କଣିହାଁ ଓ ସମଲରେ ଥମୁନି କୋଇଲା ଚୋରି,ବନ୍ଧା ହେଲେ ୧୪ ଚାଲାଣକାରୀ

ଅନୁଗୁଳ : କଣିହାଁ ବ୍ଳକର ଉଭୟ କଣିହାଁ ଓ ସମଲ ଥାନା ଇଲାକାରେ ଥମିବାର ନାଁ ନେଉନି ଚୋରା କୋଇଲା କାରବାର। ବୁଧବାର ଉଭୟ ଥାନା ଇଲାକାରୁ ବିପୁଳ ପରିମାଣର ଚୋରା କାଇଲା ଜବତ ସହ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ…

Continue Readingକଣିହାଁ ଓ ସମଲରେ ଥମୁନି କୋଇଲା ଚୋରି,ବନ୍ଧା ହେଲେ ୧୪ ଚାଲାଣକାରୀ

ବେଆଇନ ଇଟାଭାଟିରେ ଚଢ଼ଉ

ଅନୁଗୁଳ: କଣିହାଁ ବ୍ଲକ୍ ଅର୍କିଳ ଗାଁ ବ୍ରାହ୍ମଣୀ ନଦୀକୂଳରେ ଗଢ଼ିଉଠିଥିବା ବେଆଇନ ମାଟିଇଟା ଭାଟିରେ ପ୍ରଶାସନ ପକ୍ଷରୁ ଶନିବାର ଚଢ଼ଉ କରାଯାଇଛି। ମେସିନ ଲଗାଇ ହଜାର ହଜାର ଇଟା ନଷ୍ଟ କରାଯାଇଛି। ତହସିଲ ସୂତ୍ରରୁ ପ୍ରକାଶ, ବେଦପ୍ରକାଶ ପ୍ରଧାନ ଓ ପିଣ୍ଟୁ…

Continue Readingବେଆଇନ ଇଟାଭାଟିରେ ଚଢ଼ଉ

ଦାବି ପୂରଣ ପାଇଁ ଆଇନ୍ ହାତକୁ ନେବା ମହଙ୍ଗା ପଡ଼ିଲା

ଅନୁଗୁଳ: ଦାବି ହାସଲ ପାଇଁ ଆଇନ୍ ହାତକୁ ନେବା ମହଙ୍ଗା ପଡ଼ିଛି। ପୁଲିସ କଣିହାଁ ଟ୍ରକ୍ ମାଲିକ ସଂଘ ସମ୍ପାଦକ ଅଲୋକ କୁମାର ସାହୁ, ଉକାଳୁ ସାହୁ, କୁମର ସାହୁ, ଗୋପବନ୍ଧୁ ପ୍ରଧାନଙ୍କ ସମେତ ୫ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ…

Continue Readingଦାବି ପୂରଣ ପାଇଁ ଆଇନ୍ ହାତକୁ ନେବା ମହଙ୍ଗା ପଡ଼ିଲା

ଦାଦାବଟି ନଦେବାରୁ ଟ୍ରକ୍ ଚାଳକଙ୍କୁ ଆକ୍ରମଣ

ଅନୁଗୁଳ: କଣିହାଁ କୋଇଲା ଖଣି ପ୍ରକଳ୍ପ ଅଫିସ୍ ଠାରେ ଗତ ଶୁକ୍ରବାର ରାତିରେ ଦାଦାବଟି ନଦେବାରୁ ଜଣେ ଟ୍ରକ ଚାଳକଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ଟ୍ରକ୍ ଚାଳକଙ୍କୁ ଲହୁ ଲୁହାଣ କରି ଦେଇଥିବା ବେଳେ ଏହି ଘଟଣାରେ…

Continue Readingଦାଦାବଟି ନଦେବାରୁ ଟ୍ରକ୍ ଚାଳକଙ୍କୁ ଆକ୍ରମଣ

ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଖୋଲିଲାନି ଜଳଛତ୍ର

ଅନୁଗୁଳ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ କଣିହାଁ ବ୍ଲକ୍‌ର ୧୦ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଇଲାକାରେ ଜଳଛତ୍ର ଖୋଲିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବ ବର୍ଷ ଗୁଡ଼ିକରେ ମାର୍ଚ୍ଚ ୩୧ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଜଳଛତ୍ର ଖୋଲାଯିବାର…

