କଣିହାଁରୁ ୨୦ ଶାଳ ଗଣ୍ଡି ଜବତ

ଅନୁଗୁଳ: ଗତ ୯ ତାରିଖ ଦିନ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣିହାଁ -୨ ଷ୍ଟାଫଙ୍କ ସହ ରେଞ୍ଜ ଅଫିସର ଝାରବେରଣି ଆଦର୍ଶ ସ୍କୁଲ ପାଖ ଛେମୁଣ୍ଡିଆ ତୈଳା ନିକଟରେ  ଚଢାଉ କରି ଏକ ଘରୋଇ ଜମିରେ ୨୦ ଟି ଶାଳ…

Continue Readingକଣିହାଁରୁ ୨୦ ଶାଳ ଗଣ୍ଡି ଜବତ

କଣିହାଁରେ ୮୮ତମ ପ୍ରଜାମଣ୍ଡଳ ଜନ୍ମଜୟନ୍ତୀ ପାଳିତ

କଣିହାଁ: ଅନୁଗୁଳ ଜିଲ୍ଲା ତାଳଚେର ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ୍ ଟ୍ରଷ୍ଟ୍‌ ପକ୍ଷରୁ ଶନିବାର କଣିହାଁରେ ୮୮ତମ ପ୍ରଜାମଣ୍ଡଳ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ପାଳଲହଡା ବିଧାୟକ ଅଶୋକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଂଚାୟତରାଜ ମନ୍ତ୍ରୀ ରବିନାରାୟଣ…

Continue Readingକଣିହାଁରେ ୮୮ତମ ପ୍ରଜାମଣ୍ଡଳ ଜନ୍ମଜୟନ୍ତୀ ପାଳିତ

କଣିହାଁରେ ବୁଲେଟ୍ ଓ ସ୍କୁଟିକ ପୋଡ଼ିଦେଲେ ଦୁର୍ବୃତ୍ତ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁର ସୂର୍ଯ୍ୟମଣି ସାହୁଙ୍କ ଘରର ବିଦ୍ୟୁତ୍ ତାର କାଟି ଦୁର୍ବୃତ୍ତମାନେ ତାଙ୍କର ବୁଲେଟ୍ ଓ ତାଙ୍କ ପତ୍ନୀଙ୍କ ସ୍କୁଟିରେ ନିଆଁ ଲଗାଇ ପୋଡ଼ିଦେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ପରେ ଦୁର୍ବୃତ୍ତମାନେ ସୂର୍ଯ୍ୟମଣି…

Continue Readingକଣିହାଁରେ ବୁଲେଟ୍ ଓ ସ୍କୁଟିକ ପୋଡ଼ିଦେଲେ ଦୁର୍ବୃତ୍ତ

ମା’ ହିଙ୍ଗୁଳା ଓ ମା’ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ଓ.ସି.ସି କଲୋନୀ ନିକଟସ୍ଥ ଆଖଣ୍ଡଳମଣି ଓ ମା' ସନ୍ତୋଷୀ ମନ୍ଦିର ପରିସରରେ ମା' ହିଙ୍ଗୁଳା ଓ ମା' ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଅନୁଷ୍ଠିତ ହୋଇଛି। ଏ ଅବସରରେ ପ୍ରତ୍ୟୁଷରୁ ମନ୍ଦିରରେ ଯଥା…

Continue Readingମା’ ହିଙ୍ଗୁଳା ଓ ମା’ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଆୟୋଜିତ

ଦଣ୍ଡସିଂହାରୁ ୫୪.୪୮୦ଗ୍ରାମ ଧଳା ଜହର ଜବତ: ୨ ଜଣଙ୍କୁ କୋର୍ଟ ଚାଲାଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଦଣ୍ଡସିଂହା ଗ୍ରାମରେ ପୁଲିସ ଚଢ଼ାଉ କରି ଧଳା ଜହର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ କଣିହାଁ ଥାନା ଦଣ୍ଡସିଂହା ଗ୍ରାମର ଗଣେଶ୍ୱର ମହାନ୍ତି (୩୦)…

