ଶିକ୍ଷକଙ୍କ ସନ୍ଦେହ ଜନକ ମୃତ୍ୟୁ: ଗତକାଲି ପ୍ରଶିକ୍ଷଣ ପାଇଁ ଯାଇଥିଲେ, ଆଜି ମିଳିଲା ଶବ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବାଲିପଶି ପଞ୍ଚାୟତ ବରପଦା ହାଟ ଛକରେବଥିବା ବସ୍ ଷ୍ଟାଣ୍ଡ ଘରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଶିକ୍ଷକ ହେଲେ ସୋମନାଥ ସାହୁ। ସୂଚନା ଅନୁଯାୟୀ, ବାଲିପଶି ପଞ୍ଚାୟତ ଅନ୍ଧାରି ଗାଁର ସୋମନାଥ ସାହୁ…

Continue Readingଶିକ୍ଷକଙ୍କ ସନ୍ଦେହ ଜନକ ମୃତ୍ୟୁ: ଗତକାଲି ପ୍ରଶିକ୍ଷଣ ପାଇଁ ଯାଇଥିଲେ, ଆଜି ମିଳିଲା ଶବ

ଦ୍ୱିତୀୟ ଗେଟ୍ ଖୋଲିଲା ରେଙ୍ଗାଳି ଡ୍ୟାମ୍, ନିଷ୍କାସିତ ହେଉଛି ୩୧୬୨.୮୬ ଘନ ମିଟର ବନ୍ୟା ଜଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ ରବିବାର ଦିନ ୧୧ ଟାରେ ଖୋଲାଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଳି ଡ୍ୟାମ ଜଳଭଣ୍ଡାରରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଣୁ ୫…

Continue Readingଦ୍ୱିତୀୟ ଗେଟ୍ ଖୋଲିଲା ରେଙ୍ଗାଳି ଡ୍ୟାମ୍, ନିଷ୍କାସିତ ହେଉଛି ୩୧୬୨.୮୬ ଘନ ମିଟର ବନ୍ୟା ଜଳ

ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ: ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଗୁଣ୍ଡୁରୀଠାରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ -୨୦୨୫ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭାଗ ଅଧିକାରୀମାନେ ଦୈନନ୍ଦିନ ଜୀବନରେ ହେଉଥିବା ବିଦ୍ୟୁତ ଆଘାତଜନିତ…

Continue Readingଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ: ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଦିବ୍ୟାଙ୍ଗ ନାତୁଣୀକୁ ଅସଦାଚରଣ ଅଭିଯୋଗ, ଦୂର ସମ୍ପର୍କୀୟ ଅଜା ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ମାଆ ଥାନାରେ ଅଭିଯୋଗ କରିଥିବା ବେଳେ ସୋମବାର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଏନଟିପିସି…

Continue Readingଦିବ୍ୟାଙ୍ଗ ନାତୁଣୀକୁ ଅସଦାଚରଣ ଅଭିଯୋଗ, ଦୂର ସମ୍ପର୍କୀୟ ଅଜା ଗିରଫ

କାରଣ ନ ଦର୍ଶାଇ ୯୪ ଶ୍ରମିକକୁ ଛଟେଇ କରିଛି ଆଦିତ୍ୟ ବିର୍ଲା କମ୍ପାନୀ, ସମାଧାନ ନ କଲେ ଧାରଣା ଚେତାବନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରେ କୋଇଲା ଉତ୍ତୋଳନ କରୁଥିବା ୯୪ ଜଣ ଶ୍ରମିକଙ୍କୁ ଆଦିତ୍ୟ ବିର୍ଲା କମ୍ପାନୀ ବାଧ୍ୟତାମୂଳକ କାର୍ଯ୍ୟରୁ ହଟାଇ ଦେଇଛି। ଫଳରେ ସେମାନଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସେମାନଙ୍କ ସମସ୍ୟାର ଦୂରୀକରଣ ନ…

Continue Readingକାରଣ ନ ଦର୍ଶାଇ ୯୪ ଶ୍ରମିକକୁ ଛଟେଇ କରିଛି ଆଦିତ୍ୟ ବିର୍ଲା କମ୍ପାନୀ, ସମାଧାନ ନ କଲେ ଧାରଣା ଚେତାବନୀ

