ଧ୍ୟାନ ଦେଲାନି ପ୍ରଶାସନ: ଦୁର୍ଘଟଣାରେ ମୃତ ୭ ଗୋରୁଙ୍କୁ ଶ୍ମଶାନରେ ପୋତିଲେ ସ୍ଥାନୀୟ ଯୁବକ

ଅନୁଗୁଳ: ୧୪୯ ଜାତୀୟ ରାଜପଥ ତାଳବେଡା ନୋଏଣ୍ଟ୍ରି ତଥା ଅତିରିକ୍ତ ଆରକ୍ଷୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଅଜଣା ଗାଡି ଧକ୍କାରେ ମୃତ ୭ ଗୋରୁଙ୍କୁ ସ୍ଥାନୀୟ ଯୁବକ ପୋତିଛନ୍ତି। ସୂଚନା ମୁତାବକ, ଗତକାଲି ରାତିରେ ଅଜଣା ଗାଡ଼ି ଧକ୍କାରେ ୭ ଗୋ ମାତାଙ୍କର…

Continue Readingଧ୍ୟାନ ଦେଲାନି ପ୍ରଶାସନ: ଦୁର୍ଘଟଣାରେ ମୃତ ୭ ଗୋରୁଙ୍କୁ ଶ୍ମଶାନରେ ପୋତିଲେ ସ୍ଥାନୀୟ ଯୁବକ

ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ଓ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ

ଅନୁଗୁଳ: ଆଜି ତାଳଚେର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ମଙ୍ଗଳମ୍ ହଲ୍ ଠାରେ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କାର୍ଡ ସହିତ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ…

Continue Readingନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ଓ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ

ମାସେ ପାଇଁ ସ୍ଥଗିତ ହେଲା ନାଲକୋ ବିରୋଧରେ ଚାଲିଥିବା ଆନ୍ଦୋଳନ, ସୂଚନା ଦେଲା ତାଳଚେର ସୁରକ୍ଷା ମଞ୍ଚ

ତାଳଚେର : ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ନାଲକୋ ବିରୋଧରେ ଚାଲିଥିବା ଆନ୍ଦୋଳନ ଆଜି ଠାରୁ ଏକ ମାସ ପାଇଁ ସ୍ଥଗିତ ରହିଛି। ଏନେଇ ଆଜି ସାଉଥ୍ ବଲଣ୍ଡା ସ୍ଥିତ ଜଗନ୍ନାଥ କଳା କେନ୍ଦ୍ର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…

Continue Readingମାସେ ପାଇଁ ସ୍ଥଗିତ ହେଲା ନାଲକୋ ବିରୋଧରେ ଚାଲିଥିବା ଆନ୍ଦୋଳନ, ସୂଚନା ଦେଲା ତାଳଚେର ସୁରକ୍ଷା ମଞ୍ଚ

ଏକ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ

ଅନୁଗୁଳ: ତାଳଚେର ଦେଉଳବେଡା କଲୋନୀରୁ ଅବକାରୀ ବିଭାଗ ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣଙ୍କ ହେଲେ ଦେଉଳବେଡାର ସାଲିମା ବେଗମ। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଏକ ଲକ୍ଷ ୮୦…

Continue Readingଏକ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ

କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ତାଳଚେର ଚାଳିଆକୁତା ଦେଇ ଯାଇଥିବା କେନାଲରୁ ଆଜି ଭାସମାନ ଅବସ୍ଥାର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ତାଳଚେର ପୌରାଞ୍ଚଳ ୧୧ନଂ ୱାର୍ଡ ଚାଳିଆକୁତାର ୨୪ ବର୍ଷୀୟ ରାଜେଶ ନାଏକ ବୋଲି ଜଣାପଡିଛି। ସ୍ଥାନୀୟ ଲୋକେ ମୃତ…

Continue Readingକେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଆଉ ନାହାନ୍ତି ଅନୁଗୁଳର ଜଣାଶୁଣା ବରିଷ୍ଠ ବିଜେପି ନେତା ପୁଲିନ ବିହାରୀ ନାୟକ

ତାଳଚେର: ତାଳଚେର ବିଜେପିର ବରିଷ୍ଠ ନେତା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତାଳଚେର ପୌର ମଣ୍ଡଳ ପ୍ରଭାରୀ ପୁଲିନ ବିହାରୀ ନାୟକଙ୍କ ର ହୃଦଘାତରେ ୫୨ ବର୍ଷ ବୟସରେ ମୃତ୍ୟୁ ଘଟିଛି। ମଙ୍ଗଳବାର ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଥର୍ମାଲ…

