୭୪ ତମ ବନମହୋତ୍ସବ: ଅନ୍ନପୂର୍ଣ୍ଣା ପରିବାର ପକ୍ଷରୁ ବୃକ୍ଷରୋପଣ ଆୟୋଜିତ
ଅନୁଗୁଳ: ୭୪ ତମ ବନ ମହୋତ୍ସବ ଅବସରରେ ତାଳଚେରର ଅଗ୍ରଣୀ ଅନୁଷ୍ଠାନ 'ଅନ୍ନପୂର୍ଣ୍ଣା ପରିବାର' ପକ୍ଷରୁ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସ୍ଥାନୀୟ ଯୁବରାଜ ଉଚ୍ଚ ବିଦ୍ୟାଳୟ, ଦେଉଳବେଡ଼ା ପ୍ରାଥମିକ ବିଦ୍ୟାଳୟ ଏବଂ ହାଣ୍ଡିଧୂଆଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଛି। ଏ…



