ଓଏଏସ୍ ହେଲେ ସରିତା ସୁଚରିତା: ୩୭୯ ରାଙ୍କ ରଖି ବଢ଼ାଇଲେ ଅନୁଗୁଳର ଗୌରବ
ଅନୁଗୁଳ: ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ହୋଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୭୯ ରାଙ୍କ ରଖି ଅନୁଗୁଳର ଗୌରବ ବଢ଼ାଇଛନ୍ତି ସରିତା ସୁଚରିତା। ଛେଣ୍ଡିପଦା ବ୍ଲକ୍ ବାଗେଡ଼ିଆ ନିକଟସ୍ଥ ବରନାଳୀ ଗାଁର ଟଙ୍କଧର ସାହୁ ଓ ଦେବକୀ ସାହୁଙ୍କ ସାନ…




