୭୨ ଥର ରକ୍ତଦାନ କରି ରେକର୍ଡ କଲେ ତାଳଚେରର ଶିକ୍ଷକ ଶାନ୍ତନୁ ସାହୁ

ଅନୁଗୁଳ: ୭୨ ଥର ରକ୍ତ ଦେଇ ଚର୍ଚ୍ଚାରେ ତାଳଚେରର ଶିକ୍ଷକ ଶାନ୍ତନୁ ସାହୁ। ପେସାରେ ଜଣେ ଶିକ୍ଷକ, କିନ୍ତୁ ନିଶା ତାଙ୍କର ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା। ଏଣୁ ଇତି ମଧ୍ୟରେ ସେ ୭୨ ଥର ରକ୍ତଦାନ କରିସାରିଲେଣି। ତାଳଚେର…

Continue Reading୭୨ ଥର ରକ୍ତଦାନ କରି ରେକର୍ଡ କଲେ ତାଳଚେରର ଶିକ୍ଷକ ଶାନ୍ତନୁ ସାହୁ

ତାଳଚେରରେ ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ ଶ୍ରାଦ୍ଧଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଭିନ୍ନ ସଂଗଠନ

ଅନୁଗୁଳ: ବିଶିଷ୍ଟ ବ୍ୟଙ୍ଗ ଚିତ୍ରଶିଳ୍ପୀ ତଥା ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କର ୨୩ତମ ଶ୍ରାଦ୍ଧ ବାର୍ଷିକୀ ଆଜି ତାଳଚେରରେ ପାଳିତ ହୋଇଛି। ସ୍ଥାନୀୟ ବଜାର ଛକ ଠାରେ ଥିବା ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ନଗରପାଳ ପବିତ୍ର ଭୂତିଆ, ପୂର୍ବତନ ନଗରପାଳ…

Continue Readingତାଳଚେରରେ ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ ଶ୍ରାଦ୍ଧଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଭିନ୍ନ ସଂଗଠନ

ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ, ନିଜକୁ ସୁରକ୍ଷା ଦେବା କୌଶଳ ଶିଖିଲେ ଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ଜାନୁଆରୀ ୯ରୁ ଏହି ଶିବିର ଆରମ୍ଭ ହୋଇଥିଲା। ଉଦଯାପନୀ ଉତ୍ସବରେ ଉଚ୍ଚ ମାଧ୍ୟମିକ କଲେଜର ଅଧ୍ୟକ୍ଷା ଶିବାନୀ ମହାପାତ୍ର ଯୋଗ ଦେଇ ଛାତ୍ରୀଙ୍କ ପାଇଁ…

Continue Readingମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ, ନିଜକୁ ସୁରକ୍ଷା ଦେବା କୌଶଳ ଶିଖିଲେ ଛାତ୍ରୀ

ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ଦୋକାନରେ ଚଢ଼ଉ, ଅପମିଶ୍ରଣ ଓ ଅନ୍ୟାନ୍ୟ ନିୟମ ଉଲ୍ଲଂଘନ ପାଇଁ ୪୩ ହଜାର ଟଙ୍କା ଜରିମାନା ଆଦାୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଆଜି ହୋଟେଲ ଓ ଫଳ ଦୋକାନ ଉପରେ ଚଢ଼ଉ କରିଛି ଜିଲ୍ଲା ପ୍ରଶାସନ। ସହକାରୀ ଜିଲ୍ଲାପାଳ ପୁଷ୍ପିତା ମଧୁମତୀ ଦେହୁରୀଙ୍କ ନେତୃତ୍ୱରେ ଖାଦ୍ୟ ନିରାପତ୍ତା ଅଧିକାରୀ, ଯୋଗାଣ ଅଧିକାରୀ, ଓଜନ ଓ ମାପ ଅଧିକାରୀ, ପୋଲିସ…

Continue Readingଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ଦୋକାନରେ ଚଢ଼ଉ, ଅପମିଶ୍ରଣ ଓ ଅନ୍ୟାନ୍ୟ ନିୟମ ଉଲ୍ଲଂଘନ ପାଇଁ ୪୩ ହଜାର ଟଙ୍କା ଜରିମାନା ଆଦାୟ

ମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୫ ପାଇଁ ଆନ୍ତଃ କ୍ଲବ ବାଳକ ଫୁଟବଲ ପ୍ରତିଯୋଗିତା

ଅନୁଗୁଳ: ତାଳଚେର ଗ୍ରୀନଗ୍ରାମ ଷ୍ଟାଡିୟମରେ ବାଳକ ବିଭାଗ ଆନ୍ତଃ କ୍ଲବ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏହାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଡେପୁଟି କଲେକ୍ଟର ବିକାଶ ସବର, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ…

Continue Readingମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୫ ପାଇଁ ଆନ୍ତଃ କ୍ଲବ ବାଳକ ଫୁଟବଲ ପ୍ରତିଯୋଗିତା

ଅନନ୍ତ ଡିଏଭିରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ, ରକ୍ତଦାନ ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ମହାନଦୀ କୋଲ୍ ଫିଲ୍ଡ଼, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ବିହାର ଡିଏଭି ପବ୍ଲିକ୍ ସ୍କୁଲ ପରିସରରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ ହୋଇଛି। ଉତ୍ସବରେ ଅନନ୍ତ ଡିଏଭିର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ…

