ଜାତୀୟସ୍ତର ସେମିନାର୍ ଉଦଯାପିତ, ଯୋଗ ଦେଲେ ୧୦୦ ଶିକ୍ଷକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଚାଲିଥିବା ଜାତୀୟ ସ୍ତରର ଦୁଇଦିନିଆ ସେମିନାର ମଙ୍ଗଳବାର ଉଦଯାପିତ ହୋଇଯାଇଛି। "ଏଫ୍.ଏଲ୍.ଏନ୍ ଲକ୍ଷ୍ୟ ହାସଲ ପାଇଁ ଅଭିନବ ଶ୍ରେଣୀଗୃହ ଅଭ୍ୟାସ" ଶୀର୍ଷକକୁ ନେଇ ଆୟୋଜିତ ଏହି ସେମିନାରରେ…

Continue Readingଜାତୀୟସ୍ତର ସେମିନାର୍ ଉଦଯାପିତ, ଯୋଗ ଦେଲେ ୧୦୦ ଶିକ୍ଷକ

ରାସନ ଦୋକାନରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମଝିବଜାରରେ ଥିବା ରାସନ ଦୋକାନରେ  ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଛି। ସୂଚନା ମୁତାବକ, ଛେଣ୍ଡିପଦା ମଝିବଜାରରେ ଥିବା କଳାକାର ମାଝୀ ରାସନ ଦୋକାନ ବନ୍ଦ କରି ଘରକୁ ଖାଇବାକୁ ଯାଇଥିଲେ। କିଛି ସମୟ…

Continue Readingରାସନ ଦୋକାନରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି, କାରଣ ଅସ୍ପଷ୍ଟ

ସର୍ବଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଡବ୍ଲ୍ୟୁସିଆର ଜବଲପୁର ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡ଼ିଆ ଉଚ୍ଚ ବିଦ୍ୟାଳୟ କ୍ରୀଡ଼ାଙ୍ଗନାରେ ଆନନ୍ଦ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ଦୁଇଦିନ ଧରି ଚାଲିଥିବା ସର୍ବଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି। ଆସୋସିଏସନର ସଭାପତି ବିନୋଦ କୁମାର ସରଳିୟାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି…

Continue Readingସର୍ବଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଡବ୍ଲ୍ୟୁସିଆର ଜବଲପୁର ଚାମ୍ପିୟନ

ଜିଏମଡିସିର ଗ୍ରାମ୍ୟ ବିକାଶ ଟ୍ରଷ୍ଟ ତରଫରୁ ଛଅଟି ଗୋଷ୍ଠୀଗତ ପ୍ରକଳ୍ପ ଲୋକାର୍ପିତ

ଛେଣ୍ଡିପଦା: ଗୁଜୁରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ୍ ନିଜର ସାମାଜିକ ଦାୟିତ୍ବ ଶାଖା, ଗ୍ରାମ୍ୟ ବିକାଶ ଟ୍ରଷ୍ଟ (ଜିଏମଡିସି-ଜିଭିଟି) ଦ୍ୱାରା ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଓ ମାଛକୁଟା ପଞ୍ଚାୟତରେ ଛଅ ଗୋଟି ଗୋଷ୍ଠୀଗତ ପ୍ରକଳ୍ପ ଲୋକାର୍ପିତ କରାଯାଇଛି । ସାମୂହିକ ଭାବରେ ପ୍ରାୟ…

Continue Readingଜିଏମଡିସିର ଗ୍ରାମ୍ୟ ବିକାଶ ଟ୍ରଷ୍ଟ ତରଫରୁ ଛଅଟି ଗୋଷ୍ଠୀଗତ ପ୍ରକଳ୍ପ ଲୋକାର୍ପିତ

ଭାଙ୍ଗିଲା ଆଉଁଳି ମୁଖ୍ୟ କେନାଲ ବନ୍ଧ: କର୍ଣ୍ଣପାଳ ଗାଁରେ ପଶିଲା ପାଣି, ଚାଷ ପ୍ରଭାବିତ

ଅନୁଗୁଳ: କେନାଲରେ ଘାଇ ସୃଷ୍ଟି ହୋଇ ଜଳମଗ୍ନ ହୋଇଛି ଏକର ଏକର ପରିବା ଚାଷ  ଓ ଧାନ ଜମି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆଉଁଳି ମୁଖ୍ୟ କେନାଲର କର୍ଣ୍ଣପାଳ ଗାଁ ନିକଟରେ ମୁଖ୍ୟ କେନାଲ ଭୁଶୁଡ଼ି ପଡିଛି। ୨୦ ଫୁଟର ଘାଇ…