Continue Readingଆଉ ନାହାନ୍ତି ଅନୁଗୁଳର ଜଣାଶୁଣା ବରିଷ୍ଠ ବିଜେପି ନେତା ପୁଲିନ ବିହାରୀ ନାୟକ

ବ୍ରେକ ଫେଲ ହେବାରୁ ଗାଡ଼ିରୁ ଡେଉଁଥିଲେ, ପାଣି ଟ୍ୟାଙ୍କର ଚଢ଼ି ଯାଇ ଚାଳକ ମୃତ

ତାଳଚେର: ଆଜି ତାଳଚେର ଲିଙ୍ଗରାଜ ଖଣିରେ ହୋଲପେକ୍ ପାଣି ଟ୍ୟାଙ୍କର ତଳେ ଚାପି ହୋଇ ଚାଳକର ମୃତ୍ୟୁ ଘଟିଛି। ମୃତ ଚାଳକ ହେଉଛନ୍ତି ତାଳଚେର ବଲଣ୍ଡା ଅଞ୍ଚଳର ସୁଶାନ୍ତ ପ୍ରଧାନ। ସୂଚନାଯୋଗ୍ୟ ଯେ ଲିଙ୍ଗରାଜ କୋଇଲା ଖଣିରୁ ପାଣି ଟାଙ୍କର ଧରି…

Continue Readingବ୍ରେକ ଫେଲ ହେବାରୁ ଗାଡ଼ିରୁ ଡେଉଁଥିଲେ, ପାଣି ଟ୍ୟାଙ୍କର ଚଢ଼ି ଯାଇ ଚାଳକ ମୃତ

ବିଶ୍ୱ ସର୍ପ ଦିବସ ପାଳିଲା ପିପୁଲ ଫର ଆନିମଲ୍ସ, ସାପଙ୍କୁ ନ ମାରିବାକୁ ଦେଲେ ପରାମର୍ଶ

ତାଳଚେର: ତାଳଚେର ଯୁବରାଜ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପିପୁଲ ଫର ଆନିମଲ୍ସ ତରଫରୁ ୧୭ ତମ ବିଶ୍ୱ ସର୍ପ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଥର୍ମାଲ ଡିଏଭି ଶିକ୍ଷକ ତଥା ସର୍ପ ବିଶେଷଜ୍ଞ ସପନ କୁମାର ମିଶ୍ର, ଯୁବରାଜ…

Continue Readingବିଶ୍ୱ ସର୍ପ ଦିବସ ପାଳିଲା ପିପୁଲ ଫର ଆନିମଲ୍ସ, ସାପଙ୍କୁ ନ ମାରିବାକୁ ଦେଲେ ପରାମର୍ଶ

କଂଗ୍ରେସର ଟାର୍ଗେଟରେ ଆରଡବ୍ଲ୍ୟୁଏସଏସ: କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଲୋକଙ୍କୁ ପାନୀୟ ଜଳ ମିଳୁନଥିବା ଅଭିଯୋଗ

ତାଳଚେର : ଆରଡବ୍ଲ୍ୟୁଏସଏସ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ସତ୍ତ୍ୱେ ଅନୁଗୁଳବାସୀଙ୍କୁ ଆବଶ୍ୟକ ପାନୀୟ ଜଳ ମିଳୁନାହିଁ। ଏଣୁ ଏଥିରେ ବଡ଼ ଧରଣର ଦୁର୍ନୀତି ହୋଇ ଥାଇପାରେ ବୋଲି ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା…

Continue Readingକଂଗ୍ରେସର ଟାର୍ଗେଟରେ ଆରଡବ୍ଲ୍ୟୁଏସଏସ: କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଲୋକଙ୍କୁ ପାନୀୟ ଜଳ ମିଳୁନଥିବା ଅଭିଯୋଗ

ଘଣ୍ଟପଡ଼ା ରେଲୱେ ଓଭର ବ୍ରିଜ କାର୍ଯ୍ୟ ତୁରନ୍ତ ସାରିବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କଲେ କାଳନ୍ଦି ସାମଲ

ତାଳଚେର : ତାଳଚେର-ଅନୁଗୁଳ ମୁଖ୍ୟ ରାସ୍ତାର ଘଣ୍ଟପଡ଼ା ଠାରେ ନିର୍ମାଣ ହେଉଥିବା ରେଲୱେ ଓଭର ବ୍ରିଜର କାର୍ଯ୍ୟ ଶୀଘ୍ର ସାରିବାକୁ ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ। ସେ ଅଭିଯୋଗ କରିଛନ୍ତି ଯେ ଦୀର୍ଘ…

Continue Readingଘଣ୍ଟପଡ଼ା ରେଲୱେ ଓଭର ବ୍ରିଜ କାର୍ଯ୍ୟ ତୁରନ୍ତ ସାରିବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କଲେ କାଳନ୍ଦି ସାମଲ