ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟକୁ ଶୀଘ୍ର ସାରିବାକୁ ଦାବି, ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲା ଜନବିକାଶ କଲ୍ୟାଣ ସଂଘ
ତାଳଚେର: ତାଳଚେର ବ୍ଲକ ହାଣ୍ଡିଧୂଆରୁ ଘଣ୍ଟାପଡ଼ା ପଞ୍ଚାୟତର ପ୍ରବେଶ ମାର୍ଗରେ ନିର୍ମାଣାଧୀନ ଓଭରବ୍ରିଜ୍ କାର୍ଯ୍ୟ ବିଳମ୍ବ ଏବଂ ଲେବଲ କ୍ରସିଂ ଫାଟକ ବାରମ୍ବାର ବନ୍ଦ ରହୁଥିବାରୁ ଜନସାଧାରଣ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବୁଧବାର ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ…
