ମା’ବାୟାଣୀ ଯାତ୍ରାରେ ୫୦ ହଜାର ଭକ୍ତଙ୍କ ସମାଗମ

ଅନୁଗୁଳ:ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପାତ୍ରପଡା ଗ୍ରାମର ମା’ ବାୟାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ରବିବାର ଗ୍ରାମବାସୀଙ୍କ ସହଯୋଗରେ ପାଳିତ ହୋଇଯାଇଛି । ଚଳିତ ବର୍ଷ କରୋନା କଟକଣା ନଥିବାରୁ ଯାତ୍ରାରେ ପ୍ରାୟ ୫୦ ହଜାର ଭକ୍ତଙ୍କ ସମାଗମ…

Continue Readingମା’ବାୟାଣୀ ଯାତ୍ରାରେ ୫୦ ହଜାର ଭକ୍ତଙ୍କ ସମାଗମ

କୂଅରେ ପଡ଼ି ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ରଥ ସାହିରେ କୂଅରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଜ୍ଞାନରଞ୍ଜନ ପ୍ରଧାନ (୩୦) । ସୂଚନା ଯେ, ଗୁରୁବାର ଜ୍ଞାନ ରାତିରେ ଖାଇପିଇ ବାଗଡିଆ ଛକକୁ ଯାଉଛି…

Continue Readingକୂଅରେ ପଡ଼ି ଯୁବକ ମୃତ

ଗୋରୁ-ବାଇକ୍ ମୁହାଁମୁହିଁ ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲା ଜରପଡା-ଛେଣ୍ଡିପଦା ପୂର୍ତ୍ତବିଭାଗ ରାସ୍ତାର ଜରପଡା ମେଡିକାଲ ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଯେ, ଜରପଡା ଥାନା ବକଳା ଗ୍ରାମର ବଳରାମ ଭୋଇ…

Continue Readingଗୋରୁ-ବାଇକ୍ ମୁହାଁମୁହିଁ ଜଣେ ମୃତ, ଜଣେ ଗୁରୁତର

ଛେଣ୍ଡିପଦାରେ କଲରାପତରିଆ ବାଘ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ବାଘ ଆତଙ୍କ। ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଏମସିଏଲ ପାଚେରୀ ଉପରେ ମଙ୍ଗଳବାର ଭୋରରୁ ଏକ କଲରାପତରିଆ ବାଘ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ବାଘକୁ କାବୁ…

Continue Readingଛେଣ୍ଡିପଦାରେ କଲରାପତରିଆ ବାଘ

ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି କଲେ ପରିବାର ଲୋକ

ଅନୁଗୁଳ : ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର। ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ରାଇଝରଣ ଗାଁ ସ୍ଥିତ ରାଇଝରଣ ଡ୍ୟାମ୍ ନିକଟରେ ମଙ୍ଗବାର ବାରହା ଆକ୍ରମଣ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…

Continue Readingବାରହା ଆକ୍ରମଣରେ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି କଲେ ପରିବାର ଲୋକ

ଖରାଦିନ ନ ହେଉଣୁ ଜଳିଲାଣି ଅନୁଗୁଳର ବିଭିନ୍ନ ଜଙ୍ଗଲ, ଆୟତ୍ତ କରୁଛନ୍ତି ଆଗ୍ନିକ

ଅନୁଗୁଳ: ଜଳୁଛି ଅନୁଗୁଳର ବିଭିନ୍ନ ଜଙ୍ଗଲ। ଖରାଦିନ ନ ଆସୁଣୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଜଳିବାରେ ଲାଗିଲାଣି। ସ୍ଥାନୀୟ ଲୋକମାନେ ଜାଳେଣି ଆଣିବାକୁ ଜଙ୍ଗଲକୁ ଯାଇ ନିଆଁ ଲଗାଇ ଦେଇଥିବାରୁ ଗତ ୨ ଦିନ ଭିତରେ ଜିଲ୍ଲାର ୪ଟି ସ୍ଥାନ…

Continue Readingଖରାଦିନ ନ ହେଉଣୁ ଜଳିଲାଣି ଅନୁଗୁଳର ବିଭିନ୍ନ ଜଙ୍ଗଲ, ଆୟତ୍ତ କରୁଛନ୍ତି ଆଗ୍ନିକ

ସରପଞ୍ଚଙ୍କୁ ଦାୟୀତ୍ବ ହସ୍ତାନ୍ତ ନହେବାରୁ ଜିଲ୍ଲାପାଳଙ୍କୁ ଫେରାଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ଶିମିଳିପାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହେବାପରେ ଗିରୀଶ ଚନ୍ଦ୍ର ପ୍ରଧାନଙ୍କୁ ଏ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତର କାର୍ଯ୍ୟ ଭାର ହସ୍ତାନ୍ତର କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି। ଏ ନେଇ…

Continue Readingସରପଞ୍ଚଙ୍କୁ ଦାୟୀତ୍ବ ହସ୍ତାନ୍ତ ନହେବାରୁ ଜିଲ୍ଲାପାଳଙ୍କୁ ଫେରାଦ

ଭାଲୁ ଆକ୍ରମଣରେ ଚାଷୀ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କାଠପାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ଗାଁର ବସନ୍ତ ମାଝୀ ଶନିବାର ସକାଳେ ଘରପାଖ ବଗିଚାକୁ କାମକରିବା ପାଇଁ ଯାଇଥିଲେ। ସେଠାରେ ଥିବା ଏକ…

Continue Readingଭାଲୁ ଆକ୍ରମଣରେ ଚାଷୀ ଆହତ

ଛେଣ୍ଡିପଦା ବ୍ଲକ୍ ଅଧ୍ୟକ୍ଷ ଦଳରୁ ନିଲମ୍ବିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅଧ୍ୟକ୍ଷଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି। ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ବିଜେଡ଼ି ସଭାପତି ତଥା…

Continue Readingଛେଣ୍ଡିପଦା ବ୍ଲକ୍ ଅଧ୍ୟକ୍ଷ ଦଳରୁ ନିଲମ୍ବିତ

ଜଳିଗଲା ୩ ବଖରା

ଅନୁଗୁଳ:-ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ଗ୍ରାମର ରୁଗୁଡ଼ିସାହିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଚାଳଘର ପୋଡି ପାଉଁଶ ହୋଇଯାଇଛି। ସୂଚନା ଯେ, ଗ୍ରାମର ଯାଦବ ସାହୁ(୬୦)ଙ୍କ ଘରେ ମଙ୍ଗଳବାର ଦିନ ସାଢେ ଗୋଟାଏ ସମୟରେ ହଠାତ୍ ନିଆଁ ଲାଗିଥିଲା। ଗ୍ରାମବାସୀ…

Continue Readingଜଳିଗଲା ୩ ବଖରା