କାଶୀନାଥ ହତ୍ୟାକାଣ୍ଡ, ମହିଳା ଗିରଫ
ବନ୍ତଳା: ଅନୁଗୁଳ ବ୍ଲକ ତଥା ବନ୍ତଳା ହାଟବନ୍ଧ ନିକଟରେ ସ୍ଥାନୀୟ କାଶୀନାଥ ବେହେରା ଓରଫ କାଠିଆ(୩୪) ହତ୍ୟାକାଣ୍ଡର ତିନି ସପ୍ତାହ ପରେ ସଫଳତା ହାସଲ କରିଛି ବନ୍ତଳା ପୁଲିସ । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ସ୍ଥାନୀୟ ଟୁନୀ ବେହେରା (୪୫) ନାମକ…
ବନ୍ତଳା: ଅନୁଗୁଳ ବ୍ଲକ ତଥା ବନ୍ତଳା ହାଟବନ୍ଧ ନିକଟରେ ସ୍ଥାନୀୟ କାଶୀନାଥ ବେହେରା ଓରଫ କାଠିଆ(୩୪) ହତ୍ୟାକାଣ୍ଡର ତିନି ସପ୍ତାହ ପରେ ସଫଳତା ହାସଲ କରିଛି ବନ୍ତଳା ପୁଲିସ । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ସ୍ଥାନୀୟ ଟୁନୀ ବେହେରା (୪୫) ନାମକ…
ଅନୁଗୁଳ: ଅନୁଗୁଳ ଥାନା ଉପରୁ ଚାପ କମିଛି । ଦୁଇ ତୃତୀୟାଂଶ ଇଲାକା ନବଗଠିତ ସଦର ଥାନାରେ ସାମିଲ୍ ହୋଇଛି। ମୁଣ୍ଡରୁ ମାମଲା ବୋଝ ବି ଅନେକ ମାତ୍ରାରେ ହ୍ରାସ ପାଇଛି। ଏହାସତ୍ତ୍ୱେ ଅନୁଗୁଳ ସହରରୁ ଅପରାଧିକ କାର୍ଯ୍ୟକଳାପ କମିବା ବଦଳରେ…
ଅନୁଗୁଳ: ବକେୟା ଟଙ୍କା ଦେଣନେଣକୁ ନେଇ ଶନିବାର ଅପରାହ୍ନରେ ଜଣେ ଡ୍ରେସ୍ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ପ୍ରାୟ ୨୦ ଜଣ ଯୁବକ ସମ୍ପୃକ୍ତ ଦୋକାନୀଙ୍କୁ ନିର୍ଧୂମ୍ ପିଟିବା ସହ ତାଙ୍କ ବାଇକ୍ ଭାଙ୍ଗି ଦେଇଛନ୍ତି । ଲୁହାଛଡ଼ ରେ…
ଅନୁଗୁଳ: ନାଲକୋନଗର ଥାନା ଅଞ୍ଚଳର ରାସ୍ତା ଆଉ ନିରାପଦ ହୋଇରହିନାହିଁ ।ଗୁରୁବାର ମଧ୍ୟାହ୍ନରେ ଜଣେ ସ୍କୁଟର ଆରୋହୀ ମହିଳାଙ୍କଠାରୁ ଦୁର୍ବୃତ୍ତ ଏକ ସୁନା ଚେନ୍ ଝାମ୍ପିନେବା ଘଟଣାରୁ ଏହା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗିରାଙ୍ଗ ଗାଁର ସୁପ୍ରଭା ଗଡ଼ନାୟକ ଦିନ ପ୍ରାୟ…
ଅନୁଗୁଳ: କଣିହାଁ ଏନ୍ଟିପିସି ଥାନା ନିକଟବର୍ତ୍ତୀ ଲୋଧାବନ୍ଧ ଗ୍ରାମରୁ ବୁଧବାର ରାତିରେ ଲୁଟପାଟ୍ ହୋଇଛି । ଗୋବିନ୍ଦ ଶର୍ମାଙ୍କ ପରିବାର ଲୋକ ଶୋଇଯାଇଥିବା ବେଳେ ଦୁର୍ବୃତ୍ତମାନେ ଗ୍ରୀଲ ତାଡ଼ି ଦୁଇ ଲକ୍ଷ ଟଙ୍କାର ସମ୍ପତ୍ତି ନେଇ ଯାଇଛନ୍ତି । ଗୁରୁବାର ଗୋବିନ୍ଦଙ୍କ…
ଅନୁଗୁଳ: ଅଥୟ କଲେଣି ସାଇବର ଲୁଟେରା । ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ସାଇବର ଲୁଟ୍ ଥମିବାର ନାଁ ନେଉନି । ମଙ୍ଗଳବାର ଜଗତସିଂହପୁର ଅଞ୍ଚଳର ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ଏତଲା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସ୍ ଏସ୍ଆଇ (ସବ୍ଇନ୍ସପେକ୍ଟର) ଓ ଏଏସ୍ଆଇ (ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର)ଙ୍କ ମଧ୍ଯରେ ବଡ଼ଧରଣର ଅଦଳବଦଳ ହୋଇଛି। ୧୫ ଜଣ ଏସ୍ଆଇ ଓ ୩୨ ଜଣ ଏଏସ୍ଆଇଙ୍କୁ ବଦଳି କରାଯାଇଥିବା ବେଳେ ଯଥାଶୀଘ୍ର ରିଲିଭ୍ ହୋଇ କାର୍ଯ୍ୟରେ ଯୋଗ ଦେବାକୁ…
ବଅଁରପାଳ: ବଅଁରପାଳ ଥାନା ଇଲାକାରେ ମାତିଛନ୍ତି ଚୋର। ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତ ଲୁଟ୍ପାଟ୍ କରି ଆତଙ୍କ ଖେଳାଇଛନ୍ତି। ଶନିବାର ରାତିରେ ବଅଁରପାଳରେ ଏକ ଘରେ କଳାକନା ବୁଲାଇଛନ୍ତି ଲୁଟେରା। ଘରେ କେହି ନଥିବାର ସୁଯୋଗ ନେଇ ୧୫ ହଜାର…
ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ଅଂଚଳରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କଟାଯିବା ସହ ମୁହଁରେ ଏକାଧିକ କ୍ଷତଚିହ୍ନ ରହିଛି।କଟାଯାଇ ହତ୍ୟା କରାଯାଇଛି। ବନ୍ତଳା ବଜାର ହାଟ ପାଖ ମରାମୁଣ୍ଡାରେ ଏହି ହତ୍ୟାକାଣ୍ଡ ଘଟିଥିବା…
ଅନୁଗୁଳ: ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅନୁଗୁଳ ଅତିରିକ୍ତ ଦୌରାଜଜ୍ ଅଭିଯୁକ୍ତ ଅନାମକୁ ଫାଶୀ ଦଣ୍ତାଦେଶ ଦେଇଥିବାବେଳେ ଏହାପରେ ଅଭିଯୁକ୍ତର ଅପିଲ୍ ଉପରେ ମାନ୍ୟବର ହାଇକୋର୍ଟ ତଳ କୋର୍ଟକୁ ରାୟର ପୁନର୍ବିଚାର କରିବା ପାଇଁ କହିଛନ୍ତି।…