ଗାଧୋଇବାକୁ ଯାଇ ୩ ଦିନ ହେଲା ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ଥାନା ଦଲକ ପଞ୍ଚାୟତ ଦୁର୍ଗାପୁର ଗ୍ରାମର ନଦୀ କୂଳରୁ ଏକ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସିଲିଂ ଗ୍ରାମର କଇରୁ ଦେହୁରୀ (୬୦)। ପୋଲିସ ସୂଚନା ମୁତାବକ, ଗତ ରବିବାର…

Continue Readingଗାଧୋଇବାକୁ ଯାଇ ୩ ଦିନ ହେଲା ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

୩୮୩ ଭୋଟରେ ଜିତି କର୍ଣ୍ଣପାଳ ସରପଞ୍ଚ ହେଲେ ବିଜେପି ପ୍ରାର୍ଥୀ ହୃଷିକେଶ ସାମଲ, ଛୁଟୁଛି ଶୁଭେଚ୍ଛାର ସୁଅ

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର କର୍ଣ୍ଣପାଳ ପଞ୍ଚାୟତର ସରପଞ୍ଚ ଭାବେ ବିଜେପି ସମର୍ଥିତ ପ୍ରାର୍ଥୀ ହୃଷିକେଶ ସାମଲ ବିଜୟୀ ହୋଇଛନ୍ତି। ହୃଷିକେଶ ୧୫୫୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଜେଡି ଓ କଂଗ୍ରେସ ମିଳିତ…

Continue Reading୩୮୩ ଭୋଟରେ ଜିତି କର୍ଣ୍ଣପାଳ ସରପଞ୍ଚ ହେଲେ ବିଜେପି ପ୍ରାର୍ଥୀ ହୃଷିକେଶ ସାମଲ, ଛୁଟୁଛି ଶୁଭେଚ୍ଛାର ସୁଅ

କଣିହାଁ ଅଞ୍ଚଳରେ ନାବାଳିକାକୁ ଅପହରଣ, ଥାନାରେ ମାମଲା

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଇଲାକାରୁ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ଅପହୃତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପାଇ ପୋଲିସ ସୋମବାର ପୋକସୋ, ଅପହରଣ ଭଳି ସଙ୍ଗୀନ ଦଫା ଲଗାଇ…

Continue Readingକଣିହାଁ ଅଞ୍ଚଳରେ ନାବାଳିକାକୁ ଅପହରଣ, ଥାନାରେ ମାମଲା

ଘରେ ପଶି ସୁନାଗହଣା, ଟଙ୍କା, ମୋବାଇଲ୍ ଫୋନ୍ ଲୁଟ୍

କଣିହାଁ: ଅନୁଗୁଳ ଜିଲ୍ଲା ସମଲ ଥାନା ଏକଘରିଆ ଗାଁର ହେମନ୍ତ ଦେବତା (୫୬)ଙ୍କ ଘରେ ବୁଧବାର ରାତିରେ ଦୁର୍ବୃତ୍ତମାନେ ପଶି ସୁନାଗହଣା, ଟଙ୍କା ଓ ମୋବାଇଲ୍ ଫୋନ୍ ଚୋରାଇ ନେଇଛନ୍ତି। ଥାନାରେ ଅଭିଯୋଗ ପରେ ଘଟଣା ସଂପର୍କରେ ପୋଲିସ ଛାନ୍‌ଭିନ୍ ଚଳାଇଛି।…

Continue Readingଘରେ ପଶି ସୁନାଗହଣା, ଟଙ୍କା, ମୋବାଇଲ୍ ଫୋନ୍ ଲୁଟ୍

ପ୍ରେମ ନିବେଦନ ନ ଗ୍ରହଣ କରିବାରୁ ଅନ୍ତରଙ୍ଗ ଫଟୋ ଉତ୍ତୋଳନ କରି ବ୍ଲାକମେଲିଂ, ଅଭିଯୁକ୍ତ ଗିରଫ

ଅନୁଗୁଳ: ପ୍ରେମ ନିବେଦନ ନ ଗ୍ରହଣ କରିବାରୁ ଅନ୍ତରଙ୍ଗ ଫଟୋ ଉତ୍ତୋଳନ କରି ବ୍ଲାକମେଲିଂ ଓ ଫଟୋ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ। ଅନୁଗୁଳ ସହର ଉପକଣ୍ଠରେ ଭଡ଼ା ଘରେ ରହୁଥିବା ଜଣେ କଲେଜ…