Continue Readingଦଣ୍ଡସିଂହାରୁ ୫୪.୪୮୦ଗ୍ରାମ ଧଳା ଜହର ଜବତ: ୨ ଜଣଙ୍କୁ କୋର୍ଟ ଚାଲାଣ

କଣିହାଁରୁ ୫୪ ଗ୍ରାମ୍ ଧଳା ଜହର ଜବତ, ଦୁଇ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଦଣ୍ତସିଂହା ଗ୍ରାମରେ ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଗୁରୁବାର ଅତର୍କିତ ଚଢ଼ାଉ କରାଯାଇ ୫୪ ଗ୍ରାମ୍ ଧଳା ଜହର ଜବତ ହୋଇଛି। ଏନଟିପିସି ଓ କଣିହାଁ ପୁଲିସ ପକ୍ଷରୁ ସକାଳୁ ଦଣ୍ଡସିଂହା ଗାଁରେ…

Continue Readingକଣିହାଁରୁ ୫୪ ଗ୍ରାମ୍ ଧଳା ଜହର ଜବତ, ଦୁଇ ଅଟକ

ଫାଟିଲା ପକେଟରେ ଥିବା ଗୋଳାବାରୁଦ, ଯୁବକଙ୍କ ଜଙ୍ଘ ଦିଫାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ଅଞ୍ଚଳରେ ଗୋଳାବାରୁଦ ଫାଟି ଜଣେ ଯୁବକ ଗୁରୁତର ହୋଇଛି। ସମଲ ଗ୍ରାମର ହଗୁରୁ ସାମଲ (୨୭)ଜଙ୍ଗଲୀ ବାରହା ଶିକାର ପାଇଁ ଏକ ଗୋଳାବାରୁଦ ପକେଟରେ ଧରି କୁଲେଇ ଅଞ୍ଚଳକୁ ଯାଇଥିଲା। ଅତ୍ୟଧିକ ମଦ୍ୟ ପାନ…

Continue Readingଫାଟିଲା ପକେଟରେ ଥିବା ଗୋଳାବାରୁଦ, ଯୁବକଙ୍କ ଜଙ୍ଘ ଦିଫାଳ

ଦୁଗ୍ଧ ଚାଷୀଙ୍କ ପାଇଁ ସୋସାଇଟି: ଗୋ ଚାଷୀଙ୍କ ବୈଠକରେ ବିଧାୟକଙ୍କ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ବ୍ୟାରେଜ ଅତିଥି ଭବନ ଠାରେ କୁଲେଇ, ସମଲ ଓ ହରିହର ପୁର ପଞ୍ଚାୟତର ଗୋ ଚାଷୀଙ୍କ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପାଳଲହଡା ବିଧାୟକ ଯୋଗ ଦେଇ ୩ଟି ପଞ୍ଚାୟତର…

Continue Readingଦୁଗ୍ଧ ଚାଷୀଙ୍କ ପାଇଁ ସୋସାଇଟି: ଗୋ ଚାଷୀଙ୍କ ବୈଠକରେ ବିଧାୟକଙ୍କ ପରାମର୍ଶ

ଗୋରୁ ବୋଝେଇ ଗାଡ଼ି ଜବତ: ୩୨ ଗାଈ ଉଦ୍ଧାର, ୨ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କରଡ଼ାଖମଣ ଜଙ୍ଗଲରୁ ଏକ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଛି। ପାଳଲହଡ଼ା ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ରେଙ୍ଗାଳି ଡ୍ୟାମ୍ ସାଇଟ ଥାନା ଓ ଖମାର ଥାନା ମିଳିତ ଚଢ଼ାଉ କରି କରଡାଖମଣର ବାଞ୍ଜ ଖୋଳ ଜଙ୍ଗଲରୁ…

Continue Readingଗୋରୁ ବୋଝେଇ ଗାଡ଼ି ଜବତ: ୩୨ ଗାଈ ଉଦ୍ଧାର, ୨ ମୃତ

ବେଆଇନ ବାଇପାସ ନିର୍ମାଣକୁ ବିରୋଧ, ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଗ୍ରାମର ଲୋକଙ୍କ ଜମି ଉପରେ ଜେଆଇପିଏଲ କମ୍ପାନୀ ବେଆଇନ ବାଇପାସ ରାସ୍ତା ନିର୍ମାଣ କରୁଛି। ବେଆଇନ ନିର୍ମାଣକୁ ବିରୋଧ କରି ଆଜି କଣିହାଁ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଣିହାଁ ତହସିଲଦାରଙ୍କୁ…

Continue Readingବେଆଇନ ବାଇପାସ ନିର୍ମାଣକୁ ବିରୋଧ, ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