ହାଇୱା ଧକ୍କାରେ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଦେଇ ଯାଇଥିବା ୬୩ ନଂ ରାଜ୍ୟ ରାଜପଥର କଙ୍କରେଇ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପୋଲ ଠାରେ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ନାଣ୍ଡିଛୋଡ ଗୋପୀବଲ୍ଳଭପୁରର ଧୋବେଇ ଗଡ଼ନାୟକଙ୍କ…

Continue Readingହାଇୱା ଧକ୍କାରେ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବାଗେଡ଼ିଆ ଠାରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ସମାରୋହରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଗେଡ଼ିଆ/ଅନୁଗୁଳ: ରବିବାର ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଠାରେ ‘ବାଗେଡିଆ କ୍ରିକେଟ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଉଦଯାପନୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି। ଏ ଅବସରରେ…

Continue Readingବାଗେଡ଼ିଆ ଠାରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ସମାରୋହରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଚୋରା କୋଇଲା ବୋଝେଇ ପିକଅପ ଭ୍ୟାନ୍ ଜବତ, ଚାଳକ ଓ ସହଯୋଗୀ ଫେରାର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ କାଳିଆକଟା ଜଙ୍ଗଲ ରାସ୍ତାରେ ରବିବାର ରାତିରେ ଚଢ଼ାଉ କରି ଚୋରା କୋଇଲା ବୋଝେଇ ଏକ ପିକଅପ ଭ୍ୟାନକୁ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ନିଶା ଶିଳ୍ପାଞ୍ଚଳ ଥାନା ପକ୍ଷରୁ କାଳିଆକଟା…

Continue Readingଚୋରା କୋଇଲା ବୋଝେଇ ପିକଅପ ଭ୍ୟାନ୍ ଜବତ, ଚାଳକ ଓ ସହଯୋଗୀ ଫେରାର

୫ ଫୁଟିଆ ଅଜଗର ଉଦ୍ଧାର, ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଲେ ବନ କର୍ମଚାରୀ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳର ଖଙ୍ଗୁରିଆ ଗ୍ରାମ ନିକଟସ୍ଥ ରାସ୍ତାରୁ ମଙ୍ଗଳବାର ଏକ ୬ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଖଙ୍ଗୁରିଆ ଗ୍ରାମ ନିକଟରେ ରାସ୍ତା ଉପରେ ଏକ ଅଜଗର ସାପ ଶୋଇଥିବା ଗ୍ରାମର…

Continue Reading୫ ଫୁଟିଆ ଅଜଗର ଉଦ୍ଧାର, ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଲେ ବନ କର୍ମଚାରୀ
Read more about the article ଭିଜିଲାନ୍ସ କୋର୍ଟ ଦ୍ଵାରା ବାପୁଜୀ କଲେଜ୍ କର୍ମଚାରୀ ଦଣ୍ଡିତ
Law Judge Gavel And Legality Symbol

ଭିଜିଲାନ୍ସ କୋର୍ଟ ଦ୍ଵାରା ବାପୁଜୀ କଲେଜ୍ କର୍ମଚାରୀ ଦଣ୍ଡିତ

ଅନୁଗୁଳ: ଅନୁଗୁଳ ଭିଜିଲାନ୍ସ ସ୍ପେସାଲ ଜଜ୍‌ଙ୍କ ଦ୍ଵାରା ଛେଣ୍ଡିପଦା ବାପୁଜୀ କଲେଜ୍‌ ଜଣେ ଡେମନଷ୍ଟ୍ରେଟର (ଫିଜିକ୍ସ) ମାନସ ସାହୁ ଆଜି ଦଣ୍ଡିତ ହୋଇଛନ୍ତି। ପିସି ଆକ୍ଟ୍‌ ୧୯୮୮ ଆଧାରରେ ତାଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା…

Continue Readingଭିଜିଲାନ୍ସ କୋର୍ଟ ଦ୍ଵାରା ବାପୁଜୀ କଲେଜ୍ କର୍ମଚାରୀ ଦଣ୍ଡିତ

ଛେଣ୍ଡିପଦାରେ ମିଳିତ ଜନ ଶୁଣାଣି ଶିବିର: ମୋଟ ୧୦୨ଟି ଅଭିଯୋଗରୁ ୨୧ଟିର ହେଲା ତୁରନ୍ତ ଫଇସଲା

ଅନୁଗୁଳ: ଆଜି ପୂର୍ବାହ୍ନରେ ଛେଣ୍ଡିପଦା ବ୍ଲକ ଅଫିସଠାରେ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ। ଦାଖଲ ହୋଇଥିବା ମୋଟ ୧୦୨ଟି…

Continue Readingଛେଣ୍ଡିପଦାରେ ମିଳିତ ଜନ ଶୁଣାଣି ଶିବିର: ମୋଟ ୧୦୨ଟି ଅଭିଯୋଗରୁ ୨୧ଟିର ହେଲା ତୁରନ୍ତ ଫଇସଲା

ଆଦିବାସୀ ମାରଣ ନୀତିକୁ ବିରୋଧ, ତହସିଲ ଘେରିଲେ ଆଦିବାସୀ ସହର ସମାଜ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଆଦିବାସୀ ସହର ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ମାରଣ ନୀତି ବିରୋଧରେ ୭ ଦଫା ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଦିବାସୀ ସମ୍ପ୍ରଦାୟ ସହର ସମାଜର ସଭାପତି କାର୍ତ୍ତିକା ବୋଇତା…

Continue Readingଆଦିବାସୀ ମାରଣ ନୀତିକୁ ବିରୋଧ, ତହସିଲ ଘେରିଲେ ଆଦିବାସୀ ସହର ସମାଜ

ଘରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମରୁ ସୋମବାର ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସେହି ଗାଁର ମୁଙ୍ଗି ଓରଫ କାଳିଆ ପ୍ରଧାନ। ସୂଚନା ମୁତାବକ, ଗତ ୭ ତାରିଖ ଦିନ…

Continue Readingଘରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଛେଣ୍ଡିପଦା ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ଶିବିର: ୩୨୨ ଜଣ ଶ୍ରମିକଙ୍କୁ ୧.୭୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ

ଅନୁଗୁଳ: ଆଜି ପୂର୍ବାହ୍ନରେ ଛେଣ୍ଡିପଦା ବ୍ଲକ କୋଶଳା କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ବଣ୍ଟନ ଶିବିର ଆୟୋଜିତ ହୋଇଛି। ଶିବିରରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ…

Continue Readingଛେଣ୍ଡିପଦା ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ଶିବିର: ୩୨୨ ଜଣ ଶ୍ରମିକଙ୍କୁ ୧.୭୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ

ବିଶ୍ରାମ ନେବା ବେଳେ ଗଛରୁ ଶୁଖିଲା କାଠ ପଡ଼ି ଯୁବକ ଗୁରୁତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଖୁଣ୍ଟାନାଳି ଗ୍ରାମରେ ଗଛରୁ ଶୁଖିଲା କାଠ ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଖୁଣ୍ଟାନାଳି ଗ୍ରାମର କାଳିଆ ସାହୁ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, କାଳିଆ ସାହୁ ଗୁରୁବାର ମଧ୍ୟାହ୍ନରେ ଶ୍ରମିକଙ୍କୁ…

Continue Readingବିଶ୍ରାମ ନେବା ବେଳେ ଗଛରୁ ଶୁଖିଲା କାଠ ପଡ଼ି ଯୁବକ ଗୁରୁତର