ବୌଦ୍ଧରୁ ତାଳଚେର ଯାଏଁ ଲମ୍ବିଛି ନିଶା ବେପାର: ଦେଢ଼ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ଅନୁଗୁଳ: ତାଳଚେର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୮ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦ୍ବୟ ହେଲେ ଆଠମଲ୍ଲିକ ଅଂଚଳର ବୁଦ୍ଧୁ ବେହେରା (୨୩) ଓ ବୌଦ୍ଧ ଅଞ୍ଚଳର…

Continue Readingବୌଦ୍ଧରୁ ତାଳଚେର ଯାଏଁ ଲମ୍ବିଛି ନିଶା ବେପାର: ଦେଢ଼ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ଅଜିତ କୁମାର ସାହୁ ଯୁବ‌ ଆଇଏନ୍‌ଟିୟୁସିର କାର୍ଯ୍ୟକାରି ସଦସ୍ୟ

ଅନୁଗୁଳ: ତାଳଚେରର ଅଜିତ କୁମାର ସାହୁଙ୍କୁ ଯୁବ ଆଇଏନ୍‌ଟିୟୁସିର କାର୍ଯ୍ୟକାରି ସଦସ୍ୟ ଭାବେ ମନୋନୀତ କରାଯାଇଛି। ଯୁବ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ରାଜ୍ୟ ସଭାପତି ପ୍ରକାଶ ବେହେରା ଏଥିନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଅଜିତ…

Continue Readingଅଜିତ କୁମାର ସାହୁ ଯୁବ‌ ଆଇଏନ୍‌ଟିୟୁସିର କାର୍ଯ୍ୟକାରି ସଦସ୍ୟ

ତାଳଚେରରୁ ଅପହୃତ ନାବାଳକ ଢେଙ୍କାନାଳରୁ ଉଦ୍ଧାର, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ମହାଦେବ ବିହାର ଅଞ୍ଚଳରୁ ଅପହୃତ ନାବାଳକ ଉଦ୍ଧାର ହୋଇଛି। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ, ମହାଦେବ ବିହାର ଅଞ୍ଚଳର ୭ବର୍ଷର ନାବାଳକକୁ ବଳପୂର୍ବକ ଅପହରଣ କରାଯାଇଥିବା…

Continue Readingତାଳଚେରରୁ ଅପହୃତ ନାବାଳକ ଢେଙ୍କାନାଳରୁ ଉଦ୍ଧାର, ୨ ଗିରଫ

ଚୋରା ଚନ୍ଦନ କାଠ ରଖିବା ଅଭିଯୋଗରେ ବାପା-ପୁଅ ଗିରଫ, ପ୍ରାୟ ୮ ଲକ୍ଷ ଟଙ୍କାର କାଠ ଜବତ

ଅନୁଗୁଳ: ଚୋରା ଚନ୍ଦନ କାଠ ରଖିବା ଅଭିଯୋଗରେ ବାପା-ପୁଅକୁ ଗିରଫ କରିଛି ପୋଲିସ। ଗିରଫ ବାପା-ପୁଅ ହେଲେ ତାଳଚେର ଥାନା ଅନ୍ତର୍ଗତ ସୁନାଖଣି ଗ୍ରାମର ଭାଗୀରଥି ମହାରଣା ଓ ତାଙ୍କ ପୁଅ ପିଙ୍କୁ ମହାରଣା। ଉଭୟେ ଚନ୍ଦନ କାଠ ଚୋରି କରି…

Continue Readingଚୋରା ଚନ୍ଦନ କାଠ ରଖିବା ଅଭିଯୋଗରେ ବାପା-ପୁଅ ଗିରଫ, ପ୍ରାୟ ୮ ଲକ୍ଷ ଟଙ୍କାର କାଠ ଜବତ

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶ୍ରୀ ଗୁରୁ ପୂଜନ ଉତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଦେଉଳବେଡା ଡିସିଆଇ କ୍ଲବ ଠାରେ ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶ୍ରୀଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଭାଗ ସମ୍ପର୍କ ପ୍ରମୁଖ ପ୍ରଶାନ୍ତ…

Continue Readingରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶ୍ରୀ ଗୁରୁ ପୂଜନ ଉତ୍ସବ ଆୟୋଜିତ

