ଜରିପାଲ ନମିଳିବାରୁ ବିକ୍ଷୋଭ
ଅନୁଗୁଳୁ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ବାଗଡ଼ିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମୁଖରେ ବୁଧବାର ଜରିପାଲ ନମିଳିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବା ଅନେକ ଗରିବ ହିତାଧିକାରୀ ପଲିଥିନ୍ ନପାଇ ରାଜସ୍ୱ ନିରୀକ୍ଷକଙ୍କ…



