ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ସହ ୭ ଦଫା ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ/ତାଳଚେର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ସେମାନଙ୍କର ୭ ଦଫା ଦାବିକୁ ପୂରଣ କରିବା ପାଇଁ…

Continue Readingରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ସହ ୭ ଦଫା ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାତି ଅଧରେ ଏଟିଏମ୍ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ବହଲର ଛକ ନିକଟରେ ଥିବା ଏସବିଆଇ ଏଟିଏମକୁ କଟର ମେସିନରେ କାଟି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି…

Continue Readingରାତି ଅଧରେ ଏଟିଏମ୍ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ଆନ୍ଦୋଳନକୁ ବର୍ଷେ, ଆସନ୍ତାକାଲିଠାରୁ ବିଧାନସଭା ଆଗରେ ଧାରଣା ଦେବ କ୍ରିୟାନୁଷ୍ଠାନ କମିଟି

ତାଳଚେର: ତାଳଚେରକୁ ସ୍ବତନ୍ତ୍ର ଜିଲ୍ଲା କରିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣାକୁ ଆଜି ବର୍ଷେ ପୂରିଛି। ଏହା ଗତ ବର୍ଷ ଡିସେମ୍ବର ୫ ତାରିଖରେ ଆରମ୍ଭ ହୋଇଥିଲା। ଏ ଅବସରରେ କ୍ରିୟାନୁଷ୍ଠାନ କମିଟି କହିଛି, ଗତ କାଲି…

Continue Readingତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ଆନ୍ଦୋଳନକୁ ବର୍ଷେ, ଆସନ୍ତାକାଲିଠାରୁ ବିଧାନସଭା ଆଗରେ ଧାରଣା ଦେବ କ୍ରିୟାନୁଷ୍ଠାନ କମିଟି

ଜନ୍ମମାଟି ଗୁରୁଜାଙ୍ଗ ଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର: ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦଜୀଙ୍କ ଜନ୍ମମାଟି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଗୁରୁଜାଙ୍ଗ ଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପିଲାଟି ଦିନରୁ ମୁଁ ସ୍ୱାମୀଜୀଙ୍କର ଅନୁଯାୟୀ ଓ…

Continue Readingଜନ୍ମମାଟି ଗୁରୁଜାଙ୍ଗ ଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନନ୍ତ ବିହାର ଡିଏଭିରେ ଲିଟରେଚର କନକ୍ଲେଭ୍ ଏବଂ କ୍ୟାରିୟର କାଉନସେଲିଂ ଆୟୋଜିତ

ତାଳଚେର: ସ୍ଥାନୀୟ ମହାନଦୀ କୋଲ୍ ଫିଲ୍ଡ,ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ଦ୍ଵାରା ଅନନ୍ତ ସ୍ଥିତ ଗ୍ରୀନଭାଲି ଅଡିଟୋରିଅମରେ ଲିଟରେଚର କନକ୍ଲେଭ୍ ଏବଂ କ୍ୟାରିୟର କାଉନସେଲିଂ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ଏମ୍.ସି.ଏଲ୍.ଜଗନ୍ନାଥ କ୍ଷେତ୍ରର ମୁଖ୍ୟ ଫାଇନାନ୍ସ ମ୍ୟାନେଜର…

Continue Readingଅନନ୍ତ ବିହାର ଡିଏଭିରେ ଲିଟରେଚର କନକ୍ଲେଭ୍ ଏବଂ କ୍ୟାରିୟର କାଉନସେଲିଂ ଆୟୋଜିତ

ସନ୍ଥପଡ଼ା ପଞ୍ଚାୟତରେ ହାତୀ ଉପଦ୍ରବ, ତୁରନ୍ତ ପଦକ୍ଷେପ ନ ନେଲେ ଜନ ଆନ୍ଦୋଳନ କରିବାକୁ ସରପଞ୍ଚଙ୍କ ଚେତାବନୀ

