ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଇ ଓଲଟି ପଡିଲା ଅମୁଲ ଵୋଝେଇ ଟ୍ରକ
ନାଲକୋ ନଗର: ଅନୁଗୁଳ ୫୫ନଂ ଜାତୀୟ ନାଲକୋ ନଗର ସିପିପି ଛକ ନିକଟରେ ଦୁର୍ଘଟଣା। ଗତ କାଲି ରାତିରେ ଅନଗୁଳରୁ କଟକ ଅଭିମୁଖେ ଏକ ଅମୁଲ୍ ବୋଝେଇ ଟ୍ରକ (OD19Z2917) ଯାଉଥିବା ବେଳେ ଚାଳକଙ୍କ ଅସାବଧାନ ଯୋଗୁଁ ଭାରସାମ୍ୟ ହରାଇ ଜାତୀୟ…
ନାଲକୋ ନଗର: ଅନୁଗୁଳ ୫୫ନଂ ଜାତୀୟ ନାଲକୋ ନଗର ସିପିପି ଛକ ନିକଟରେ ଦୁର୍ଘଟଣା। ଗତ କାଲି ରାତିରେ ଅନଗୁଳରୁ କଟକ ଅଭିମୁଖେ ଏକ ଅମୁଲ୍ ବୋଝେଇ ଟ୍ରକ (OD19Z2917) ଯାଉଥିବା ବେଳେ ଚାଳକଙ୍କ ଅସାବଧାନ ଯୋଗୁଁ ଭାରସାମ୍ୟ ହରାଇ ଜାତୀୟ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ହୋଇଛି। ମୃତକ ହେଲେ ବଳରାମପ୍ରସାଦ ଗ୍ରାମର ମଙ୍ଗୁଳୁ ଦଳେଇଙ୍କ ପୁଅ ବାବୁଲା ଦଳେଇ। ସେ ନାଲକୋରେ କାମ କରନ୍ତି। ପୋଲିସ ସୂଚନା ମୁତାବକ,…
ଅନୁଗୁଳ: ସାମାନ୍ୟ କାଗଜ ଫିଙ୍ଗାଫିଙ୍ଗିକୁ ନେଇ କଲେଜ ଛାତ୍ରଙ୍କ ଉତ୍ପାତ। ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ଏଭଳି ଖଣ୍ଡଯୁଦ୍ଧ ଏବେ ସହରରେ ଚର୍ଚ୍ଚାରେ ରହିଛି। ସୂଚନାଯୋଗ୍ୟ ଯେ ମହାବିଦ୍ୟାଳୟର ଯୁକ୍ତଦୁଇ ପ୍ରଥମ ବର୍ଷର ଜଣେ ଛାତ୍ର ଯୁକ୍ତଦୁଇ ଦ୍ୱିତୀୟ…
ଅନୁଗୁଳ: ସ୍ଥାନୀୟ ପଞ୍ଚଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ପରିସରରେ ନାଲକୋ ସିପିପି କଣ୍ଟ୍ରାକ୍ଟର ଆସୋସିଏସନର ବୈଠକ ଓ କର୍ମକର୍ତ୍ତା ଚୟନ ଆୟୋଜିତ ହୋଇଛି। ବରିଷ୍ଠ ସଦସ୍ୟ ସତ୍ୟବାନ ବରାହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆସୋସିଏସନ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରାଯିବା ସହ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଟେଣ୍ଟୋଇ ଗ୍ରାମର ନାଲକୋ ଜମିହରା ପ୍ରଜା ଆଜି ନାଲକୋ ରେଳ ଧାରଣା ଅବରୋଧ କରିଛନ୍ତି। ସୂଚନା ମୁତାବକ, ନାଲକୋ କୋଇଲା ପରିବହନ ପାଇଁ ନିଜସ୍ଵ ରେଳ ଧାରଣା ନିର୍ମାଣ କରିଥିଲା। ସେଥିରେ ଆଖପାଖ…
ଅନୁଗୁଳ: ଅନୁଗୁଳ ସ୍ଥିତ ନାଲକୋ ସ୍ମେଲଟର ଓ ପାୱାର କମପ୍ଲେକ୍ସରେ ଭିଜିଲାନ୍ସ ସତର୍କତା ସପ୍ତାହ ପାଳିତ ହୋଇଛି। ଏ ଅବସରରେ ଏକ ସେମିନାର ଆୟୋଜିତ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ରୂପେ ଏସ ଆଣ୍ଡ ପି କମପ୍ଲେକ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏନ୍ ସୁବ୍ରମନ୍ୟମ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନବରତ୍ନ କମ୍ପାନୀ ନାଲକୋ ପକ୍ଷରୁ କର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ଦେବାରେ ବିଳମ୍ବ କରୁଥିବା ହେତୁ ଆଜି ନେସ ତରଫରୁ ନାଲକୋ ପ୍ରଶାସନିକ କାର୍ଯ୍ୟାଳୟ ଠାରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି। ଗତ କିଛି ଦିନ ପୂର୍ବରୁ ତୁରନ୍ତ ସମସ୍ତ…
ଅନୁଗୁଳ: ଗତ ୧୫ ତାରିଖ ରୁ ନାଲକୋ ନଗର ଠାରେ ଆୟୋଜିତ ୧୫ତମ ଜାତୀୟ ପଲ୍ଲୀଶ୍ରୀ ମେଳା ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସଂଘର ୩୯ତମ ପ୍ରତିଷ୍ଠା ଦିବସ ଅଫିସ କାର୍ଯ୍ୟାଳୟରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନାଲକୋ ଏସ ଆଣ୍ଡ ପି (ଜିଏମ)…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍କୋରେ ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ନିମନ୍ତେ ସୋମବାର ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀନିବାସ ସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ନାଲ୍କୋ ଟାଉନ୍ସିପ୍ରେ ୧୭ଟି ମଣ୍ଡପରେ ପୂଜା ପାଇବେ ବିଶ୍ଵବିନ୍ଧାଣୀ। ସେପ୍ଟେମ୍ବର ୧୬…