ଘରେ ପଶି କଟୁରି ଓ ମାଉଜରରେ ଆକ୍ରମଣ କରି ଲୁଟ, ମାଲିକ ଗୁରୁତର

ତାଳଚେର: ପୁଣି ତାଳଚେରରେ ଲୁଟେରାଙ୍କ ଆତଙ୍କ। ତାଳଚେର ତାଳବେଡା ନିକଟସ୍ଥ ବନମାଳୀପୁରର ଜଣଙ୍କ ଘରେ ପଶି ଦୁର୍ବୃତ୍ତମାନେ କଟୁରି ଓ ମାଉଜର ଦେଖାଇ ସୁନା ଅଳଙ୍କାର ଲୁଟ କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକ କାଠିଆ ସାହୁ ଗୁରୁତର ହୋଇଛନ୍ତି। ଗୁରୁତର…

Continue Readingଘରେ ପଶି କଟୁରି ଓ ମାଉଜରରେ ଆକ୍ରମଣ କରି ଲୁଟ, ମାଲିକ ଗୁରୁତର

କେନ୍ଦ୍ରୀୟ ଚଷା ସମାଜର ୮ମ ବାର୍ଷିକ ସମ୍ମିଳନୀ, ଚାଷୀଙ୍କ ବିକାଶ ଉପରେ ଗୁରୁତ୍ୱ

ତାଳଚେର: କେନ୍ଦ୍ରୀୟ ଚଷା ସମାଜ ତାଳଚେରର ୮ମ ବାର୍ଷିକ ସମ୍ମିଳନୀ ସାଉଥ୍ ବଲଣ୍ଡା ସ୍ଥିତ ଜଗନ୍ନାଥ କଳାକେନ୍ଦ୍ରରେ ଅନୁଷ୍ଠିତ ହୋଇଛି। ସ୍ଥାୟୀ ସଭାପତି ମୁକୁନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଏମ୍‌ସିଏଲ୍ ଲିଙ୍ଗରାଜ କ୍ଷେତ୍ରର ମହାପ୍ରବନ୍ଧକ…

Continue Readingକେନ୍ଦ୍ରୀୟ ଚଷା ସମାଜର ୮ମ ବାର୍ଷିକ ସମ୍ମିଳନୀ, ଚାଷୀଙ୍କ ବିକାଶ ଉପରେ ଗୁରୁତ୍ୱ

ଖଣିରୁ କୋଇଲା ଚୋରି କରୁଥିବା ଟ୍ରକ ଓ ଜେସିବିକୁ ଜବତ କଲା ପୋଲିସ, ଅଭିଯୁକ୍ତ ଫେରାର

ଅନୁଗୁଳ: ତାଳଚେର ଅନନ୍ତ କୋଇଲା ଖଣିରୁ ଚୋରା କୋଇଲା ବୋଝେଇ ଟ୍ରକ ସହ ଏକ ଜେସିବି ମେସିନକୁ ଜବତ କରିଛି ଓଆଇଏସଏଫ। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଚୋରା ଟ୍ରକ ଓ ଜେସିବି ଅନନ୍ତ କୋଇଲା ଖଣି ମଧ୍ୟକୁ ପ୍ରବେଶ…

Continue Readingଖଣିରୁ କୋଇଲା ଚୋରି କରୁଥିବା ଟ୍ରକ ଓ ଜେସିବିକୁ ଜବତ କଲା ପୋଲିସ, ଅଭିଯୁକ୍ତ ଫେରାର

ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ଏମସିଏଲ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଦାବି, ୮ଦିନ ଭିତରେ ପାଣି ବ୍ୟବସ୍ଥା ନ କଲେ ହେବ ରାସ୍ତାରୋକ

ତାଳଚେର: ଏମସିଏଲ୍ ଲିଙ୍ଗରାଜ କୋଇଲାଖଣି ନିକଟସ୍ଥ ତାଳବେଡ଼ା ଉପରସାହି (ସୌଭାଗ୍ୟନଗର) ରେ ଉପୁଜିଥିବା ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ସ୍ଥାନୀୟ ଲୋକ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ସୂଚନା ମୁତାବକ, କୋଇଲା ଖଣି ଅତି ନିକଟରେ…

Continue Readingପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ଏମସିଏଲ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଦାବି, ୮ଦିନ ଭିତରେ ପାଣି ବ୍ୟବସ୍ଥା ନ କଲେ ହେବ ରାସ୍ତାରୋକ

ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର

ତାଳଚେର: ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ତାଲିମଦିଆଯାଇଛି । ଆୟୋଜିତ ଏହି ଶିବିରକୁ ବିଦ୍ୟାଳୟର ଅଧକ୍ଷା ଶିବାନୀ ମହାପାତ୍ର ଉଦଘାଟନ କରି ପ୍ରଶିକ୍ଷଣର ଉପକାରୀତା ସମ୍ପର୍କରେ ଆଲୋଚନା କରିଥିଲେ। ୮ଦିନ ବ୍ୟାପି ଏହି ଶିବିରରେ ତାଲିମ ଅଧିକାରିଣୀ…

Continue Readingଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର

ପଡିଆଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡ଼ା ଆୟୋଜିତ

ତାଳଚେର: ଅନୁଗୁଳ ଜିଲ୍ଲା ଗୁରୁଜାଙ୍ଗୁଲି ପଞ୍ଚାୟତ ପଡିଆଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ଦୁଇଦିନ ଧରି ମହାସମାରୋହରେ ପାଳିତ ହୋଇଛି। ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଗୁରୁଜାଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ…

Continue Readingପଡିଆଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡ଼ା ଆୟୋଜିତ

ତାଳଚେର ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ଓ ଘଣ୍ଟପଡ଼ା ଲେବୁଲ୍ କ୍ରସିଂ ଓଭରବ୍ରିଜ୍ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ତାଳଚେର: ତାଳଚେର ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ଓ ଘଣ୍ଟପଡ଼ା ଲେବୁଲ୍ କ୍ରସିଙ୍ଗ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବାରୁ ପଞ୍ଚାୟତ ପକ୍ଷରୁ ଏକ ଦାବି ପତ୍ର ଜିଲ୍ଲାପାଳ ତଥା ମେଡିକାଲ୍ କଲେଜ୍ କମିଟି ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପ୍ରଦାନ…

Continue Readingତାଳଚେର ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ଓ ଘଣ୍ଟପଡ଼ା ଲେବୁଲ୍ କ୍ରସିଂ ଓଭରବ୍ରିଜ୍ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପ୍ରତିଶ୍ରୁତି ରଖିଲେନି ହିଙ୍ଗୁଳା ଖଣି କର୍ତ୍ତୃପକ୍ଷ, ରାସ୍ତା ରୋକ କରି ଆନ୍ଦୋଳନ କଲେ କ୍ଷତିଗ୍ରସ୍ତ ଗୋପାଳପ୍ରସାଦ ଗ୍ରାମବାସୀ

ତାଳଚେର: ନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଦାବିରେ ତାଳଚେର ବ୍ଲକ ଗୋପାଳପ୍ରସାଦ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା କୋଇଲା ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ଆଜି ସକାଳୁ ଶତାଧିକ ଗ୍ରାମବାସୀ ହିଙ୍ଗୁଳା କୋଇଲା ଖଣି, ଟାଇମ ଅଫିସ ଅବରୋଧ କରିଥିଲେ। ଫଳରେ ଖଣିରୁ…

Continue Readingପ୍ରତିଶ୍ରୁତି ରଖିଲେନି ହିଙ୍ଗୁଳା ଖଣି କର୍ତ୍ତୃପକ୍ଷ, ରାସ୍ତା ରୋକ କରି ଆନ୍ଦୋଳନ କଲେ କ୍ଷତିଗ୍ରସ୍ତ ଗୋପାଳପ୍ରସାଦ ଗ୍ରାମବାସୀ

ଡାଇମଣ୍ଡ କ୍ଲବର ପ୍ଲାଷ୍ଟିକ୍ ମୁକ୍ତ ସଚେତନତା କାର୍ଯ୍ୟକ୍ରମ, ଯୋଗ ଦେଲେ ଶତାଧିକ କର୍ମୀ

ତାଳଚେର: ଅନୁଗୁଳ ନେହରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ସନ୍ଥପଡା ଡାଇମଣ୍ଡ କ୍ଲବ ପକ୍ଷରୁ ପ୍ଲାଷ୍ଟିକ୍ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ କ୍ଲବର ସଭାପତି ସତ୍ୟାନନ୍ଦ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ…

Continue Readingଡାଇମଣ୍ଡ କ୍ଲବର ପ୍ଲାଷ୍ଟିକ୍ ମୁକ୍ତ ସଚେତନତା କାର୍ଯ୍ୟକ୍ରମ, ଯୋଗ ଦେଲେ ଶତାଧିକ କର୍ମୀ

ତାଳଚେର କଳା ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଅଣୁଗଳ୍ପ ଓ କବିତା ପାଠୋତ୍ସବ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର କଳା ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ଅଣୁଗଳ୍ପ ଓ କବିତା ପାଠୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ଦୀପକ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ଡଃ…

Continue Readingତାଳଚେର କଳା ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଅଣୁଗଳ୍ପ ଓ କବିତା ପାଠୋତ୍ସବ