ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟ, ୫ ଅଟକ

ଅନୁଗୁଳ: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଶିମିଳିପଞ୍ଚାୟତ ସାପୋଇନାଳି ସ୍ଥିତ ରାଜୀବଭବନରେ ଜଣେ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଡ୍ରାଇଭର ଜଣକ ହେଲେ ସେହି ପଂଚାୟତ ଘଡ ଗ୍ରାମର ସଦାନନ୍ଦ ଦେହୁରୀଙ୍କ ପୁଅ ଦୀପକ ଦେହୁରୀ ।ପୁଲିସ୍ ସୁଚନା…

Continue Readingଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟ, ୫ ଅଟକ

ତାଲା ଭାଙ୍ଗି ଦୋକାନରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବରପଦା ଗାଁର ଏକ ଦୋକାନର ତାଲା ଭାଙ୍ଗି ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗାଁ ଛକରେ ରୁଷଭ ସାହୁଙ୍କ ଏକ ଗ୍ରୋସେରୀ ଦୋକାନ ଅଛି।…

Continue Readingତାଲା ଭାଙ୍ଗି ଦୋକାନରୁ ଚୋରି

ଛେଣ୍ଡିପଦା ବ୍ଲକ କୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବିକ୍ଷୋଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରି ଚାଷୀ କୁ ସମସ୍ତ ପ୍ରକାର ସହାୟତା ଦାବିରେ ମଙ୍ଗଳବାର ଛେଣ୍ଡିପଦା ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର…

Continue Readingଛେଣ୍ଡିପଦା ବ୍ଲକ କୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବିକ୍ଷୋଭ

ଲୁଟେରା ଗିରଫ, ବାଇକ୍, ଭୁଜାଲି ଓ ଟଙ୍କା ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ମଙ୍ଗଳବାର ଜଣେ ଲୁଟେରାଙ୍କୁ ଗିରଫ କରିବାସହ ତାଙ୍କଠାରୁ ବାଇକ୍, ଭୁଜାଲି ଓ ଟଙ୍କା ଜବତକରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ସକାଳେ କଇଁଛପଦା ଗାଁଠାରେ ମାଣିକ ଲାଲ ଜାନା(୪୨) ନାମକ ଜଣେ ଫେରିବାଲାକୁ…

Continue Readingଲୁଟେରା ଗିରଫ, ବାଇକ୍, ଭୁଜାଲି ଓ ଟଙ୍କା ଜବତ

ଚାଷୀଙ୍କ ମୁହଁରେ ଚଢ଼ିଗଲା ଶଗଡ଼

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଇଲାକା ଟେଣ୍ଟ୍‌ଲୋଇ ଗ୍ରାମରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଚାଷୀଙ୍କ ମୁହଁରେ ଶଗଡ଼ ଚକ ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଚାଷୀ ସେହି ଗ୍ରାମର କୈଳାସ…

Continue Readingଚାଷୀଙ୍କ ମୁହଁରେ ଚଢ଼ିଗଲା ଶଗଡ଼

ବଜ୍ରାଘାତରେ ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ମାଛକୁଟା ଗ୍ରାମରେ ବିଲକୁ ଚାଷ କରିବାକୁ ଯାଇଥିବା ବେଳେ ବଜ୍ରାଘାତରେ ପୁଅ ମୃତ, ବାପା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତକ ଯୁବକ ସେହି ଗାଁର ବିଜୟ ସାହୁଙ୍କ ପୁଅ ଲୋଟନ୍ ସାହୁ(୨୪) ।…

Continue Readingବଜ୍ରାଘାତରେ ଯୁବକ ମୃତ

ମରୁଡ଼ି ପାଇଁ ଚାଷୀଙ୍କ ଆତ୍ମହତ୍ୟା !

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାରମଞ୍ଚା ଗାଁର ଜଣେ ଚାଷୀ ମରୁଡ଼ି ପରିସ୍ଥିତି ନେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ହୋଇଛି। ଯାହାଫଳରେ ସମଗ୍ର ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଦେଖା ଦେଇଛି। ବିଲରେ ପାଣି ନାହିଁ।…

Continue Readingମରୁଡ଼ି ପାଇଁ ଚାଷୀଙ୍କ ଆତ୍ମହତ୍ୟା !

ଟଙ୍କା ଲୁଟ ଅଭିଯୋଗରେ ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗାଁରୁ ଟଙ୍କା ଲୁଟ ଅଭିଯୋଗରେ ଛେଣ୍ଡିପଦା ପୁଲିସ ଶୁକ୍ରବାର ୨ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗୁରୁବାର ସକାଳେ କୋଶଳା ଗାଁ ଉଚ୍ଚବିଦ୍ୟାଳୟ ସାମ୍ନାରେ ଅଜୟ କୁମାର ସାହୁଙ୍କୁ…

Continue Readingଟଙ୍କା ଲୁଟ ଅଭିଯୋଗରେ ୨ ଗିରଫ

କୂଅରେ ପଡି ୩ବର୍ଷର ଶିଶୁ ମୃତ

ଅନୁଗୁଳ: ଅନୁଗୁଳୁ ଜିଲ୍ଲା ଜରପଡା ଥାନା ତୁକୁଡ଼ା ପଞ୍ଚାୟତ ଦେଉଳଖମଣ ଗ୍ରାମର ଜଣେ ୩ ବର୍ଷର ଶିଶୁ ଘରଅଗଣା କୂଅରେ ପଡି ମୃତ୍ୟୁବରଣ କରିଛି।ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୧୦ଟା ବେଳେ ଗ୍ରାମର ପ୍ରସନ୍ନ ମାହାର ବିଲରେ କାର୍ଯ୍ୟ ପାଇଁ ବାହାରକୁ…

Continue Readingକୂଅରେ ପଡି ୩ବର୍ଷର ଶିଶୁ ମୃତ

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡା ଗାଁର ଜଣେ ପତ୍ନୀହନ୍ତାଙ୍କୁ ଜିଲ୍ଲା ଦୌରା ଜଜ୍ଙ୍କ ଅଦାଲତରେ ଆଜୀବନ କାରାଦଣ୍ଡାଦେଶ ମିଳିଛି। ସୂଚନା ଯେ, ୨୦୦୩ ମସିହାରେ ପାତ୍ରପଡା ଗାଁର ଶଙ୍କର ସାହୁ ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ…

Continue Readingପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