ଶ୍ରୀକ୍ଷେତ୍ରରେ ତାଳଚେରର ସମାଜସେବୀ ସମ୍ବର୍ଦ୍ଧିତ: କ୍ଷୀରୋଦ ସାହୁଙ୍କୁ ମଦର ଟେରେସା ସେବା ସମ୍ମାନ

ଅନୁଗୁଳ: ଶ୍ରୀକ୍ଷେତ୍ରରେ ତାଳଚେରର ସମାଜସେବୀ ସମ୍ବର୍ଦ୍ଧିତ। ପୁରୀ ସ୍ଥିତ ସଂସ୍କୃତି ଭବନ ଠାରେ ହାପି ମୋମେଣ୍ଟସ ଇଣ୍ଡିଆ ପକ୍ଷରୁ ଆୟୋଜିତ ପ୍ରତିଭା ସମ୍ମାନ ସମାରୋହରେ ତାଳଚେରର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ମଦର ଟେରେସା ସେବା ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଭାଷା…

Continue Readingଶ୍ରୀକ୍ଷେତ୍ରରେ ତାଳଚେରର ସମାଜସେବୀ ସମ୍ବର୍ଦ୍ଧିତ: କ୍ଷୀରୋଦ ସାହୁଙ୍କୁ ମଦର ଟେରେସା ସେବା ସମ୍ମାନ

ଗିଫ୍ଟ କାର୍ଡ ଲୁଟ୍ ମାମଲା: ଜଣେ ମହିଳା ସମେତ ୩ ଲୁଟେରା ଗିରଫ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଗୋପାଳପ୍ରସାଦ ଥାନା ଅଞ୍ଚଳରେ ପ୍ରାୟ ୧.୮୦ କୋଟି ଟଙ୍କା ମୂଲ୍ୟର ଗିଫ୍ଟକାର୍ଡ ଲୁଟ୍ଘଟଣାରେ ସମ୍ପୃକ୍ତ ଅପରାଧିମାନଙ୍କୁ ଗୋପାଳ ପ୍ରସାଦ ଥାନା ଏବଂ ଅନୁଗୁଳ ସ୍ପେଶାଲ ସ୍କ୍ୱାର୍ଡ ଧରିବାରେ ସଫଳ ହୋଇଛି। ପୋଲିସ ଏ ନେଇ…

Continue Readingଗିଫ୍ଟ କାର୍ଡ ଲୁଟ୍ ମାମଲା: ଜଣେ ମହିଳା ସମେତ ୩ ଲୁଟେରା ଗିରଫ

କଳମଛୁଇଁ ଶିଶୁ ମନ୍ଦିରରେ ପୁଷ୍ପ ପ୍ରଦର୍ଶନୀ, ଫୁଲ ବିଷୟରେ ଜାଣିଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକା ବିଭାଗ ପକ୍ଷରୁ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା…

Continue Readingକଳମଛୁଇଁ ଶିଶୁ ମନ୍ଦିରରେ ପୁଷ୍ପ ପ୍ରଦର୍ଶନୀ, ଫୁଲ ବିଷୟରେ ଜାଣିଲେ ଛାତ୍ରଛାତ୍ରୀ

କାର ଡକାୟତି ଘଟଣାର ପର୍ଦ୍ଦାଫାସ, ୮ ଅଭିଯୁକ୍ତ ଗିରଫ

ଅନୁଗୁଳ: ଏକ ଡକାୟତି ମାମଲାର ପର୍ଦ୍ଦାଫାସ କରି ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ତାଳଚେର ପୋଲିସ। ସୂଚନା ମୁତାବକ ଗତ ୯ ତାରିଖ ରାତିରେ ବାଘୁଆବୋଲ ଏବଂ ନବମିଶ୍ର କଲୋନୀରେ ଦୁଇଟି ଡକାୟତି ଉଦ୍ୟମ ହୋଇଥିଲା। ଅଭିଯୋଗ ପରେ ପୋଲିସ ମାମଲାର…

Continue Readingକାର ଡକାୟତି ଘଟଣାର ପର୍ଦ୍ଦାଫାସ, ୮ ଅଭିଯୁକ୍ତ ଗିରଫ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି

ଅନୁଗୁଳ: ଆଜି ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ତାଳଚେର ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ। ଜନଶୁଣାଣି ଶିବିରରେ ସମୁଦାୟ ୭୦ଟି…

Continue Readingଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି