୪ ମାସ ପରେ ଛେଣ୍ଡିପଦା ପୋଲିସକୁ ସଫଳତା: ୨ ଚୋରି ମୋଟର ସାଇକେଲ ଉଦ୍ଧାର, ୪ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ପୋଲିସ ବୁଧବାର ୨ଟି ଚୋରି ମୋଟର ସାଇକେଲ ଉଦ୍ଧାର କରିବା ସହିତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, କମ୍ପସଲା ଗ୍ରାମର ଅଶ୍ୱିନୀ କୁମାର ସାହୁଙ୍କ ପରିବାର ଲୋକେ…

Continue Reading୪ ମାସ ପରେ ଛେଣ୍ଡିପଦା ପୋଲିସକୁ ସଫଳତା: ୨ ଚୋରି ମୋଟର ସାଇକେଲ ଉଦ୍ଧାର, ୪ ଗିରଫ

ବିଜେପି ପକ୍ଷରୁ ନାରୀ ଶକ୍ତି ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର କୁକୁଡ଼ାଙ୍ଗ ମଣ୍ଡଳ ବିଜେପି ପକ୍ଷରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ମହିଳା ମୋର୍ଚ୍ଚାର ସଦସ୍ୟା ମାନଙ୍କୁ ନେଇ ନାରୀ ଶକ୍ତି ବନ୍ଦନା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା…

Continue Readingବିଜେପି ପକ୍ଷରୁ ନାରୀ ଶକ୍ତି ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଜେଡିର ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା: ପୁଣି ଛେଣ୍ଡିପଦାରୁ ସୁଶାନ୍ତ ଓ ପାଳଲହଡାରୁ ମୁକେଶ

ଅନୁଗୁଳ: ସବୁ କଳ୍ପନାଜଳ୍ପନା ଓ ଅପେକ୍ଷାର ଅନ୍ତ ଘଟାଇ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଜନ…

Continue Readingବିଜେଡିର ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା: ପୁଣି ଛେଣ୍ଡିପଦାରୁ ସୁଶାନ୍ତ ଓ ପାଳଲହଡାରୁ ମୁକେଶ

ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର ଓ ବୃଦ୍ଧାଶ୍ରମରେ ବସ୍ତ୍ର ବଣ୍ଟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ୫୫ ତମ ଜନ୍ମ ଦିନ ଅବସରରେ ଆଜି ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରରେ ବିଜୁ ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର…

Continue Readingଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର ଓ ବୃଦ୍ଧାଶ୍ରମରେ ବସ୍ତ୍ର ବଣ୍ଟନ

ଗଛରେ ପିଟିହେଲା କାର୍, ଚାଳକ ଗୁରୁତର

ଅନୁଗୁଳ: ଆଜି ଅପରାହ୍ନରେ ଜିନ୍ଦଲ ରୋଡର କଂକ୍ରେଇ ନିକଟରେ ଏକ କାର ଅନୁଗୁଳ ପଟୁ ଛେଣ୍ଡିପଦା ନିକଟସ୍ଥ କରଡ଼ାବହାଳ ଗାଁ କୁ ଯାଉଥିବା ସମୟରେ ନିୟନ୍ତ୍ରଣ ହରାଇ ଗୋଟିଏ ଗଛରେ ପିଟି ହୋଇଯାଇଥିଲା ।ଫଳରେ କାର ଚାଳକ ତାପସ ପ୍ରଧାନ ଗୁରୁତର…

Continue Readingଗଛରେ ପିଟିହେଲା କାର୍, ଚାଳକ ଗୁରୁତର

ବାହାଘର ଭୋଜିକୁ ଯିବା ହେଲା କାଳ! ବାଇକ ଗଛରେ ପିଟି ହୋଇ ଜଣେ ମୃତ, ଜଣେ ଗୁରୁତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଗଡମଣ୍ଡଳଠାରେ ଭାରସାମ୍ୟ ହରାଇ ଏକ ବାଇକ ଗଛରେ ପିଟି ହୋଇଯିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ପାତ୍ରପଡ଼ା ଗ୍ରାମର ଗିରିଶ ବାରିକ ଓ ଆହତ ହେଲେ…

