ଅନ୍ଧବିଶ୍ୱାସକୁ ନା’, ଡାକ୍ତରୀ ଚିକିତ୍ସାକୁ ହଁ: ସାପଙ୍କ ପ୍ରତି ସତର୍କ ରହିବାକୁ ସ୍କୁଲ ପିଲାଙ୍କୁ ସଚେତନ କଲେ ସ୍ନେକ୍ ରେସ୍କ୍ୟୁ ଟିମ୍

ଅନୁଗୁଳ: ତାଳଚେର ବ୍ଲକ ଅନ୍ତର୍ଗତ ଗୋବରା ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟରେ ସ୍ନେକ୍ ରେସ୍କ୍ୟୁ ଟିମ୍ ଇଣ୍ଡିଆ(ବଳରାମ ପ୍ରସାଦ)ର ଚେୟାରମ୍ୟାନ ବିଭୂତି ଭୂଷଣ ନାହାକଙ୍କ ଅଧ୍ୟକ୍ଷତାରେ ଏକ ସର୍ପ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଘମିତ୍ରା ବେହେରାଙ୍କ…

Continue Readingଅନ୍ଧବିଶ୍ୱାସକୁ ନା’, ଡାକ୍ତରୀ ଚିକିତ୍ସାକୁ ହଁ: ସାପଙ୍କ ପ୍ରତି ସତର୍କ ରହିବାକୁ ସ୍କୁଲ ପିଲାଙ୍କୁ ସଚେତନ କଲେ ସ୍ନେକ୍ ରେସ୍କ୍ୟୁ ଟିମ୍

ଛତିଶଗଡ଼ରେ ଅଟକ ଅଛି ତାଳଚେରର କୋଇଲା ବୋଝେଇ ଟ୍ରକ, ତୁରନ୍ତ ଫେରାଇ ଆଣିବାକୁ ଉପଜିଲ୍ଲାପାଳଙ୍କୁ ଦାବି କଲେ ଟ୍ରକ ମାଲିକ ସଂଘ

ତାଳଚେର: ତାଳଚେର ଟ୍ରକ ମାଲିକଙ୍କ କୋଇଲା ଟ୍ରକକୁ ଛତିଶଗଡ଼ର କିଛି ଟ୍ରକମାଲିକ ସୀମାରେ ଅଟକାଇ ଟିପି ଓ ଚାଲାଣ ଛଡ଼ାଇ ନେଇଛନ୍ତି। ଏଣୁ କୋଇଲା ବୋଝେଇ ଟ୍ରକଗୁଡ଼ିକୁ ସେଠାରେ ଅଟକ ରଖାଯାଇଛି। ଏହାର ପ୍ରତିବାଦରେ ତାଳଚେର ଟ୍ରକ ମାଲିକମାନେ ଛତିଶଗଡ଼ ଗାଡିଗୁଡ଼ିକୁ…

Continue Readingଛତିଶଗଡ଼ରେ ଅଟକ ଅଛି ତାଳଚେରର କୋଇଲା ବୋଝେଇ ଟ୍ରକ, ତୁରନ୍ତ ଫେରାଇ ଆଣିବାକୁ ଉପଜିଲ୍ଲାପାଳଙ୍କୁ ଦାବି କଲେ ଟ୍ରକ ମାଲିକ ସଂଘ

ବିଭିନ୍ନ ଦାବି ନେଇ ହିଙ୍ଗୁଳା କୋଇଲା ଖଣି ବନ୍ଦ କରିଛନ୍ତି ଆମ୍ବପାଳ ଗ୍ରାମବାସୀ

ତାଳଚେର: ଏମସିଏଲ ହିଙ୍ଗୁଳା କୋଇଲା ଖଣି କ୍ଷତିଗ୍ରସ୍ତ ଆମ୍ବପାଳ ପ୍ରଜା ସଂଘର ସଭାପତି ଧର୍ମାନନ୍ଦ ମାଝୀଙ୍କ ନେତୃତ୍ୱରେ ବୁଧବାର ସକାଳୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ହିଙ୍ଗୁଳା କୋଇଲା ଖଣିକୁ ବନ୍ଦ କରାଯାଇଛି। ଗ୍ରାମର ଶତାଧିକ ମହିଳା ପୁରୁଷ ଖଣିର ବିଭିନ୍ନ ସ୍ଥାନରେ…

