କେନ୍ଦୁପତ୍ର ବୋଝେଇ କାର୍ ଜବତ, ଚାଳକ ଚମ୍ପଟ୍

ଅନୁଗୁଳ : କଣିହାଁ ବନାଞ୍ଚଳରୁ କେନ୍ଦୁପତ୍ର ଚୋରା କାରବାର ବୃଦ୍ଧି ପାଇବା ବନ ବିଭାଗର ଚିନ୍ତା ବଢ଼ାଇଛି। ରବିବାର ବିଳମ୍ବିତ ରାତିରେ କଂସମୁଣ୍ଡା-କଣିହାଁ ରାସ୍ତାରେ କଣିହାଁ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ବେଳେ ଏକ କାର (ଜେଏଚ୍ ୦୫ ଏଲ୍ -୮୪୦୦)କୁ ସନ୍ଦେହଜନକ…

Continue Readingକେନ୍ଦୁପତ୍ର ବୋଝେଇ କାର୍ ଜବତ, ଚାଳକ ଚମ୍ପଟ୍

ଦାଦାବଟି ମାଗି ୩ଗିରଫ

ଅନୁଗୁଳ : ଟିପିସିଓଡିଏଲ୍ (ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) କର୍ମକର୍ତାଙ୍କୁ ଚାନ୍ଦା ମାଗି ବିଦ୍ୟୁତ୍ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବା ଅଭିଯୋଗରେ ସମଲ ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ସମଲ ଥାନା କୁଲେଇ…

Continue Readingଦାଦାବଟି ମାଗି ୩ଗିରଫ

୨୦ ଟଙ୍କାର ମଦ ପାଇଁ ଚାଲିଗଲା ଜୀବନ!

ଅନୁଗୁଳ: ୨୦ ଟଙ୍କାର ମଦ ପାଇଁ ଚାଲିଗଲା ଜୀବନ । ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ, ପିଟାମରା କରିବା ପରେ ଗରମ ପାଣି ଫୋପାଡ଼ି ନିର୍ମମ ଭାବେ କଲେ ହତ୍ୟା । କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ଥାନା…

Continue Reading୨୦ ଟଙ୍କାର ମଦ ପାଇଁ ଚାଲିଗଲା ଜୀବନ!

ଶିକାରୀ ଗିରଫ, ବନ୍ଧୁକ ଜବତ

ଅନୁଗୁଳ: କଣିହାଁ ବନାଞ୍ଚଳ ଅଧୀନସ୍ଥ ବଡ଼କାଠିଆ ସଂରକ୍ଷିତ ଜଙ୍ଗଲରୁ ସୋମବାର ଜଣେ ଶିକାରୀକୁ ବନବିଭାଗ ଗିରଫ କରିବା ସହ ତାପାଖରୁ ଏକ ବନ୍ଧୁକ ଜବତ କରିଛି। ଗିରଫ ଅଭିଯୁକ୍ତ କଣିହାଁ ଥାନା ବଡ଼ତ୍ରିବିଡା ପଞ୍ଚାୟତ ବାହାରିଆପୁର ଗ୍ରାମର ସୁଦାମ ସାହୁ(୪୫)। ଜଙ୍ଗଲରେ…

Continue Readingଶିକାରୀ ଗିରଫ, ବନ୍ଧୁକ ଜବତ

ଲୋଭରେ ପଡ଼ି ଫସିଲେ, ୨୫ ହଜାର ଗାଏବ୍

ଅନୁଗୁଳ: କରୋନା କଷଣରେ ଠପ୍ ହୋଇଯାଇଛି ଜୀବନଯାତ୍ରା । ଜୀବନ ଯାଉଛି, ଜୀବିକା ହରାଇ ଲୋକ ତ୍ରାହି ତ୍ରାହି ଡାକ ପକାଇଲେଣି। କରୋନାର କରାଳତା ମଧ୍ୟରେ ଲୋକ ଘାଣ୍ଟିସନ୍ତୁଳି ହେଉଥିବା ବେଳେ ଏ ବିପତ୍ତି କାଳରେ କିନ୍ତୁ ସାଇବର ଠକେଇ ଥମିବାର…