ତାଳଚେର: ତାଳଚେର ବ୍ଲକରେ ଦିନକୁ ଦିନ ବ୍ୟାପକ ହେଉଛି ହାତୀ ଉପଦ୍ରବ। ହାତୀ ଯୋଗୁ ସନ୍ଥପଡ଼ା ପଞ୍ଚାୟତ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟତଃ ୫୦ ରୁ ୬୦ ହାତୀପଲ ଦୀର୍ଘ ଦିନ ହେବ ସନ୍ଥପଡ଼ା ଅଞ୍ଚଳରେ ରହି ସନ୍ଥପଡ଼ା, ଝାଡ଼ିଆମ୍ବା,…

Continue Readingସନ୍ଥପଡ଼ା ପଞ୍ଚାୟତରେ ହାତୀ ଉପଦ୍ରବ, ତୁରନ୍ତ ପଦକ୍ଷେପ ନ ନେଲେ ଜନ ଆନ୍ଦୋଳନ କରିବାକୁ ସରପଞ୍ଚଙ୍କ ଚେତାବନୀ

ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା, ଭାଇକୁ ହତ୍ୟା କରି ଥିଲେ ଫେରାର

ତାଳଚେର: ତାଳଚେର ବ୍ଲକ ଟେନ୍ତୁଲେଇ ଗାଁର ଜଣେ ଯୁବକ ଆଜି ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିଥିବା ଯୁବକ ହେଲେ ପବନା ଭୋଇ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଘଟଣାର ତଦନ୍ତ କରିବା ସହିତ ଶବକୁ ବ୍ୟବଚ୍ଛେଦ ନିମନ୍ତେ ଉପଖଣ୍ଡ…

Continue Readingବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା, ଭାଇକୁ ହତ୍ୟା କରି ଥିଲେ ଫେରାର

ଆରମ୍ଭ ହେଲେ ତାଳଚେରର ପଡ଼ିରହିଥିବା ଅଧାପନ୍ତରିଆ ରାସ୍ତା କାମ: ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପରେ ୭ ଦିନ ଧରି ଚାଲିଥିବା ଆନ୍ଦୋଳନ ସ୍ଥଗିତ

ତାଳଚେର: ଦାବି ପୂରଣ ପରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ଚାଲିଥିବା ତାଳଚେର ଗୋଡ଼ିବନ୍ଧ-ଏନଟିପିସି ରାସ୍ତା ଅବରୋଧ ଆନ୍ଦୋଳନ ଆଜି ପ୍ରତ୍ୟାହାର ହୋଇଛି। ଆଜି ସ୍ଥାନୀୟ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଆନ୍ଦୋଳନ ବନ୍ଦ…

Continue Readingଆରମ୍ଭ ହେଲେ ତାଳଚେରର ପଡ଼ିରହିଥିବା ଅଧାପନ୍ତରିଆ ରାସ୍ତା କାମ: ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପରେ ୭ ଦିନ ଧରି ଚାଲିଥିବା ଆନ୍ଦୋଳନ ସ୍ଥଗିତ

ପାରିବାରିକ କଳହ ହେଲା କାଳ: ବଡ଼ ଭାଇକୁ ତଣ୍ଟି ଚିପି ହତ୍ୟା କଲା ସାନ ଭାଇ

ତାଳଚେର: ତାଳଚେର ବ୍ଲକ ଟେନ୍ତୁଲେଇ ଗ୍ରାମରେ ଆଜି ଅପରାହ୍ନରେ ପାରିବାରିକ କଳହ ଯୋଗୁ ବଡ଼ ଭାଇକୁ ତଣ୍ଟି ଚିପି ସାନଭାଇ ହତ୍ୟା କରିଥିବା ନେଇ ବିକ୍ରମପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ବଡ଼ ଭାଇ ଅନିଲ ଭୋଇ (୩୮) ଓ…

Continue Readingପାରିବାରିକ କଳହ ହେଲା କାଳ: ବଡ଼ ଭାଇକୁ ତଣ୍ଟି ଚିପି ହତ୍ୟା କଲା ସାନ ଭାଇ

୯ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ୍

ଅନୁଗୁଳ: ଅନୁଗୁଳ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ୍ ପକ୍ଷରୁ ୯ ଦଫା ଦାବି ନେଇ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅଣ ସଂଗଠିତ ଶ୍ରମିକଙ୍କର ତଥା ତାଳଚେର ଅଞ୍ଚଳର କେତେକ ସମସ୍ୟା ନେଇ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଉପ…

Continue Reading୯ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ୍