Continue Readingବିଭିନ୍ନ ଦାବି ନେଇ ହିଙ୍ଗୁଳା କୋଇଲା ଖଣି ବନ୍ଦ କରିଛନ୍ତି ଆମ୍ବପାଳ ଗ୍ରାମବାସୀ

ରେଳ ୱାଗନରେ ପାଲ ଭିଡି କୋଇଲା ପରିବହନ ପାଇଁ ଦାବି, ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର

ତାଳଚେର: କୋଇଲା ଖଣିଗୁଡ଼ିକରୁ ରେଳ ୱାଗନ ଯୋଗେ କୋଇଲା ପରିବହନ ବେଳେ ପାଲଦେଇ ଢାଙ୍କିବାକୁ ନିୟମ ଥିଲେ ମଧ୍ୟ ତାଳଚେରରେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଫଳରେ କୋଇଲାଗୁଣ୍ଡ ଉଡ଼ି ତାଳଚେର ଅଞ୍ଚଳରେ ବ୍ୟାପକ ବାୟୁ ପ୍ରଦୂଷଣ ହେଉଛି। ଏଥିପ୍ରତି ଦୃଷ୍ଟି…

Continue Readingରେଳ ୱାଗନରେ ପାଲ ଭିଡି କୋଇଲା ପରିବହନ ପାଇଁ ଦାବି, ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର

ସ୍ୱାଧୀନତା ଦିବସ ପାଇଁ ଧମାକାଦାର ଅଫର: ବ୍ରାଣ୍ଡେଡ ପୋଷାକରେ ୫୦% ଓ ଶାଢି଼ରେ ୬୦% ରିହାତି ଦେଉଛି ଅନୁଗୁଳର ଏସ୍‌ଏନ୍‌କେ ରୟାଲ

ଅନୁଗୁଳ: ଆସୁଛି ସ୍ୱାଧୀନତା ଦିବସ। ଏଥରକ ସ୍ୱାଧୀନତା ଦିବସରେ ମନଲୋଭା ଅଫର ଦେଉଛି ଅନୁଗୁଳର ଅଗ୍ରଣୀ ବ୍ୟବସାୟ ସଂସ୍ଥା ଏସ୍‌ଏନ୍‌କେ ରୟାଲ। ଏଥରକ ଅଗଷ୍ଟ ୧୫ରେ ବ୍ରାଣ୍ଡେଡ୍‌ ପୋଷାକ ଓ ଶାଢି଼ରେ ଆକର୍ଷଣୀୟ ରିହାତି ଦେଉଛି ଦୋକାନ। ସ୍ୱାଧୀନତା ଦିବସ ସେଲରେ…

Continue Readingସ୍ୱାଧୀନତା ଦିବସ ପାଇଁ ଧମାକାଦାର ଅଫର: ବ୍ରାଣ୍ଡେଡ ପୋଷାକରେ ୫୦% ଓ ଶାଢି଼ରେ ୬୦% ରିହାତି ଦେଉଛି ଅନୁଗୁଳର ଏସ୍‌ଏନ୍‌କେ ରୟାଲ

ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଆଠମଲ୍ଲିକ ୪-୧ ଗୋଲରେ ତାଳଚେରକୁ ହରାଇଲା

