ତାଳଚେରରେ ୨୦ ତମ ପୁସ୍ତକ ମେଳା ଉଦଘାଟିତ, ୩୦ ଯାଏଁ ଚାଲିବ
ତାଳଚେର : ତାଳଚେରରେ ଆଜିଠୁ ଆରମ୍ଭ ହୋଇଛି ପୁସ୍ତକ ମେଳା। ୨୦ ତମ ତାଳଚେର ପୁସ୍ତକ ମେଳାରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅତିରିକ୍ତ…
ତାଳଚେର : ତାଳଚେରରେ ଆଜିଠୁ ଆରମ୍ଭ ହୋଇଛି ପୁସ୍ତକ ମେଳା। ୨୦ ତମ ତାଳଚେର ପୁସ୍ତକ ମେଳାରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅତିରିକ୍ତ…
ତାଳଚେର: ବିଂଶତମ ତାଳଚେର ପୁସ୍ତକ ମେଳା- ୨୦୨୩ ପାଇଁ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଉପଜିଲ୍ଳାପାଳ ତଥା ପୁସ୍ତକ ମେଳା କମିଟିର ସଭାପତି ବିଶ୍ୱରଞ୍ଜନ ରଥ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ତା ଜାନୁୟାରୀ ୨୩…
ତାଳଚେର: ତାଳଚେର ବ୍ଲକ ନରହରିପୁର ଗାଁର ବଙ୍ଗାଳୀ ତଇଳା ଠାରେ ନରହରିପୁର କପ୍ ୨୦୨୩ ରାଜ୍ୟ ସ୍ତରୀୟ ଫୁଟ୍ବଲ୍ ମ୍ୟାଚ୍ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ଯୋଗଦେଇ ଦୀପ ପ୍ରଜ୍ୱଳନ…
ତାଳଚେର : ୪ ମାସ ଧରି ଦରମା ନ ମିଳିବାରୁ ମଣ୍ଡାପାଳ ଚିକିତ୍ସାଳୟରେ ମେଡ଼ିକାଲ ଠିକା କର୍ମଚାରୀ ଧାରଣାରେ ବସିଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ନିଯୁକ୍ତ ଏହି ଠିକା କର୍ମଚାରୀମାନେ ଦରମା ନ ପାଇ ମଧ୍ୟ ଡ଼୍ୟୁଟି କରୁଛନ୍ତି। ୪…
ତାଳଚେର: ତାଳଚେରର ଗୋବରା ନୋଡାଲ୍ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗତ ଡିସେମ୍ବର ୧୪ରେ ମହାସମାରୋହରେ ପାଳିତ ହୋଇଛି। ଏ ଅବସରରେ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ତରଫରୁ ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ୪ ଲକ୍ଷ ଟଙ୍କା ପ୍ରଦାନ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସୋମବାର ୨ଟି ନୂଆ ଥାନା ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମୋଡରେ ଅପରାହ୍ନ ୪ଟା ୩୦ରେ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟିତ କରିଛନ୍ତି। ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡ଼ିଆ ଫାଣ୍ଡି ଉନ୍ନିତ କରାଯାଇ ଏହାର ଅଧିନରେ ଥିବା ବାଗେଡିଆ,…
ତାଳଚେର: ତାଳଚେର ସାର କାରଖାନା ପରିଦର୍ଶନରେ ଆସିଥିବା କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କୁ ଜମିହରା ପୂର୍ବତନ କର୍ମଚାରୀ ସଂଘ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛି। ପୂର୍ବରୁ ସାର କାରଖାନା ଯୋଗୁ ଜମି ହରାଇ ଚାକିରି କରିଥିବା କର୍ମଚାରୀଙ୍କୁ ପ୍ଲାଣ୍ଟ…
ତାଳଚେର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଅନୁଗୁଳ ଜିଲ୍ଲା ଗସ୍ତ କରି ତାଳଚେର ସାର କାରଖାନା ପରିଦର୍ଶନ କରିବା ସହ ପ୍ଲାଣ୍ଟର ଅଗ୍ରଗତି…
ଅନୁଗୁଳ: ଆଜି ତାଳଚେର ବ୍ଲକ୍ ଅଞ୍ଚଳରେ ୧୯ ନମ୍ୱର ଜୋନର ଜିଲ୍ଲା ପରିଷଦ ସଦସ୍ୟ ବିଭୁ ପ୍ରସାଦ ପତିଙ୍କ ଘର ସାମ୍ନାରେ ବିଜେଡି କର୍ମୀ ଧାରଣାରେ ବସିଛନ୍ତି। ଭୋଟ ପରେ ନେତା ମନ୍ତ୍ରୀ ପ୍ରତିଶ୍ରୁତି ଭୁଲିଯାଇଛନ୍ତି ବୋଲି ଅଭିଯୋଗ କରି କର୍ମୀ…
ଅନୁଗୁଳ: ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୁଳକୁ ରନର୍ସ ଅପ୍। ଗତ ୨୭ ଓ ୨୮ ତାରିଖ ଦିନ ଭଦ୍ରକର ଚରମ୍ପା ସ୍ଥିତ ମହାରାଜା ଅଗ୍ରେସନ୍ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୁଳ ରନର୍ସ ଅପ୍ ହୋଇଛି। ପ୍ରତିଯୋଗିତାରେ ଭାରତୀୟ ତାଇକୋଣ୍ଡୋର…