Continue Readingସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଖୋଲିଲାନି ଜଳଛତ୍ର

ଗୋଡ଼ିବନ୍ଧ-କଣିହାଁ ରାସ୍ତାରେ ଦୁର୍ବୃତ୍ତଙ୍କ ଉତ୍ପାତ

ଅନୁଗୁଳ: କଣିହାଁ ଆମ୍ବପାଳ ଏନ୍‌ଟିପିସି ରେଲୱେ ଲେଭଲ୍ କ୍ରସିଂଠାରେ ରବିବାର ରାତିରେ ଦୃର୍ବୃତ୍ତର ଛୁରା ମାଡ଼ରେ ଜଣେ ଟ୍ରକ୍ ଚାଳକ ଲହୁଲୁହାଣ ହୋଇଛନ୍ତି । ଗୁରୁତର ଆହତ ଚାଳକ ଜରପଡା ଥାନା ମରାତିରା ଗ୍ରାମର ବିରଞ୍ଚି ନାରାୟଣ ସାହୁ(୩୫) ବୋଲି ଜଣାପଡ଼ିଛି…

Continue Readingଗୋଡ଼ିବନ୍ଧ-କଣିହାଁ ରାସ୍ତାରେ ଦୁର୍ବୃତ୍ତଙ୍କ ଉତ୍ପାତ

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

ଅନୁଗୁଳ: କଣିହାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ଲୋଭ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗରେ ଏହି ଥାନା ଅନ୍ତର୍ଗତ ଚିତ୍ତଲପୁର ଗାଁର ହେମନ୍ତ ଗୋଚ୍ଛାୟତ(୨୨)ଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଏହି ଥାନା ଅଞ୍ଚଳର ଜଣେ ୨୧…

Continue Readingବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

ବନାଞ୍ଚଳ ଅଧିକାରୀଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ଅନୁଗୁଳ: କଣିହାଁ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହିତ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଅନିରୁଦ୍ଧ ସାହୁ ନାମକ ଜଣେ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ଅନିରୁଦ୍ଧର ଘର କଣିହାଁ ଥାନା କିଆଝାର ଗ୍ରାମରେ…

Continue Readingବନାଞ୍ଚଳ ଅଧିକାରୀଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ଘରେ ପଶି ମୋବାଇଲ୍ ଚୋରି ମହଙ୍ଗା ପଡ଼ିଲା, ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ଅନୁଗୁଳ: କଣିହାଁ ବ୍ଲକ୍, କୁଳୁମା ପଞ୍ଚାୟତ ଓଳନ୍ଦା ଗ୍ରାମରେ ରାତିରେ ଘରେ ପଶି ଚୋରି କରିବା ଅଭିଯୁକ୍ତକୁ ମହଙ୍ଗା ପଡ଼ିଛି । ସ୍ଥାନୀୟ ଲୋକ ଅଭିଯୁକ୍ତକୁ କାବୁ କରି ଉତ୍ତମ ମଧ୍ୟମ ଦେବା ସହ ଖୁଣ୍ଟରେ ବାନ୍ଧି ପୁଲିସକୁ ସୂଚନା ଦେଇଥିଲେ…

Continue Readingଘରେ ପଶି ମୋବାଇଲ୍ ଚୋରି ମହଙ୍ଗା ପଡ଼ିଲା, ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

୫ ଦିନ ହେଲା ବାପା ନିଖୋଜ, ଥାନାର ଦ୍ଵାରସ୍ଥ ପୁଅ

ଅନୁଗୁଳ: କଣିହାଁ ବ୍ଳକ୍ ହନୁମାନପୁର ପଂଚାୟତ ଅଧିନସ୍ଥ ବଉଦବେଡ଼ା ଗ୍ରାମର ଘାସିରାମ ସାହୁ(୬୬)ଗତ ୫ଦିନ ହେଲାଣି ଘରୁକେଉଁଆଡ଼େ ପଳାଇ ଯାଇଛନ୍ତି। ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି କରି ନିରାଶ ହେବାରୁ ତାଙ୍କ ପୁଅ ସୁଶାନ୍ତ ସାହୁ ଏ ନେଇ ଶନିବାର କଣିହାଁ…

Continue Reading୫ ଦିନ ହେଲା ବାପା ନିଖୋଜ, ଥାନାର ଦ୍ଵାରସ୍ଥ ପୁଅ