ଫର୍ଣ୍ଣିଚର କାରଖାନା ଉପରେ ବନବିଭାଗର ଅତର୍କିତ ଚଢ଼ଉ, ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଜବତ

ଛେଣ୍ଡିପଦା: ଛେଣ୍ଡିପଦା ବନାଞ୍ଚଳ ଶିମିଳିପାଳ ବିଟ ହାଉସ ଅଧୀନ ବାଗେଡ଼ିଆରେ ଥିବା ଏକ ଫର୍ଣ୍ଣିଚର କାରଖାନା ଉପରେ ବନବିଭାଗ ଅତର୍କିତ ଚଢ଼ଉ କରି ଆସବାବପତ୍ର ଜବତ କରିଛି। ଦୀର୍ଘ ଦିନ ଧରି ବାଗେଡ଼ିଆ ବୁଢାଢ଼ିପ ସାହିରେ ଏକ ବେଆଇନ କାଠ କାରଖାନା…

Continue Readingଫର୍ଣ୍ଣିଚର କାରଖାନା ଉପରେ ବନବିଭାଗର ଅତର୍କିତ ଚଢ଼ଉ, ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଜବତ

ଛେଣ୍ଡିପଦାରେ ହକି ବିଶ୍ୱକପ୍ ଟ୍ରଫିକୁ ରାଜକୀୟ ସ୍ୱାଗତ, ପାଲା-ସଂକୀର୍ତ୍ତନରେ କମ୍ପିଲା ପୂରା ଅଞ୍ଚଳ

ଛେଣ୍ଡିପଦା: ଛେଣ୍ଡିପଦାରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଛି। ଟ୍ରଫିର ଗୋଟେ ଝଲକ ଦେଖିବା ପାଇଁ ହଜାର ହଜାର ଜନ ସମାଗମ ହୋଇଥିଲା। ବିଡିଓ ତ୍ରିବିକ୍ରମ ବେହେରା ଓ ତହସିଲଦାର ଡାନିଏଲ ଏକ୍କାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସ୍ୱାଗତ ସମ୍ବର୍ଦ୍ଧନାରେ…

Continue Readingଛେଣ୍ଡିପଦାରେ ହକି ବିଶ୍ୱକପ୍ ଟ୍ରଫିକୁ ରାଜକୀୟ ସ୍ୱାଗତ, ପାଲା-ସଂକୀର୍ତ୍ତନରେ କମ୍ପିଲା ପୂରା ଅଞ୍ଚଳ

ଘରେ ପଶି ମହିଳାଙ୍କୁ ଅସଦାଚରଣ ଓ ମରଣାନ୍ତକ ଆକ୍ରମଣ, ଯୁବକ ଗିରଫ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ଥାନା କୋଶଳା ଶିମିଳି ସାହିରେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଛେଣ୍ଡିପଦା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ପୁରୁଷୋତ୍ତମ ବେହେରା (ପପୁ)। ସୂଚନା ମୁତାବକ, ପୁରୁଷୋତ୍ତମ ବେହେରା ରବିବାର ଅପରାହ୍ନରେ…

Continue Readingଘରେ ପଶି ମହିଳାଙ୍କୁ ଅସଦାଚରଣ ଓ ମରଣାନ୍ତକ ଆକ୍ରମଣ, ଯୁବକ ଗିରଫ

ହାଟ ପଡ଼ିଆକୁ ସ୍ଥାନାନ୍ତର ହେଲା ନୂତନ ବସଷ୍ଟାଣ୍ଡ ଓ ପରିବା ମାର୍କେଟ, ଉଦଘାଟନ କଲେ ତହସିଲଦାର

ଛେଣ୍ଡିପଦା: ଛେଣ୍ଡିପଦାରେ ନୂତନ ବସଷ୍ଟାଣ୍ଡ ଓ ପରିବା ମାର୍କେଟ ହାଟ ପଡ଼ିଆକୁ ସ୍ଥାନାନ୍ତର ହୋଇଛି। ଛେଣ୍ଡିପଦା ସରପଞ୍ଚ ସୁଦୀପ୍ତ ପ୍ରଧାନ ଓ ଜଗନ୍ନାଥ ବସ୍ ମାଲିକ ସଂଘ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ତହସିଲଦାର ଡାନିଏଲ ଏକା, ଗୋଷ୍ଠୀ…

Continue Readingହାଟ ପଡ଼ିଆକୁ ସ୍ଥାନାନ୍ତର ହେଲା ନୂତନ ବସଷ୍ଟାଣ୍ଡ ଓ ପରିବା ମାର୍କେଟ, ଉଦଘାଟନ କଲେ ତହସିଲଦାର

ଅଜଣା ବାଇକ୍ ଧକ୍କାରେ ଯୁବକ ମୃତ, ତଦନ୍ତ କରୁଛି ପୋଲିସ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ଥାନା ବାଗଡ଼ିଆ ଫାଣ୍ଡି ଭଟପାଳ ନିକଟରେ ବାଇକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ବାଗଡ଼ିଆ ରଥ ସାହିର ରଞ୍ଜିତ ଦାସ ଗତ ବୁଧବାର ବିଳମ୍ବିତ ରାତିରେ କୁଡାନାଳୀରୁ ମଇଁଷି ନେଇ ଫେରୁଥିବା ବେଳେ…