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନରେ ଆଠମଲ୍ଲିକ ଓ ତାଳଚେର ମଧ୍ୟରେ ମୁକାବିଲା ହୋଇଥିଲା।ଏହି ଖେଳରେ ଆଠମଲ୍ଲିକ ୪-୧ ଗୋଲରେ ତାଳଚେରକୁ ପରାସ୍ତ କରିଥିଲା । ସୁନାମଧନ୍ୟ ଫୁଟବଲ୍ ଖେଳାଳୀ ଆର୍‌ଆଇ ଟିଗା ମୁଖ୍ୟ ଅତିଥି…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଆଠମଲ୍ଲିକ ୪-୧ ଗୋଲରେ ତାଳଚେରକୁ ହରାଇଲା

ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଦାବି କଲେ କିଶୋର କ୍ଲବର କର୍ମକର୍ତ୍ତା

ତାଳଚେର : ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ତାଳଚେର କିଶୋର କ୍ଲବର କର୍ମକର୍ତ୍ତା। ଏ ଅବସରରେ ସେମାନେ ପୁରୁଣା ଯୁବରାଜ ହାଇସ୍କୁଲ ପାଖରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବାକୁ ଆଲୋଚନା…

Continue Readingନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଦାବି କଲେ କିଶୋର କ୍ଲବର କର୍ମକର୍ତ୍ତା

ଧ୍ୟାନ ଦେଲାନି ପ୍ରଶାସନ: ଦୁର୍ଘଟଣାରେ ମୃତ ୭ ଗୋରୁଙ୍କୁ ଶ୍ମଶାନରେ ପୋତିଲେ ସ୍ଥାନୀୟ ଯୁବକ

ଅନୁଗୁଳ: ୧୪୯ ଜାତୀୟ ରାଜପଥ ତାଳବେଡା ନୋଏଣ୍ଟ୍ରି ତଥା ଅତିରିକ୍ତ ଆରକ୍ଷୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଅଜଣା ଗାଡି ଧକ୍କାରେ ମୃତ ୭ ଗୋରୁଙ୍କୁ ସ୍ଥାନୀୟ ଯୁବକ ପୋତିଛନ୍ତି। ସୂଚନା ମୁତାବକ, ଗତକାଲି ରାତିରେ ଅଜଣା ଗାଡ଼ି ଧକ୍କାରେ ୭ ଗୋ ମାତାଙ୍କର…

Continue Readingଧ୍ୟାନ ଦେଲାନି ପ୍ରଶାସନ: ଦୁର୍ଘଟଣାରେ ମୃତ ୭ ଗୋରୁଙ୍କୁ ଶ୍ମଶାନରେ ପୋତିଲେ ସ୍ଥାନୀୟ ଯୁବକ

ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ଓ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ

ଅନୁଗୁଳ: ଆଜି ତାଳଚେର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ମଙ୍ଗଳମ୍ ହଲ୍ ଠାରେ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କାର୍ଡ ସହିତ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ…

Continue Readingନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ଓ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ

ମାସେ ପାଇଁ ସ୍ଥଗିତ ହେଲା ନାଲକୋ ବିରୋଧରେ ଚାଲିଥିବା ଆନ୍ଦୋଳନ, ସୂଚନା ଦେଲା ତାଳଚେର ସୁରକ୍ଷା ମଞ୍ଚ

ତାଳଚେର : ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ନାଲକୋ ବିରୋଧରେ ଚାଲିଥିବା ଆନ୍ଦୋଳନ ଆଜି ଠାରୁ ଏକ ମାସ ପାଇଁ ସ୍ଥଗିତ ରହିଛି। ଏନେଇ ଆଜି ସାଉଥ୍ ବଲଣ୍ଡା ସ୍ଥିତ ଜଗନ୍ନାଥ କଳା କେନ୍ଦ୍ର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…

Continue Readingମାସେ ପାଇଁ ସ୍ଥଗିତ ହେଲା ନାଲକୋ ବିରୋଧରେ ଚାଲିଥିବା ଆନ୍ଦୋଳନ, ସୂଚନା ଦେଲା ତାଳଚେର ସୁରକ୍ଷା ମଞ୍ଚ