ଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ, ଘଟଣାସ୍ଥଳରେ ଚାଲିଗଲା ଜୀବନ

ଅନୁଗୁଳ: ହାତୀ ଆକ୍ରମଣରେ ମହିଳା ମୃତ। ଆଜି ସ୍ଥାନୀୟ ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡା ପଞ୍ଚାୟତ ଖଇରବେରେଣୀ ଗାଁରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଖଇରବେରେଣି ଗାଁର ହାଡିବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଶୈଳବାଳା ଦେହୁରୀ ବୋଲି ଜଣାଯାଇଛି। ସୂଚନା…

Continue Readingଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ, ଘଟଣାସ୍ଥଳରେ ଚାଲିଗଲା ଜୀବନ

ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଅବମାନନା କରି ହଟହଟା ହେଲେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଧାରୁ ବନ୍ଦ ହେଲା ବୈଠକ

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଷଣ୍ଢପାଳ ଅଙ୍ଗନୱାଡି ସହାୟିକା ଚୟନ ପାଇଁ ଆଜି ମହିଳାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମବାସୀଙ୍କୁ ଅବମାନନା କରି ଏହି କାର୍ଯ୍ୟକ୍ରମ କରିଥିବାରୁ ସମନ୍ୱିତ ଶିଶୁ ପ୍ରକଳ୍ପ ଅଧିକାରିଣୀ ହଟହଟା ହୋଇଛନ୍ତି। ସୂଚନା ଅନୁଯାୟୀ,…

Continue Readingଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଅବମାନନା କରି ହଟହଟା ହେଲେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଧାରୁ ବନ୍ଦ ହେଲା ବୈଠକ

ଡ୍ରେନ୍ କାମ ନ କରି କଂକ୍ରିଟ ରାସ୍ତା ତିଆରି କଲେ ସରପଞ୍ଚ, ଅସରାଏ ବର୍ଷା ହେଲେ ଘରେ ପଶୁଛି ନଳା ପାଣି

ଅନୁଗୁଳ: ଝିପଝିପ ବର୍ଷାରେ ଘରେ ପଶିଛି ଡ୍ରେନ ପାଣି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ରାଇଝରଣ ପଞ୍ଚାୟତର ତେନ୍ତୁଳି ସାହିରେ। ଏଠାରେ ଗୁରୁବାର ସାମାନ୍ୟ ବର୍ଷା ହୋଇଥିବା ବେଳେ ଲୋକଙ୍କ ଘରେ ଡ୍ରେନ ପାଣି ପଶିଛି। ଫଳରେ ସ୍ଥାନୀୟ…

Continue Readingଡ୍ରେନ୍ କାମ ନ କରି କଂକ୍ରିଟ ରାସ୍ତା ତିଆରି କଲେ ସରପଞ୍ଚ, ଅସରାଏ ବର୍ଷା ହେଲେ ଘରେ ପଶୁଛି ନଳା ପାଣି

ଦେଶୀମଦ ଦୋକାନରୁ ଚୋରିକରି ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଭୁବନପୁର ସରକାରୀ ଦେଶୀମଦ ଦୋକାନରୁ ଚୋରି କରିବା ଅଭିଯୋଗରେ ପୁଲିସ ଶନିବାର ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଦୋକାନ ମ୍ୟାନେଜର ଆସି ଦେଖିଲା ବେଳକୁ ଦୋକାନ…

Continue Readingଦେଶୀମଦ ଦୋକାନରୁ ଚୋରିକରି ୨ ଗିରଫ

ଲକ୍ଷାଧିକ ଟଙ୍କା ଜାଲିଆତି କରି ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ଗିରଫ

ଛେଣ୍ଡିପଦା: ଲକ୍ଷାଧିକ ଟଙ୍କା ଜାଲିଆତି କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ବ୍ୟାଙ୍କ ମ୍ୟାନେଜର। ସ୍ଥାନୀୟ ଛେଣ୍ଡିପଦା ଥାନା ଖମାର ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜରଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ଗିରଫ ମ୍ୟାନେଜରଙ୍କ ନାଁ ନବ କିଶୋର ଧାରୁଆ ବୋଲି ଜଣାଯାଇଛି।…

Continue Readingଲକ୍ଷାଧିକ ଟଙ୍କା ଜାଲିଆତି କରି ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ଗିରଫ

