ରାସ୍ତା ସମ୍ପ୍ରସାରଣ ଓ ବୃକ୍ଷରୋପଣ ଦାବି: ତାଳଚେରେ କଣିହାଁ ବିକାଶ ମଞ୍ଚର ଗଣ ଆନ୍ଦୋଳନ
ଅନୁଗୁଳ: ଦୁଇ ଦଫା ଦାବିରେ ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ବିକାଶ ମଞ୍ଚ ପକ୍ଷରୁ ଏନଟିପିସି ଆମ୍ବାପାଳ ଲେଭେଲ କ୍ରସିଂ ପାଖରେ ଗଣ ଆନ୍ଦୋଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସକାଳେ ବିକାଶ ମଞ୍ଚ ସଭାପତି ଡଃ ଦେବେନ୍ଦ୍ର କୁମାର ସିଂହଙ୍କ…
