ଗାଧୋଇବା ବେଳେ କେନାଲରେ ବୁଡ଼ି ଦୁଇ ନାବାଳକ ମୃତ

ଅନୁଗୁଳ: ତାଳଚେର ଗୁରୁଜାଙ୍ଗସ୍ଥିତ ସମଲ୍ ବ୍ୟାରେଜ ଦକ୍ଷିଣ ଶାଖା କେନାଲରେ ଗାଧୋଇବା ବେଳେ ବୁଡ଼ି ଯାଇ ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ଓମ୍ ପାଣି ଏବଂ ସାନୁ ପାଣି। ଉଭୟେ ଗାଧୋଇବା ବେଳେ ପାଣିରେ ବୁଡି ପ୍ରାଣ…

Continue Readingଗାଧୋଇବା ବେଳେ କେନାଲରେ ବୁଡ଼ି ଦୁଇ ନାବାଳକ ମୃତ

ପିଏପି ପାର୍ଟନରସିପ୍ ଫାର୍ମ ମହାସଂଘ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା

ଅନୁଗୁଳ: ଏମସିଏଲ ତାଳଚେର ଦ୍ୱାରା ବାସଚ୍ୟୁତ ଓ ଜମି କ୍ଷତିଗ୍ରସ୍ତ ପିଏପି ପାର୍ଟନରସିପ୍ ଫାର୍ମ ମହାସଂଘ ତରଫରୁ ଠିକା କୋଇଲା ପରିବହନ ଭାଗିଦାରୀ ସଂସ୍ଥାରେ ଅନିୟମିତତା ଓ ଦୁର୍ନୀତିକୁ ପ୍ରମାଣ କରାଯାଇଛି। ଜିଲ୍ଲା ପ୍ରଶାସନ ଏହାକୁ ତର୍ଜମା କରି ଗତ ତା.୨୨.୦୨.୨୦୨୩ରିଖ…

Continue Readingପିଏପି ପାର୍ଟନରସିପ୍ ଫାର୍ମ ମହାସଂଘ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା

ତାଳଚେରକୁ ଜିଲ୍ଲା ମାନ୍ୟତା ଦାବି, ଜୁନ ୭ରେ ୧୨ ଘଣ୍ଟିଆ ବନ୍ଦ ଡାକରା

ତାଳଚେର: ତାଳଚେରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜୁନ୍ ୭ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ୍ ଡାକରା ଦିଆଯାଇଛି। ବିଗତ ଦିନରେ ପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଳଚେର ଗସ୍ତରେ ଆସିବା ବେଳେ ତାଳଚେର…

Continue Readingତାଳଚେରକୁ ଜିଲ୍ଲା ମାନ୍ୟତା ଦାବି, ଜୁନ ୭ରେ ୧୨ ଘଣ୍ଟିଆ ବନ୍ଦ ଡାକରା

ସରକାରୀ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ଦାବି: ଜୁଲାଇ ୪ରେ କ୍ରିୟାନୁଷ୍ଠାନ କମିଟିର ବିକ୍ଷୋଭ

ତାଳଚେର : ତାଳଚେର ସରକାରୀ ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା ଦାବିରେ ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଡେରା ଶିବ ମନ୍ଦିରରେ ଅନୁଷ୍ଠିତ ହୋଇଛି। ପ୍ରକାଶ ଯେ ଗତ…

Continue Readingସରକାରୀ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ଦାବି: ଜୁଲାଇ ୪ରେ କ୍ରିୟାନୁଷ୍ଠାନ କମିଟିର ବିକ୍ଷୋଭ

ସାପ କାମୁଡ଼ାରେ ଝିଅ ମୃତ ମା ଗୁରୁତର

ଅନୁଗୁଳ: ତାଳଚେର ହାଣ୍ଡିଧୁଆ ଅଞ୍ଚଳରେ ରହୁଥିବା ଜଣେ ଅଟୋ ଚାଳକଙ୍କ ମା ଝିଅ ଗୋଟିଏ ବଖରାରେ ଶୋଇ ଥିବାବେଳେ ଶନିବାର ରାତିରେ ବିଷାକ୍ତ ସାପ ଉଭୟଙ୍କୁ କାମୁଡି ଦେଇଥିଲା ସକାଳେ ପରିବାର ଲୋକେ ଉଭୟଙ୍କୁ ପ୍ରଥମେ ମଣ୍ଡାପାଳ ଓ ପରେ ଅବସ୍ଥା…

Continue Readingସାପ କାମୁଡ଼ାରେ ଝିଅ ମୃତ ମା ଗୁରୁତର

ତେଲିସାହି ଗ୍ରାମର ବିଭିନ୍ନ ସମସ୍ୟା ନେଇ ଏମ୍‌ସିଏଲ ଏରିଆ ପ୍ରୋଜେକ୍ଟ ଅଫିସରଙ୍କୁ ଭେଟିଲେ ଗାଁ ଲୋକ