ମହିଳାଙ୍କୁ ଅସଦ୍ ବ୍ୟବହାର ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ ଜଣେ ମହିଳାଙ୍କୁ ଅସଦ୍ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନଯାୟୀ, ପୁରୁଣାଗଡ଼ ଗାଁର ଶ୍ରୀରାମ ଗଡ଼ନାୟକଙ୍କ ସ୍ତ୍ରୀ ଗୁଟିକା ଗଡ଼ନାୟକ ବୁଧବାର ଅପରାହ୍ନରେ ଘରେ ଥିବା ବେଳେ ହଠାତ୍…

Continue Readingମହିଳାଙ୍କୁ ଅସଦ୍ ବ୍ୟବହାର ଅଭିଯୋଗ

ଛେଣ୍ଡିପଦାରେ ରାଜ୍ୟ ବିଜେପି ସଭାପତି ମୋଦିଙ୍କ ଯୋଜନା ଶତ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚୁ:ସମୀର ମହାନ୍ତି

ଅନୁଗୁଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ଆଠ ବର୍ଷରେ କେନ୍ଦ୍ରରେ ବିଜେପିର ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ନିରନ୍ତର ଯାତ୍ରା ଚାଲିଛି। ଜାତି,ପରିବାର,ଭ୍ରଷ୍ଟାଚାର, ତୁଷ୍ଟିକରଣରୁ ଉର୍ଦ୍ଧ୍ଵରେ ରହି ଜାତୀୟ ରାଜନୀତି ସର୍ବସ୍ପର୍ଶୀ, ସର୍ବ ସମାବେଶୀ,ବିକାଶବାଦର ଜୟଯାତ୍ରାରେ ପରିଣତ…

Continue Readingଛେଣ୍ଡିପଦାରେ ରାଜ୍ୟ ବିଜେପି ସଭାପତି ମୋଦିଙ୍କ ଯୋଜନା ଶତ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚୁ:ସମୀର ମହାନ୍ତି

ଛେଣ୍ଡିପଦାରୁ ଦୁଇ ଶିଶୁ ଶ୍ରମିକ ଉଦ୍ଧାର

ଅନୁଗୁଳ: ଗତ କିଛିଦିନ ଧରି ଓଡିଶା ସାରା ଶିଶୁ ଶ୍ରମିକ ନିୟୋଜନ ବିରୁଦ୍ଧରେ ଶ୍ରମ ବିଭାଗ ପକ୍ଷରୁ ଅପରେସନ ଆରମ୍ଭ ହୋଇଛି। ଏହି କ୍ରମରେ ଅନୁଗୁଳରେ ବର୍ତମାନ ସୁଦ୍ଧା ୧୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଚାଇଲଡ଼ ଲାଇନ ରେ…

Continue Readingଛେଣ୍ଡିପଦାରୁ ଦୁଇ ଶିଶୁ ଶ୍ରମିକ ଉଦ୍ଧାର

ବାଲିପଟ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବାଲିପଟ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସୋମବାର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପୁରାତନ ଛାତ୍ର ସ୍ଥାୟୀ ସଭାପତି ତଥା ଭୁବନେଶ୍ୱରର ଏସିପି ମାନସ ରଞ୍ଜନ ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ…

Continue Readingବାଲିପଟ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି

ସ୍କୁଲ ପାଲଟିଛି ଜଙ୍ଗଲ: ଉଠିଗଲାଣି ଆଣ୍ଠୁ ଉଚ୍ଚା ଗଛ, ଅବାଧରେ ପ୍ରବେଶ କରି ଚରୁଛନ୍ତି ଗାଈ ଗୋରୁ

ଅନୁଗୁଳ: ସ୍କୁଲରେ ବୁଲୁଛନ୍ତି ଗାଈ ଗୋରୁ। ପରିଷ୍କାର ପରିଚ୍ଛନ୍ନତା ଅଭାବରୁ ପିଲାଙ୍କ ପଢ଼ିବା ଜାଗାରେ ଚରୁଛନ୍ତି ଗାଈ। ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ପଞ୍ଚାୟତ ଷଣ୍ଢପାଳ ଗାଁ ର ଅଙ୍ଗନୱାଡ଼ି କେନ୍ଦ୍ରରେ। ଏଠାରେ…

Continue Readingସ୍କୁଲ ପାଲଟିଛି ଜଙ୍ଗଲ: ଉଠିଗଲାଣି ଆଣ୍ଠୁ ଉଚ୍ଚା ଗଛ, ଅବାଧରେ ପ୍ରବେଶ କରି ଚରୁଛନ୍ତି ଗାଈ ଗୋରୁ