Continue Readingଭାଙ୍ଗିଲା ଆଉଁଳି ମୁଖ୍ୟ କେନାଲ ବନ୍ଧ: କର୍ଣ୍ଣପାଳ ଗାଁରେ ପଶିଲା ପାଣି, ଚାଷ ପ୍ରଭାବିତ

ବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣା: ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣାରେ ପୋଲିସ ଛାନଭିନ ଚଳାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାରେ ସମ୍ପୃକ୍ତ ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା…

Continue Readingବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣା: ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ମୋଟ୍ ୨ ଶିକ୍ଷକରୁ ଜଣଙ୍କୁ ବଦଳି ପାଇଁ ନିର୍ଦ୍ଦେଶ: ବିରୋଧ କରି ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଅନୁଗୁଳ: ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ଦାବି। ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ପଞ୍ଚାୟତ ରାଇପାଳ ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସ୍କୁଲରେ…

Continue Readingମୋଟ୍ ୨ ଶିକ୍ଷକରୁ ଜଣଙ୍କୁ ବଦଳି ପାଇଁ ନିର୍ଦ୍ଦେଶ: ବିରୋଧ କରି ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

କାମ ନ କରି ଟଙ୍କା ମାରିନେଲେ ସରକାରୀ ବାବୁ, ଗୋଡ଼ି ମୁଠେ ନ ପକାଇ ୧୦ ଲକ୍ଷ ଚଳୁ କଲେ ଯନ୍ତ୍ରୀ !

ଅନୁଗୁଳ: କାମ ନ କରି ଟଙ୍କା ମାରିନେଲେ ସରକାରୀ ବାବୁ। ୧୦ ଲକ୍ଷ ଟଙ୍କାର ରାସ୍ତା କାମ ଆସିଥିଲା। କିନ୍ତୁ ଗୋଡ଼ିଟିଏ ବି ନ ପକାଇ କି ଫଳକ ନିର୍ମାଣ ନ କରି ଟଙ୍କା ଉଠାଇନେଇଛନ୍ତି ଯନ୍ତ୍ରୀ। ଯନ୍ତ୍ରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ…

Continue Readingକାମ ନ କରି ଟଙ୍କା ମାରିନେଲେ ସରକାରୀ ବାବୁ, ଗୋଡ଼ି ମୁଠେ ନ ପକାଇ ୧୦ ଲକ୍ଷ ଚଳୁ କଲେ ଯନ୍ତ୍ରୀ !

କମ୍ପସଲା ଡକାୟତ ଘଟଣା: ୩ ଅଭିଯୁକ୍ତଙ୍କୁ ନେଇ ସିନରିକ୍ରିଏସନ କଲା ପୋଲିସ, ୧୯ ଲକ୍ଷରୁ ଅଧିକ ଟଙ୍କାର ଡକାୟତି କରିଥିବା ସୂଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସକୁ ବଡ଼ ସଫଳତା। ୭ ଆନ୍ତଜିଲ୍ଲା ଡକାୟତ ଗାଙ୍ଗକୁ ଠାବ କରିବା ସହିତ ୩ଜଣଙ୍କୁ ଗିରଫ କରିବାରେ ଛେଣ୍ଡିପଦା ପୋଲିସ ସଫଳ ହୋଇଛି। ଏହି ଗାଙ୍ଗ ଅନୁଗୁଳ ଜିଲ୍ଲାର ୧୧ଟି ଥାନା ସମେତ ଦେବଗଡ଼,…

Continue Readingକମ୍ପସଲା ଡକାୟତ ଘଟଣା: ୩ ଅଭିଯୁକ୍ତଙ୍କୁ ନେଇ ସିନରିକ୍ରିଏସନ କଲା ପୋଲିସ, ୧୯ ଲକ୍ଷରୁ ଅଧିକ ଟଙ୍କାର ଡକାୟତି କରିଥିବା ସୂଚନା

କୋଶଳା ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ୨ ଦିନ ହେଲା ଥିଲା ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ସଂରକ୍ଷିତ ଜଙ୍ଗଲ ତାରିଣୀ ମନ୍ଦିର ନିକଟରୁ ନିଖୋଜ ଯୁବକଙ୍କ ସନ୍ଦେହଜନକ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ କୋଶଳା ଗ୍ରାମର ପ୍ରଦ୍ୟୁମ୍ନ କୁମାର ରାଉଳ (୪୨)। ସୂଚନା ମୁତାବକ, ୨…

Continue Readingକୋଶଳା ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ୨ ଦିନ ହେଲା ଥିଲା ନିଖୋଜ