Continue Readingଅଜଣା ବାଇକ୍ ଧକ୍କାରେ ଯୁବକ ମୃତ, ତଦନ୍ତ କରୁଛି ପୋଲିସ

କୂଅରେ ଗଳି ପଡ଼ିଲା ଖାଦ୍ୟ ଅନ୍ୱେଷଣରେ ଆସିଥିବା ଭାଲୁ, ଉଦ୍ଧାର କଲା ବନ ବିଭାଗ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ରେଞ୍ଜ କରୁଡ଼ା ଗ୍ରାମର ଆମ୍ବୁରି ସାହିର ଏକ କୂଅରୁ ଛେଣ୍ଡିପଦା ବନ ବିଭାଗ ଏକ ଭାଲୁ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଏକ ଭାଲୁ ଆମ୍ବୁରି ସାହିର ସୁକୁଟୁ…

Continue Readingକୂଅରେ ଗଳି ପଡ଼ିଲା ଖାଦ୍ୟ ଅନ୍ୱେଷଣରେ ଆସିଥିବା ଭାଲୁ, ଉଦ୍ଧାର କଲା ବନ ବିଭାଗ

ବଣଭୋଜି ପାଇଁ ଯାଉଥିବା ବେଳେ ଓଲଟିଲା ଯାତ୍ରୀବାହୀ ଅଟୋ, ୨ ଗୁରୁତର

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଛେଣ୍ଡିପଦା -ଜରପଡା ପୂର୍ତ୍ତ ବିଭାଗ ରାସ୍ତାର ବନଦୁର୍ଗା ନିକଟସ୍ଥ ବୁଲାଣିରେ ଏକ ଯାତ୍ରୀବାହି ଅଟୋ ଓଲଟି ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହାଣ୍ଡିଗୋଡାର କୁନା ବେହେରା ଓ ମୁନା ସାହୁ ବୋଲି…

Continue Readingବଣଭୋଜି ପାଇଁ ଯାଉଥିବା ବେଳେ ଓଲଟିଲା ଯାତ୍ରୀବାହୀ ଅଟୋ, ୨ ଗୁରୁତର

ଚୋରାରେ ୨୫୦ ଲିଟର ଡିଜେଲ ପରିବହନ କରୁଥିବା ବେଳେ ମାଡ଼ି ବସିଲା ପୋଲିସ: ୨ ଗିରଫ, ଯାତ୍ରୀବାହୀ ଅଟୋ ଜବତ

ଛେଣ୍ଡିପଦା : ସ୍ଥାନୀୟ ଛେଣ୍ଡିପଦା ଥାନା ପୋଲିସ ପ୍ୟାଟ୍ରୋଲିଂ କରୁଥିବା ବେଳେ ଚୋରା ଡିଜେଲ ପରିବହନ କରୁଥିବା ଏକ ଯାତ୍ରୀ ବାହୀ ଅଟୋରୁ ଡିଜେଲ ସହିତ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ପୋଲିସ ସୂଚନା ମୁତାବକ, ତାଳଚେର ଅଞ୍ଚଳରୁ…

Continue Readingଚୋରାରେ ୨୫୦ ଲିଟର ଡିଜେଲ ପରିବହନ କରୁଥିବା ବେଳେ ମାଡ଼ି ବସିଲା ପୋଲିସ: ୨ ଗିରଫ, ଯାତ୍ରୀବାହୀ ଅଟୋ ଜବତ

ମୋଟର ସାଇକେଲ ଓ ମୋବାଇଲ ଚୋରି ଅଭିଯୋଗ, ୨ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ବୁଧବାର ଦୁଇ ଜଣ ଚୋରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ ସୂଚନା ମୁତାବକ, ଭୁବନପୁର ଗାଁରେ ଥିବା ଏକ ହଷ୍ଟେଲ ଭିତରୁ ୩ଟି ମୋବାଇଲ ଚୋରି ହୋଇଥିବା ନେଇ ଥାନାରେ…

Continue Readingମୋଟର ସାଇକେଲ ଓ ମୋବାଇଲ ଚୋରି ଅଭିଯୋଗ, ୨ ଗିରଫ

ଉତ୍କଳ -ଡି କୋଲ ବ୍ଲକ ପରିଦର୍ଶନ କଲେ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲାପଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଙ୍ଗଳବାର ଛେଣ୍ଡିପଦା ଗ୍ରସ୍ତ ସମୟରେ ଉତ୍କଳ-ଡି କୋଲ ବ୍ଲକ୍ ପରିଦର୍ଶନ କରିଥିଲେ। ଅନୁଗୁଳ ଉପ-ଜିଲ୍ଲାପାଳ ବୈତୁରା ଦୀପଙ୍କ ଉପସ୍ଥିତିରେ ଉତ୍କଳ ଡି କୋଇଲା ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଏବଂ ଖଣି କାର୍ଯ୍ୟ…

Continue Readingଉତ୍କଳ -ଡି କୋଲ ବ୍ଲକ ପରିଦର୍ଶନ କଲେ ଜିଲ୍ଲାପାଳ