ସରଧାପୁର ଗ୍ରାମରେ ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଧୀନସ୍ଥ ଶରଧାପୁର ଗ୍ରାମର କାର୍ତ୍ତିକେଶ୍ବର ପୂଜା ମଣ୍ଡପ ଠାରେ ଗୁରୁବାର ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସମଲ ଥାନା ଆଇଆଇସି ଦିଲ୍ଲୀପ୍ ଲାକ୍ରା ଉପସ୍ଥିତ…

Continue Readingସରଧାପୁର ଗ୍ରାମରେ ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ

କଣିହାଁରେ ଯୀଶୁଙ୍କ ତୃତୀୟ ବାର୍ଷିକ ଅନୁଗ୍ରହ ଉତ୍ସବ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକସ୍ଥିତ ପୁରୁଣା ହାଟପଡିଆ ଗାନ୍ଧୀ ଛକରେ ଚଳିତ ମାସ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଯୀଶୁ ଖ୍ରୀଷ୍ଟଙ୍କ ତୃତୀୟ ଅନୁଗ୍ରହ ମହୋତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜାମସେଦପୁରର ଯୀଶୁଙ୍କ…

Continue Readingକଣିହାଁରେ ଯୀଶୁଙ୍କ ତୃତୀୟ ବାର୍ଷିକ ଅନୁଗ୍ରହ ଉତ୍ସବ

ଡିସେମ୍ବର ୨୨ରେ କଣିହାଁ ବ୍ଲକସ୍ତରୀୟ ବାର୍ଷିକ ମେଧାବୃତ୍ତି ପରୀକ୍ଷା, ଆଞ୍ଚଳିକ ବିଦ୍ୟାର୍ଥୀ କଲ୍ୟାଣ ପରିଷଦ ବୈଠକରେ ନିଷ୍ପତ୍ତି

  ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଆଞ୍ଚଳିକ ବିଦ୍ୟାର୍ଥୀ କଲ୍ୟାଣ ପରିଷଦ (ବିଜିଗୋଳ)ର ଏକ ବୈଠକ ଶନିବାର କାଣ୍ଡସର ସରକାରୀ ଉ. ପ୍ରା. ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ପରିଷଦର ସଭାପତି ବେଣୁଧର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି…

Continue Readingଡିସେମ୍ବର ୨୨ରେ କଣିହାଁ ବ୍ଲକସ୍ତରୀୟ ବାର୍ଷିକ ମେଧାବୃତ୍ତି ପରୀକ୍ଷା, ଆଞ୍ଚଳିକ ବିଦ୍ୟାର୍ଥୀ କଲ୍ୟାଣ ପରିଷଦ ବୈଠକରେ ନିଷ୍ପତ୍ତି

ଡେରଙ୍ଗ ଗ୍ରାମର ନୂତନ ଗ୍ରାମ୍ୟ କମିଟି ଚୟନ, ନୂତନ ସଭାପତି ହେଲେ ପ୍ରସନ୍ନ କୁମାର ନାୟକ

  ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଡେରଙ୍ଗ ଗ୍ରାମ ମନ୍ଦିର ନିକଟସ୍ଥ ସଭାଗୃହରେ ରବିବାର ପୂର୍ବାହ୍ନରେ ଗ୍ରାମ୍ୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଗ୍ରାମର ବରିଷ୍ଠ ସଦସ୍ୟ ପୁରୁଷୋତ୍ତମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ନୂତନ ସଭାପତି ଭାବେ…

Continue Readingଡେରଙ୍ଗ ଗ୍ରାମର ନୂତନ ଗ୍ରାମ୍ୟ କମିଟି ଚୟନ, ନୂତନ ସଭାପତି ହେଲେ ପ୍ରସନ୍ନ କୁମାର ନାୟକ

ପରକୀୟା ପ୍ରୀତି ହେଲା କାଳ! ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ପ୍ରେମୀ ଯୁଗଳଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କଣିହାଁ ପୋଲିସ