Continue Readingପ୍ରେମ ନିବେଦନ ନ ଗ୍ରହଣ କରିବାରୁ ଅନ୍ତରଙ୍ଗ ଫଟୋ ଉତ୍ତୋଳନ କରି ବ୍ଲାକମେଲିଂ, ଅଭିଯୁକ୍ତ ଗିରଫ

କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସୁଲେଇପାଳ ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଗୁଣ୍ଡୁରିରେ ଆୟୋଜିତ ଦିନିକିଆ ଟୁର୍ଣ୍ଣାମେଣ୍ଟରେ ସୁଲେଇପାଳର ବଲିଟୁ ୱାରିଅର ଚାମ୍ପିୟନ ହୋଇଛି। ପ୍ରଥମ ଲିଗ୍ ମ୍ୟାଚ ସୁଲେଇପାଳ ଓ ମଶୁଣିହତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସୁଲେଇପାଳ ପ୍ରଥମେ ବ୍ୟାଟିଂ କରି ୫ ଓଭରରେ ୬୫…

Continue Readingକ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସୁଲେଇପାଳ ଚାମ୍ପିୟନ

ମିସନ୍ ଶକ୍ତି ଗୃହ ଉଦ୍‌ଘାଟିତ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ କାକୁଡ଼ିଆ ପଞ୍ଚାୟତ କାକୁଡ଼ିଆ ଗାଁରେ ମଙ୍ଗଳବାର ମିସନ୍ ଶକ୍ତି ଗୃହ ଉଦ୍‌ଘାଟିତ ହୋଇଯାଆଛି। ପାଳଲହଡ଼ା ବିଧାୟକ ମୁକେଶ ପାଳ ମୁଖ୍ୟ ଅତିଥି ଏବଂ କଣିହାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷ ଜୟନ୍ତୀ…

Continue Readingମିସନ୍ ଶକ୍ତି ଗୃହ ଉଦ୍‌ଘାଟିତ

ନିଶା କାରବାରର ହବ୍ ପାଲଟିଛି ଅନୁଗୁଳ! ବିପୁଳ ମାତ୍ରାରେ କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ, ୫ ଗିରଫ

ଅନୁଗୁଳ: ସ୍ଥାନୀୟ କଣିହାଁ ବ୍ଲକ ସମଲ ପୋଲିସ ସୋମବାର ବିପୁଳ ମାତ୍ରାରେ କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ କରିଛି। କଫ୍ ସିରପ୍ ଜବତ ଘଟଣାରେ ପୋଲିସ ୨ ଜଣଙ୍କୁ ଓ ବ୍ରାଉନ୍ ସୁଗାର ଜବତ ଘଟଣାରେ ୩ଜଣଙ୍କୁ ଗିରଫ…

Continue Readingନିଶା କାରବାରର ହବ୍ ପାଲଟିଛି ଅନୁଗୁଳ! ବିପୁଳ ମାତ୍ରାରେ କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ, ୫ ଗିରଫ

ବ୍ୟାରେଜକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ତୁରନ୍ତ ଗେଟ୍ ବନ୍ଦ କରିଦେବାରୁ ବଞ୍ଚିଗଲା ଜୀବନ

ତାଳଚେର:କଣିହାଁ ବ୍ଲକ ସମଲ ବ୍ୟାରେଜକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ସୂଚନା ମୁତାବକ, ଜଣେ ଯୁବତୀ ଆଜି ସକାଳୁ ସାମଲ ବ୍ୟାରେଜର ୨୪ ନମ୍ବର ଗେଟ ତଳକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଅଞ୍ଚଳବାସୀ ଏହା ଦେଖି ତୁରନ୍ତ ବ୍ୟାରେଜ୍ କର୍ତ୍ତୃପକ୍ଷଙ୍କୁ…

Continue Readingବ୍ୟାରେଜକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ତୁରନ୍ତ ଗେଟ୍ ବନ୍ଦ କରିଦେବାରୁ ବଞ୍ଚିଗଲା ଜୀବନ

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଅନୁଗୁଳ: ଆଜି ଭାଲୁ ଆକ୍ରମଣରେ ସ୍ଥାନୀୟ କଣିହାଁ ବ୍ଲକ ଅନ୍ତର୍ଗତ ଶରଧାପୁର ଗାଁର ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ସଂସାର ନାଏକ (୩୩)। ସୂଚନା ଅନୁସାରେ ଆଜି ସକାଳେ କଣିହାଁର ଖୋଲା ଖଣିରେ ଠିକା ଡ୍ରାଇଭର ଭାବେ କାମ…

Continue Readingଭାଲୁ ଆକ୍ରମଣରେ ଜଣେ ଗୁରୁତର