ଓଲଟି ପଡ଼ି ଜଳିଗଲା ପିଚୁ ବୋଝେଇ ଟ୍ୟାଙ୍କର, ଜଳିଗଲେ ଚାଳକ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲିପଶି ଛକ ନିକଟରେ ଏକ ପିଚୁ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲିପଶି ଛକ ନିକଟରେ ଏକ ପିଚୁ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଳକ୍ ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ବନର ନିକଟରେ ଆଜି ଟ୍ରଲର ଧକାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବନର ଗ୍ରାମର ବୀରବର ଦେହୁରୀ। ସୂଚନା ଯେ,…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ସହରରେ ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ 'ପାଳଲହଡ଼ା ମହୋତ୍ସବ'। ଏହି ମହୋତ୍ସବ ମାର୍ଚ୍ଚ ୨୮, ୨୯ ଏବଂ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବ।…
ଅନୁଗୁଳ: ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନିର୍ଦେଶ କ୍ରମେ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଉପଖଣ୍ଡର ସମସ୍ତ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ, ପାଲଲହଡା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ପେଚାମୁଣ୍ଡି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ବିଷିରୀଙ୍କ ଯାତ୍ରାର ଖନ୍ଦାଶାଳ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମା' ବିଷୀରିଙ୍କ ଆଶୀର୍ବାଦ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ପବିତ୍ରପୁର ପଞ୍ଚାୟତର ହରିପୁର ଗ୍ରାମରେ ମାଛ ଚାଷକୁ କେନ୍ଦ୍ର କରି ଏକ ବଡ଼ ଧରଣର ବିବାଦ ସାମ୍ନାକୁ ଆସିଛି। ଗ୍ରାମର ୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଜି ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ନୂତନ ଭାବେ ମାନ୍ୟତା ପାଇଥିବା ପାଳଲହଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପାଇଁ ପ୍ରାଶାସନିକ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଓଡ଼ିଶା ସରକାରଙ୍କ ସଦ୍ୟତମ ନିର୍ଦ୍ଦେଶକ୍ରମେ ଗୁରୁବାର ଅନୁଗୁଳ ଜିଲ୍ଲାପାଳ ଏହି ନୂତନ ଏନଏସି ପାଇଁ ୱାର୍ଡ…
ଅନୁଗୁଳ: ସମାଜ କ’ଣ ଏତେ ନିଷ୍ଠୁର ହୋଇପାରେ? ଯେଉଁ ମାଟିରେ ଜନ୍ମ, ସେଇ ମାଟିର ମଣିଷଙ୍କ କାନ୍ଧ ଟିକେ ପାଇବା ପାଇଁ ଜଣେ ମୃତକଙ୍କୁ ଅପେକ୍ଷା କରିବାକୁ ପଡ଼ିଲା। ପାଳଲହଡ଼ା ପେଚାମୁଣ୍ଡି ପଞ୍ଚାୟତର ଶିମିଳିପାଳ ଗ୍ରାମରେ ଘଟିଥିବା ଏହି ଦୃଶ୍ୟ ଆଜି…
ଅନୁଗୁଳ: ଦେଶ ନିକଟରେ ଗର୍ବର ସହ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ନଗିରା ପଞ୍ଚାୟତର କୁଲଡିହ ଗାଁ ପାଇଁ ସ୍ୱାଧୀନତା ଓ ଗଣତନ୍ତ୍ରର ମୂଲ୍ୟ କେବଳ ଭୋଟ୍ ଦେବା ମଧ୍ୟରେ ସୀମିତ ରହିଛି।…
ଅନୁଗୁଳ: ପ୍ରଶାସନର ତତ୍ପରତା ଯୋଗୁଁ ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ କରଡ଼ାପାଳ ପଞ୍ଚାୟତର ଧାଡ଼ିପଥର ଗାଁରେ ଏକ ବାଲ୍ୟବିବାହ ବନ୍ଦ ହୋଇଛି। ବିବାହର ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଠିକ୍ ସମୟରେ ପୋଲିସ ଓ ଅଙ୍ଗନବାଡ଼ି କର୍ମଚାରୀ ପହଞ୍ଚି ନାବାଳିକା…