ବୋନସ୍ ଦାବିରେ ରେଳବାଇ କର୍ମଚାରୀଙ୍କ ବିକ୍ଷୋଭ
ଅନୁଗୁଳ: ପୂଜା ଋତୁରେ ବୋନସ୍ ନମିଳିବାରୁ କ୍ଷୁବ୍ଧ ହୋଇଛନ୍ତି ରେଳବାଇ କର୍ମଚାରୀ। ସେଥିପାଇଁ ଅନୁଗୁଳ ରେଳବାଇ କର୍ମଚାରୀମାନେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହାମାରୀ ସମୟରେ କର୍ମଚାରୀମାନେ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସର୍ବନିମ୍ନ ସୁବିଧା ମିଳୁନଥିବା ଅଭିଯୋଗ…