ବିଭିନ୍ନ ଦାବି ପୂରଣ ପାଇଁ କଳା ବ୍ୟାଜ୍ ପିନ୍ଧି ବିକ୍ଷୋଭରେ ବସିଛନ୍ତି କଣିହାଁ ବ୍ଲକ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ବିଭିନ୍ନ ଦାବି ପୂରଣ ଦିଗରେ ରାଜ୍ୟ ସରକାର ଟାଳଟୂଳ ନୀତି ଗ୍ରହଣ କରୁଛନ୍ତି ଅଭିଯୋଗ କରି କଳା ବ୍ୟାଜ୍ ପିନ୍ଧିଛନ୍ତି…