Continue Readingଅନନ୍ତ ଡିଏଭିରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ, ରକ୍ତଦାନ ଶିବିର ଆୟୋଜିତ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ, ୪ଟି ଅଭିଯୋଗର ହେଲା ତୁରନ୍ତ ଫଇସଲା

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ତାଳଚେର ବ୍ଲକ୍ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ। ଜନଶୁଣାଣି ଶିବିରରେ ସମୁଦାୟ ୨୭ଟି ଅଭିଯୋଗ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ, ୪ଟି ଅଭିଯୋଗର ହେଲା ତୁରନ୍ତ ଫଇସଲା

କପିଳାସ ହାଫ ମାରାଥନ୍ : ଜିତିଲେ ତାଳଚେରର ସମାଜସେବୀ କ୍ଷୀରୋଦ ସାହୁ, କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଗ୍ରହଣ କଲେ ତାମ୍ର ଫଳକ

ଅନୁଗୁଳ: ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ କପିଳାସ ଠାରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସଚେତନତା କରାଯାଇଛି। ଏ ଅବସରରେ ଆୟୋଜିତ ହାଫ ମାରାଥନରେ ତାଳଚେରର ସମାଜସେବୀ କ୍ଷୀରୋଦ ସାହୁ ୨୧ କିମି ଦୌଡ଼ରେ ଭାଗ ନେଇ ୧୦ କିମିକୁ ଯାଇ ସଫଳ…

Continue Readingକପିଳାସ ହାଫ ମାରାଥନ୍ : ଜିତିଲେ ତାଳଚେରର ସମାଜସେବୀ କ୍ଷୀରୋଦ ସାହୁ, କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଗ୍ରହଣ କଲେ ତାମ୍ର ଫଳକ

ନୂଆ ରୂପ ପାଇବ ତାଳଚେରର ୩ଟି ଐତିହ୍ୟ ସମ୍ପନ୍ନ ମୁଖଶାଳା: ହାତୀଶାଳ ଏବଂ ଘୋଡ଼ାଶାଳ ମୁଖଶାଳା ପାଇଁ ୪୩ ଲକ୍ଷ ଟଙ୍କା ମଞ୍ଜୁର

ତାଳଚେର : ତାଳଚେରର ୩ଟି ଐତିହ୍ୟ ସମ୍ପନ୍ନ ମୁଖଶାଳା ଏବେ ନୂଆ ରୂପ ପାଇବ। ଦୁଇ ମାସ ପୂର୍ବରୁ ତାଳଚେର ଫାଷ୍ଟଗେଟ୍‌ର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଥିବା ବେଳେ ଅନ୍ୟ ଦୁଇ ମୁଖଶାଳା ତଥା ହାତୀଶାଳ ଏବଂ ଘୋଡ଼ାଶାଳ ମୁଖଶାଳା ‌ସୌନ୍ଦର୍ଯ୍ୟକରଣ…

Continue Readingନୂଆ ରୂପ ପାଇବ ତାଳଚେରର ୩ଟି ଐତିହ୍ୟ ସମ୍ପନ୍ନ ମୁଖଶାଳା: ହାତୀଶାଳ ଏବଂ ଘୋଡ଼ାଶାଳ ମୁଖଶାଳା ପାଇଁ ୪୩ ଲକ୍ଷ ଟଙ୍କା ମଞ୍ଜୁର

ପୁଅକୁ ହରାଇ କୃଷ୍ଣ ଭକ୍ତିରେ ତଲ୍ଲୀନ ରଶ୍ମିତା, ନିଜ ଛୁଆ ଭଳି ଖୁଆଇବା ପିଆଇବା ସହ ସାଙ୍ଗରେ ଧରି ବୁଲୁଛନ୍ତି ବାଳ ଗୋପାଳଙ୍କୁ

ଅନୁଗୁଳ: ଶ୍ରୀକୃଷ୍ଣଙ୍କୁ ନିଜ ପୁତ୍ରବତ୍ ସ୍ନେହ କରନ୍ତି। ଆଉ ବାଳଗୋପାଳଙ୍କୁ ନିଜ ସାଙ୍ଗେ ସାଙ୍ଗେ ରଖିଥାନ୍ତି। କୁନି ଛୁଆଙ୍କୁ ଯେମିତି ଦିନକୁ ତିନି ଥର କ୍ଷୀର, ପରିବା ଚକଟା ଆଉ ରୁଟି ଖୁଆଇ ଦିଅନ୍ତି, ମହାପ୍ରଭୁଙ୍କୁ ମଧ୍ୟ ସମାନ ଢଙ୍ଗରେ ଭୋଗ…

Continue Readingପୁଅକୁ ହରାଇ କୃଷ୍ଣ ଭକ୍ତିରେ ତଲ୍ଲୀନ ରଶ୍ମିତା, ନିଜ ଛୁଆ ଭଳି ଖୁଆଇବା ପିଆଇବା ସହ ସାଙ୍ଗରେ ଧରି ବୁଲୁଛନ୍ତି ବାଳ ଗୋପାଳଙ୍କୁ