ତାଳଚେର: ତାଳଚେର ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ଦେଉଳବେଢ଼ା ତେଲିସାହି ଗ୍ରାମର ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ଏମ୍‌ସିଏଲ ତାଳଚେର ଏରିଆ ପ୍ରୋଜେକ୍ଟ ଅଫିସର ଦାଶରଥି ସାହୁଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ଦାବି ଗୁଡ଼ିକ ମଧ୍ୟରେ ଆଉ ଏକ ବାଲି…

Continue Readingତେଲିସାହି ଗ୍ରାମର ବିଭିନ୍ନ ସମସ୍ୟା ନେଇ ଏମ୍‌ସିଏଲ ଏରିଆ ପ୍ରୋଜେକ୍ଟ ଅଫିସରଙ୍କୁ ଭେଟିଲେ ଗାଁ ଲୋକ

ଉଦଯାପିତ ହେଲା ଜେସିଆଇ ପକ୍ଷରୁ ଚାଲିଥିବା ଜିଲ୍ଲାସ୍ତରୀୟ ସ୍କେଟିଂ ପ୍ରଶିକ୍ଷଣ, ଭାଗ ନେଲେ ୭୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ

ତାଳଚେର: ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ୍ (ଜେସିଆଇ) ପକ୍ଷରୁ ତାଳଚେର ଠାରେ ସପ୍ତାହେ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ରୋଲର ସ୍କେଟିଂ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ତାଳଚେର ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ମହାନ୍ତି ଯୋଗଦେଇ ଜେସିଆଇର…

Continue Readingଉଦଯାପିତ ହେଲା ଜେସିଆଇ ପକ୍ଷରୁ ଚାଲିଥିବା ଜିଲ୍ଲାସ୍ତରୀୟ ସ୍କେଟିଂ ପ୍ରଶିକ୍ଷଣ, ଭାଗ ନେଲେ ୭୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ

ରିଟେଲର ଚାଉଳ ହେରଫେର କରିବା ମାମଲା: ପଞ୍ଚାୟତ ଅଫିସ ଆଗରେ ଧାରଣା ଦେଲେ ହିତାଧିକାରୀ

ତାଳଚେର: ତାଳଚେର ବ୍ଲକ୍ ବ୍ରଜନାଥପୁର ପଞ୍ଚାୟତରେ ଚାଉଳ ଓ ଗହମ ହେରଫେର ହୋଇଥିବା ନେଇ ଅଭିଯୋଗ ଆସିଛି। ପଞ୍ଚାୟତରେ ୨୭ ଟନ୍ ଚାଉଳ ଓ ଗହମ ହେରଫେର ହୋଇଥିବା ଅଭିଯୋଗ କରି ହିତାଧିକାରୀମାନେ ପଞ୍ଚାୟତ ଅଫିସ୍ ଘେରାଉ କରିଛନ୍ତି। ରିଟେଲର ପଦ୍ମନାଭ…

Continue Readingରିଟେଲର ଚାଉଳ ହେରଫେର କରିବା ମାମଲା: ପଞ୍ଚାୟତ ଅଫିସ ଆଗରେ ଧାରଣା ଦେଲେ ହିତାଧିକାରୀ

ଅନ୍ନପୂର୍ଣ୍ଣା ପରିବାର ପକ୍ଷରୁ ବିଶ୍ବ ମାତୃ ଦିବସରେ ଅସହାୟ ମା’କୁ ସିଲେଇ ମେସିନ୍ ପ୍ରଦାନ

ଅନୁଗୁଳ: ଆଜି ତାଳଚେରର ବହୁ ପରିଚିତ ଅନ୍ନପୂର୍ଣ୍ଣା ପରିବାରର ସଦସ୍ୟ ତାଳଚେର ଆଇଟିଆଇ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ କେକ୍ କାଟି ମାତୃ ଦିବସ ପାଳନ କରିଛନ୍ତି। ଏ ଅବସରରେ ଜୀବନରେ ମା'ର ଭୂମିକା କଣ ଏହାକୁ ନେଇ ଏକ ଆଲୋଚନା ଚକ୍ର…

Continue Readingଅନ୍ନପୂର୍ଣ୍ଣା ପରିବାର ପକ୍ଷରୁ ବିଶ୍ବ ମାତୃ ଦିବସରେ ଅସହାୟ ମା’କୁ ସିଲେଇ ମେସିନ୍ ପ୍ରଦାନ

ସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଏଲିଟ୍ ଏକାଡେମୀର ସଫଳତା, ପ୍ରଥମ ଶ୍ରେଣୀରେ ପାସ୍ କଲେ ସବୁ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଭରତପୁର ଅଞ୍ଚଳରେ ଅବସ୍ଥିତ କୋଚିଂ ଇନଷ୍ଟିଚ୍ୟୁଟ୍ ଏଲିଟ୍ ଏକାଡେମୀର ଛାତ୍ରଛାତ୍ରୀ ଚଳିତ ବର୍ଷ ସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ଚଳିତବର୍ଷ ଦ୍ଵାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ୧୧…

Continue Readingସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଏଲିଟ୍ ଏକାଡେମୀର ସଫଳତା, ପ୍ରଥମ ଶ୍ରେଣୀରେ ପାସ୍ କଲେ ସବୁ ଛାତ୍ରଛାତ୍ରୀ