ଅନୁଗୁଳ: ପରକୀୟା ପ୍ରୀତି ପାଇଁ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିବା ସ୍ତ୍ରୀକୁ ବାନ୍ଧିଲା ପୋଲିସ। ଏଥିସହ ଅଭିଯୁକ୍ତ ପ୍ରେମିକକୁ ମଧ୍ୟ କଣିହାଁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଦ୍ବୟ ହେଲେ ଅନୁଗୁଳ ସଦର…

Continue Readingପରକୀୟା ପ୍ରୀତି ହେଲା କାଳ! ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ପ୍ରେମୀ ଯୁଗଳଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କଣିହାଁ ପୋଲିସ

ଜମିବାଡ଼ି ବିବାଦ ହେଲା କାଳ : ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଜଣେ ଗୁରୁତର

  ଅନୁଗୁଳ: ଜମି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଛନ୍ତି ପଡ଼ୋଶୀ। ପଡୋଶୀଙ୍କ ଚୋଟରେ କୀର୍ତ୍ତନ ସେଠୀ(୪୫) ଗୁରୁତର ହୋଇଛନ୍ତି। ଅନୁଗୁଳ ଜିଲ୍ଲା କଣିହାଁ ଥାନା ଇଲାକା କଂସମୁଣ୍ଡା ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି।…

Continue Readingଜମିବାଡ଼ି ବିବାଦ ହେଲା କାଳ : ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଜଣେ ଗୁରୁତର

ଘରେ କେହି ନ ଥିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଶନିବାର ଜଣେ ଯୁବକକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ନାଲମ ଗ୍ରାମର କାର୍ତ୍ତିକା ଗୋଚ୍ଛାୟତ(୨୭)। ସୂଚନା ମୁତାବକ, ପୀଡ଼ିତା ଯୁବତୀଙ୍କ ବାପା, ମା' ଘରେ…

Continue Readingଘରେ କେହି ନ ଥିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

କଣିହାଁରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ, ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ପବିତ୍ରମୋହନ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି - ୨୦୨୪ ଆୟୋଜିତ ହୋଇଛି। କଣିହାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ଏନଟିପିସି ତାଳଚେର କଣିହାଁ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ…

Continue Readingକଣିହାଁରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ, ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଭିଏମସି ବୈଠକ ଆୟୋଜିତ, ୧୩ଟି ପ୍ରସ୍ତାବ ଉପରେ ହେଲା ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ୨୦୨୪-୨୫ ବର୍ଷର ପ୍ରଥମ ବିଦ୍ୟାଳୟ ମ୍ୟାନେଜମେଣ୍ଟ କମିଟି ବୈଠକ ଚେୟାରମ୍ୟାନ (ନୋମିନି ) ଭି ପ୍ରେମ କୁମାରଙ୍କ ଜରିଆରେ ବିଦ୍ୟାଳୟର ଅଧ୍ୟକ୍ଷ କ୍ରିଷ୍ଣା କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। କମିଟିର ମେମ୍ବର…

Continue Readingକେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଭିଏମସି ବୈଠକ ଆୟୋଜିତ, ୧୩ଟି ପ୍ରସ୍ତାବ ଉପରେ ହେଲା ଆଲୋଚନା

ବ୍ଲକ ସ୍ତରୀୟ କବାଡ଼ି ଓ ଖୋ ଖୋ ପ୍ରତିଯୋଗିତା

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ବ୍ଲକ ସ୍ତରୀୟ କବାଡି ଓ ଖୋ ଖୋ ପ୍ରତିଯୋଗିତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଲଲହଡ଼ା ବିଧାୟକ ଅଶୋକ…

Continue Readingବ୍ଲକ ସ୍ତରୀୟ କବାଡ଼ି ଓ ଖୋ ଖୋ ପ୍ରତିଯୋଗିତା