଦୋଳନ ପାଇଁ ଚେତାବନୀ

ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର, ୫ ଗିରଫ

ଛେଣ୍ଡିପଦା: ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି କରିବା ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିବା ସହ ଚୋରି ଜିନିଷ ଉଦ୍ଧାର କରିଛି। ଜରପଡା ପୋଲିସ ସୂଚନା ମୁତାବକ, ଗତ ସେପ୍ଟେମ୍ବର ୪ ତାରିଖ ରାତିରେ ବଡହିଂସରର ଖୁମ୍ବେଶ୍ୱରୀ ପୀଠର…

Continue Readingଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର, ୫ ଗିରଫ

ବିଦ୍ୟୁତ ଆଘାତରେ ଗଲା ମହିଳା ଚାଷୀଙ୍କ ଜୀବନ

ଛେଣ୍ଡିପଦା / ଅନୁଗୁଳ: ସ୍ଥାନୀୟ ଜରପଡ଼ା ଥାନା କୋରଡ଼ାରେ ବିଦ୍ୟୁତ ଆଘାତରେ ଶୁକ୍ରବାର ଜଣେ ମହିଳା ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ କୋରଡ଼ାର ପ୍ରମୋଦ ସାହୁଙ୍କ ସ୍ତ୍ରୀ କମଳା ସାହୁ (୩୮)। ସୂଚନା ମୁତାବକ, କୋରଡ଼ାର ପ୍ରମୋଦ ସାହୁଙ୍କ…

Continue Readingବିଦ୍ୟୁତ ଆଘାତରେ ଗଲା ମହିଳା ଚାଷୀଙ୍କ ଜୀବନ

ବଜ୍ରପାତରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଛେଣ୍ଡିପଦା/ ଅନୁଗୁଳ: ବଜ୍ରପାତରେ ସ୍ଥାନୀୟ ଛେଣ୍ଡିପଦା ବ୍ଲକ ପାଟକୁମୁଣ୍ଡା ପଞ୍ଚାୟତ ବାଘୁଆବୋଲର ବିଜୟ ନାଏକଙ୍କ ସ୍ତ୍ରୀ ବିନତୀ (୩୭) ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ବିନତୀ ୪ ମାସ ହେବ ନୂଆପଡ଼ାସ୍ଥିତ ବାପଘରେ ରହୁଥିଲେ। ଗୁରୁବାର ଅପରାହ୍ନରେ ବିନତୀ ଘରେ ବସିଥିବା…

Continue Readingବଜ୍ରପାତରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ପ୍ରମେୟ ଅନୁଗୁଳ ସଂସ୍କରଣ ସମ୍ବାଦ ବିଭାଗ ମୁଖ୍ୟଙ୍କ ମାତୃ ବିୟୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜଳଧର ପ୍ରଧାନଙ୍କ ମା’ ଭବାନୀ ପ୍ରଧାନ(୮୩)ଙ୍କ ଗୁରୁବାର ସକାଳେ ପରଲୋକ ହୋଇଛି। ସ୍ବର୍ଗତା ପ୍ରଧାନ ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଲିପଟ୍ଟା ଗାଁର ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପତ୍ନୀ ଥିଲେ। ସେ ଜଣେ ଧର୍ମପରାୟଣା,…

Continue Readingପ୍ରମେୟ ଅନୁଗୁଳ ସଂସ୍କରଣ ସମ୍ବାଦ ବିଭାଗ ମୁଖ୍ୟଙ୍କ ମାତୃ ବିୟୋଗ