ଭାଙ୍ଗିଲା ଆଉଁଳି ମୁଖ୍ୟ କେନାଲ ବନ୍ଧ: କର୍ଣ୍ଣପାଳ ଗାଁରେ ପଶିଲା ପାଣି, ଚାଷ ପ୍ରଭାବିତ
ଅନୁଗୁଳ: କେନାଲରେ ଘାଇ ସୃଷ୍ଟି ହୋଇ ଜଳମଗ୍ନ ହୋଇଛି ଏକର ଏକର ପରିବା ଚାଷ ଓ ଧାନ ଜମି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆଉଁଳି ମୁଖ୍ୟ କେନାଲର କର୍ଣ୍ଣପାଳ ଗାଁ ନିକଟରେ ମୁଖ୍ୟ କେନାଲ ଭୁଶୁଡ଼ି ପଡିଛି। ୨୦ ଫୁଟର ଘାଇ…




