କ୍ଷତିଗ୍ରସ୍ତ ପ୍ରଜା ସଂଘ, ଜେଏସପିଏଲ୍ ଓ ଜିଲ୍ଲା ପ୍ରଶାସନର ବୈଠକ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜେଏସପିଏଲ୍ ଦ୍ବାରା ଜମି ହରାଇଥିବା ଜରଡା ଗ୍ରାମବାସୀମାନଙ୍କର ବହୁବିଧ ସମସ୍ୟା ନେଇ ଶୁକ୍ରବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜରଡା ଗ୍ରାମବାସୀ ଓ ଜେଏସପିଏଲ୍ ସହିତ ତ୍ରିପାକ୍ଷିକ ଆଲୋଚନା ଜିଲ୍ଳା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜେଏସପିଏଲ୍ କ୍ଷତିଗ୍ରସ୍ତ…