ଏମସିଏଲ ପକ୍ଷରୁ ରକ୍ତଦାନ ଶିବିର, ୫୯ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମସିଏଲ କଣିହାଁ କୋଇଲା କ୍ଷେତ୍ର ପକ୍ଷରୁ ସ୍ଥାନୀୟ ଟାଇମିଂ ଅଫିସ ନିକଟସ୍ଥ ବିଶ୍ରାମ କକ୍ଷ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ରକ୍ତ ଭଣ୍ଡାରର କର୍ମଚାରୀ ୫୯ ୟୁନିଟ୍ ରକ୍ତ ସଂଗୃହୀତ…

Continue Readingଏମସିଏଲ ପକ୍ଷରୁ ରକ୍ତଦାନ ଶିବିର, ୫୯ ୟୁନିଟ୍ ରକ୍ତ ସଂଗୃହୀତ

କଣିହାଁରୁ ବାଲିପଶି ଯାଏଁ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ଦାବି: ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ମହକୁମା ଠାରୁ ବାଲିପଶି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ସେବା ଦାବିରେ ନାରୀ ନିର୍ଯାତନା ବିରୋଧୀ ଗଣ କମିଟି ପକ୍ଷରୁ କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଝରାବେରେଣୀ, ଖଜୁରିଆ, ସାପକଟା, ଅନ୍ଧାରୀ,…

Continue Readingକଣିହାଁରୁ ବାଲିପଶି ଯାଏଁ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ଦାବି: ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ପାଟ୍ରୋଲିଂ ବେଳେ ଶିକାରୀ ଚମ୍ପଟ: ବାଇକ ସହିତ ଦୁଇ ଛୁରୀ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ଅନ୍ତର୍ଗତ କଣିହାଁ-୨ ରେଙ୍ଗାଳି ଫରେଷ୍ଟ ବିଟରେ ପାଟ୍ରୋଲିଂ ବେଳେ ଶିକାର କରିବାକୁ ଯୋଜନା କରୁଥିବା ଯୁବକକୁ ମାଡ଼ି ବସିଥିଲେ ବନ କର୍ମଚାରୀ। କିନ୍ତୁ ସେମାନେ ସୁଯୋଗ ଦେଖି ଖସି ପଳାଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରୁ…

Continue Readingପାଟ୍ରୋଲିଂ ବେଳେ ଶିକାରୀ ଚମ୍ପଟ: ବାଇକ ସହିତ ଦୁଇ ଛୁରୀ ଜବତ

ଆକ୍ସନରେ ପ୍ରଶାସନ! ବାଲି ଚୋରାଚାଲାଣ ବେଳେ ଟ୍ରାକ୍ଟର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଶୁଶୁବା ନଦୀ ଘାଟରୁ ବେଆଇନ୍ ବାଲି ଚୋରାଚାଲାଣ ବେଳେ ଏକ ଟ୍ରାକ୍ଟର ଜବତ ହୋଇଛି। ରବିବାର ଭୋରୁ କଣିହାଁ ତହସିଲଦାର ଓ ତାଳଚେର ଖଣି ବିଭାଗ ମିଳିତ ଚଢ଼ଉ କରି…

Continue Readingଆକ୍ସନରେ ପ୍ରଶାସନ! ବାଲି ଚୋରାଚାଲାଣ ବେଳେ ଟ୍ରାକ୍ଟର ଜବତ

ଯୁବକଙ୍କୁ ଗଳା କାଟି ହତ୍ୟା, ୭ ମାସ ହେଲାଣି ଅଭିଯୁକ୍ତ ଦେଉଥିଲା ଧମକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ମସୁଣିହତା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଛି। ମୃତକ ହେଲେ ମସୁଣିହତା ଗ୍ରାମର ବାବାଜୀ ନାଏକ(୨୫)। କାକୁଡ଼ିଆ ଗ୍ରାମର ବିଭୂତି ନାଏକ(୩୫) ତାଙ୍କୁ ହତ୍ୟା କରିଥିବା ନେଇ…

Continue Readingଯୁବକଙ୍କୁ ଗଳା କାଟି ହତ୍ୟା, ୭ ମାସ ହେଲାଣି ଅଭିଯୁକ୍ତ ଦେଉଥିଲା ଧମକ