Continue Readingବାହାଘର ଭୋଜିକୁ ଯିବା ହେଲା କାଳ! ବାଇକ ଗଛରେ ପିଟି ହୋଇ ଜଣେ ମୃତ, ଜଣେ ଗୁରୁତର

କଙ୍କରେଇରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିମନ୍ତେ ଭୂମି ପୂଜନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ବ୍ଲକ କଙ୍କରେଇ ଗ୍ରାମ ସୁଭଦ୍ରା କୋଇଲା ଖଣି ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ସୋମବାର ଭୂମି ପୂଜନ ହୋଇଛି। ଭୂମିପୂଜନ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା…

Continue Readingକଙ୍କରେଇରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିମନ୍ତେ ଭୂମି ପୂଜନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦଶମ ତୁକୁଡା ପ୍ରିମିୟର ଲିଗ୍ ଉଦଯାପିତ: ରୁଦ୍ର ୱାରିଆରସକୁ ହରାଇ ଫ୍ରେଣ୍ଡସ କ୍ଲବ୍ ଚାମ୍ପିଅନ

ଛେଣ୍ଡିପଦା : ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ତୁକୁଡ଼ା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ୧୦ମ ତୁକୁଡା ପ୍ରିମିୟର ଲିଗ୍ ଉଦଯାପିତ ହୋଇଛି। ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଫ୍ରେଣ୍ଡସ କ୍ଲବ୍ ଓ ରୁଦ୍ର…

Continue Readingଦଶମ ତୁକୁଡା ପ୍ରିମିୟର ଲିଗ୍ ଉଦଯାପିତ: ରୁଦ୍ର ୱାରିଆରସକୁ ହରାଇ ଫ୍ରେଣ୍ଡସ କ୍ଲବ୍ ଚାମ୍ପିଅନ

ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ବାଳକୃଷ୍ଣ ପ୍ରଧାନଙ୍କ ପରଲୋକ, ଦୀର୍ଘ ଦିନ ହେଲା ଥିଲେ ଶଯ୍ୟାଶାୟୀ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକର ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ବାଳକୃଷ୍ଣ ପ୍ରଧାନଙ୍କର ଗୁରୁବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ସ୍ବର୍ଗତ ବାଲକୃଷ୍ଣ ପ୍ରଧାନ ୧୯୩୦ ମସିହାରେ ଛେଣ୍ଡିପଦା ବ୍ଳକ ନୂଆଗାଁରେ ଜନ୍ମ ଗ୍ରହଣ କରିଥିଲେ। ସେ…

Continue Readingବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ବାଳକୃଷ୍ଣ ପ୍ରଧାନଙ୍କ ପରଲୋକ, ଦୀର୍ଘ ଦିନ ହେଲା ଥିଲେ ଶଯ୍ୟାଶାୟୀ

ସରିଲା ସାପୋଇନାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ: କପ୍ ହାତେଇଲା ଖମାର ସ୍ପୋର୍ଟ୍ସ କ୍ଳବ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସପୋଇଲନାଲି ଠାରେ ଥିବା ଶିମିଳିପାଳ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ସୋମବାର ସପୋଇନାଳି କ୍ରିକେଟ କପ୍ ଉଦଯାପିତ ହୋଇଛି। ଏଥିରେ ୮ ଟିମ୍ ଭାଗ ନେଇଥିଲେ। ଟୁର୍ଣ୍ଣାମେଣ୍ଟରେ ଟେବୁଡୁ କ୍ରିକେଟ କ୍ଳବ, ଖମାର ସ୍ପୋର୍ଟ୍ସ…

Continue Readingସରିଲା ସାପୋଇନାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ: କପ୍ ହାତେଇଲା ଖମାର ସ୍ପୋର୍ଟ୍ସ କ୍ଳବ