Continue Readingଲୋଭରେ ପଡ଼ି ଫସିଲେ, ୨୫ ହଜାର ଗାଏବ୍

ଠିକାସଂସ୍ଥା ଗାଡ଼ି ଅଟକାଇ ଚାଳକଙ୍କୁ ଲୁଟପାଟ୍

ଅନୁଗୁଳ: କଣିହାଁ ବ୍ଲକ୍ ସମଲ ଥାନା ଅଂଚଳରେ ଥମିବାରେ ନାଁ ଧରୁନି ଲୁଟ୍‌ପାଟ୍ । ସମଲଠାରୁ ସିପୁର ପର୍ଯ୍ୟନ୍ତ ରେଲୱେ ଲାଇନ୍ କାମ କରୁଥିବା ନନ୍ଦ କନ୍‌ଷ୍ଟ୍ରକସନ ନାମକ ଏକ ସଂସ୍ଥାର ଗାଡି ଚାଳକଙ୍କୁ ଲୁଟପାଟ ନେଇ ଗତ ଶନିବାର ଥାନାରେ…

Continue Readingଠିକାସଂସ୍ଥା ଗାଡ଼ି ଅଟକାଇ ଚାଳକଙ୍କୁ ଲୁଟପାଟ୍

କଣିହାଁ ଓ ସମଲରେ ଥମୁନି କୋଇଲା ଚୋରି,ବନ୍ଧା ହେଲେ ୧୪ ଚାଲାଣକାରୀ

ଅନୁଗୁଳ : କଣିହାଁ ବ୍ଳକର ଉଭୟ କଣିହାଁ ଓ ସମଲ ଥାନା ଇଲାକାରେ ଥମିବାର ନାଁ ନେଉନି ଚୋରା କୋଇଲା କାରବାର। ବୁଧବାର ଉଭୟ ଥାନା ଇଲାକାରୁ ବିପୁଳ ପରିମାଣର ଚୋରା କାଇଲା ଜବତ ସହ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ…

Continue Readingକଣିହାଁ ଓ ସମଲରେ ଥମୁନି କୋଇଲା ଚୋରି,ବନ୍ଧା ହେଲେ ୧୪ ଚାଲାଣକାରୀ

ବେଆଇନ ଇଟାଭାଟିରେ ଚଢ଼ଉ

ଅନୁଗୁଳ: କଣିହାଁ ବ୍ଲକ୍ ଅର୍କିଳ ଗାଁ ବ୍ରାହ୍ମଣୀ ନଦୀକୂଳରେ ଗଢ଼ିଉଠିଥିବା ବେଆଇନ ମାଟିଇଟା ଭାଟିରେ ପ୍ରଶାସନ ପକ୍ଷରୁ ଶନିବାର ଚଢ଼ଉ କରାଯାଇଛି। ମେସିନ ଲଗାଇ ହଜାର ହଜାର ଇଟା ନଷ୍ଟ କରାଯାଇଛି। ତହସିଲ ସୂତ୍ରରୁ ପ୍ରକାଶ, ବେଦପ୍ରକାଶ ପ୍ରଧାନ ଓ ପିଣ୍ଟୁ…

Continue Readingବେଆଇନ ଇଟାଭାଟିରେ ଚଢ଼ଉ

ଦାବି ପୂରଣ ପାଇଁ ଆଇନ୍ ହାତକୁ ନେବା ମହଙ୍ଗା ପଡ଼ିଲା

ଅନୁଗୁଳ: ଦାବି ହାସଲ ପାଇଁ ଆଇନ୍ ହାତକୁ ନେବା ମହଙ୍ଗା ପଡ଼ିଛି। ପୁଲିସ କଣିହାଁ ଟ୍ରକ୍ ମାଲିକ ସଂଘ ସମ୍ପାଦକ ଅଲୋକ କୁମାର ସାହୁ, ଉକାଳୁ ସାହୁ, କୁମର ସାହୁ, ଗୋପବନ୍ଧୁ ପ୍ରଧାନଙ୍କ ସମେତ ୫ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ…

Continue Readingଦାବି ପୂରଣ ପାଇଁ ଆଇନ୍ ହାତକୁ ନେବା ମହଙ୍ଗା ପଡ଼ିଲା

ଦାଦାବଟି ନଦେବାରୁ ଟ୍ରକ୍ ଚାଳକଙ୍କୁ ଆକ୍ରମଣ

ଅନୁଗୁଳ: କଣିହାଁ କୋଇଲା ଖଣି ପ୍ରକଳ୍ପ ଅଫିସ୍ ଠାରେ ଗତ ଶୁକ୍ରବାର ରାତିରେ ଦାଦାବଟି ନଦେବାରୁ ଜଣେ ଟ୍ରକ ଚାଳକଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ଟ୍ରକ୍ ଚାଳକଙ୍କୁ ଲହୁ ଲୁହାଣ କରି ଦେଇଥିବା ବେଳେ ଏହି ଘଟଣାରେ…

Continue Readingଦାଦାବଟି ନଦେବାରୁ ଟ୍ରକ୍ ଚାଳକଙ୍କୁ ଆକ୍ରମଣ