ମାଛ ମାରିବା ପଡ଼ିଲା ମହଙ୍ଗା: ଦୁଇ ନାବାଳକଙ୍କୁ ନିଜ ଘର ଗ୍ରିଲରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ପୋଖରୀ ମାଲିକ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଅଧୀନରେ କାହ୍ନୁ ଚରଣ ପାଣିଙ୍କ ଘର ସାମ୍ନା ଗ୍ରିଲରେ ହାତ ବନ୍ଧା ହୋଇଥିବା ଦୁଇ ୧୦ବର୍ଷୀୟ ନାବାଳକଙ୍କୁ ବାଗଡିଆ ପୋଲିସ ଉଦ୍ଧାର କରିଛି। ବାଗଡିଆ ଗ୍ରାମର ୨ ନାବାଳକ ରବିବାର ତାଙ୍କ ସାହି ନିକଟରେ…