କଣିହାଁରେ ଯୀଶୁଙ୍କ ତୃତୀୟ ବାର୍ଷିକ ଅନୁଗ୍ରହ ଉତ୍ସବ
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକସ୍ଥିତ ପୁରୁଣା ହାଟପଡିଆ ଗାନ୍ଧୀ ଛକରେ ଚଳିତ ମାସ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଯୀଶୁ ଖ୍ରୀଷ୍ଟଙ୍କ ତୃତୀୟ ଅନୁଗ୍ରହ ମହୋତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜାମସେଦପୁରର ଯୀଶୁଙ୍କ…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକସ୍ଥିତ ପୁରୁଣା ହାଟପଡିଆ ଗାନ୍ଧୀ ଛକରେ ଚଳିତ ମାସ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଯୀଶୁ ଖ୍ରୀଷ୍ଟଙ୍କ ତୃତୀୟ ଅନୁଗ୍ରହ ମହୋତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜାମସେଦପୁରର ଯୀଶୁଙ୍କ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଆଞ୍ଚଳିକ ବିଦ୍ୟାର୍ଥୀ କଲ୍ୟାଣ ପରିଷଦ (ବିଜିଗୋଳ)ର ଏକ ବୈଠକ ଶନିବାର କାଣ୍ଡସର ସରକାରୀ ଉ. ପ୍ରା. ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ପରିଷଦର ସଭାପତି ବେଣୁଧର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଡେରଙ୍ଗ ଗ୍ରାମ ମନ୍ଦିର ନିକଟସ୍ଥ ସଭାଗୃହରେ ରବିବାର ପୂର୍ବାହ୍ନରେ ଗ୍ରାମ୍ୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଗ୍ରାମର ବରିଷ୍ଠ ସଦସ୍ୟ ପୁରୁଷୋତ୍ତମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ନୂତନ ସଭାପତି ଭାବେ…
ଅନୁଗୁଳ: ପରକୀୟା ପ୍ରୀତି ପାଇଁ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିବା ସ୍ତ୍ରୀକୁ ବାନ୍ଧିଲା ପୋଲିସ। ଏଥିସହ ଅଭିଯୁକ୍ତ ପ୍ରେମିକକୁ ମଧ୍ୟ କଣିହାଁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଦ୍ବୟ ହେଲେ ଅନୁଗୁଳ ସଦର…
ଅନୁଗୁଳ: ଜମି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଛନ୍ତି ପଡ଼ୋଶୀ। ପଡୋଶୀଙ୍କ ଚୋଟରେ କୀର୍ତ୍ତନ ସେଠୀ(୪୫) ଗୁରୁତର ହୋଇଛନ୍ତି। ଅନୁଗୁଳ ଜିଲ୍ଲା କଣିହାଁ ଥାନା ଇଲାକା କଂସମୁଣ୍ଡା ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଶନିବାର ଜଣେ ଯୁବକକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ନାଲମ ଗ୍ରାମର କାର୍ତ୍ତିକା ଗୋଚ୍ଛାୟତ(୨୭)। ସୂଚନା ମୁତାବକ, ପୀଡ଼ିତା ଯୁବତୀଙ୍କ ବାପା, ମା' ଘରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ପବିତ୍ରମୋହନ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି - ୨୦୨୪ ଆୟୋଜିତ ହୋଇଛି। କଣିହାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ଏନଟିପିସି ତାଳଚେର କଣିହାଁ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ୨୦୨୪-୨୫ ବର୍ଷର ପ୍ରଥମ ବିଦ୍ୟାଳୟ ମ୍ୟାନେଜମେଣ୍ଟ କମିଟି ବୈଠକ ଚେୟାରମ୍ୟାନ (ନୋମିନି ) ଭି ପ୍ରେମ କୁମାରଙ୍କ ଜରିଆରେ ବିଦ୍ୟାଳୟର ଅଧ୍ୟକ୍ଷ କ୍ରିଷ୍ଣା କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। କମିଟିର ମେମ୍ବର…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ବ୍ଲକ ସ୍ତରୀୟ କବାଡି ଓ ଖୋ ଖୋ ପ୍ରତିଯୋଗିତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଲଲହଡ଼ା ବିଧାୟକ ଅଶୋକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବୁଲି ଲୋକଙ୍କୁ ସଚେତନ କରୁଛି ସୁଭଦ୍ରା ସଚେତନତା ରଥ। ରବିବାର ଏହି ରଥ କଣିହାଁ ବ୍ଲକର କଣିହାଁ, ଡେରଙ୍ଗ, କାକୁଡ଼ିଆ, ବଡଗୁଣ୍ଡୁରୀ, ହନୁମାନପୁର, ଦଳକ, ତାଳପଦା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ ଗ୍ରାମରେ ସଚେତନତା ବାର୍ତ୍ତା ଦେଇଥିଲେ।…