ହାଣ୍ଡିଧୂଆ-ଏଫ୍‌ସିଆଇ ରାସ୍ତା ଆଲୋକୀକରଣ ଦାବି

ଅନୁଗୁଳ: ତାଳଚେର ସହରରୁ ହାଣ୍ଡିଧୂଆ ଛକ ଦେଇ ଏଫ୍‌ସିଆଇ ଯାଇଥିବା ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିବାରୁ ଲୋକମାନେ ଯାତାୟାତ କରିବାରେ ନାହିଁନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ଧାରର ସୁଯୋଗ ନେଇ ବିଭିନ୍ନ ସମୟରେ ଲୁଟେରାମାନେ ବାଇକ୍ ଆରୋହୀମାନଙ୍କ ଠାରୁ ଟଙ୍କା,…

Continue Readingହାଣ୍ଡିଧୂଆ-ଏଫ୍‌ସିଆଇ ରାସ୍ତା ଆଲୋକୀକରଣ ଦାବି

ହିଙ୍ଗୁଳା ପାଠାଗାରକୁ ପ୍ରକୃତି ମିତ୍ର ସମ୍ମାନ

ଅନୁଗୁଳ: ତାଳଚେର ବ୍ଲକ୍ ଅନ୍ତର୍ଗତ କଳମଛୁଇଁ ଗ୍ରାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାରକୁ ଚଳିତ ବର୍ଷ ପ୍ରକୃତି ମିତ୍ର ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି । ପରିବେଶ ସୁରକ୍ଷା, ଶିକ୍ଷା ତଥା ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ…

Continue Readingହିଙ୍ଗୁଳା ପାଠାଗାରକୁ ପ୍ରକୃତି ମିତ୍ର ସମ୍ମାନ

ଚୋରି ଟ୍ରକ୍ ଉଦ୍ଧାର ; ୫ ଗିରଫ

ଅନୁଗୁଳ: ତାଳଚେରରୁ ଚୋରି ହୋଇଥିବା ଦୁଇଟି ଟ୍ରକ୍‌କୁ ପୁଲିସ ଉଦ୍ଧାର କରିବା ସହ ଏଥିରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ଗତ ଅପ୍ରେଲ ୧୨ ତାରିଖ ରାତି ପ୍ରାୟ ୮ଟା ବେଳେ…

Continue Readingଚୋରି ଟ୍ରକ୍ ଉଦ୍ଧାର ; ୫ ଗିରଫ

ଓମ୍‌ଫେଡ୍‌ ପାର୍ଲର୍ ସିଲ, ୨ ହଜାର ଜରିମାନା

ଅନୁଗୁଳ: ତାଳଚେରର ରେମୁଆଁ ଅଞ୍ଚଳରେ ଆଜି ପ୍ରଶାସନ ପକ୍ଷରୁ ଏକ ଓମ୍‌ଫେଡ୍‌ ପାର୍ଲରକୁ ସିଲ୍ କରାଯିବା ସହ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସପ୍ତାହାନ୍ତ ସଟ୍‌ଡାଉନ୍ ଯୋଗୁଁ ଶନିବାର ଓ ରବିବାର ସମସ୍ତ ଦୋକାନ ବନ୍ଦ ରହିଥିଲା ବେଳେ…

Continue Readingଓମ୍‌ଫେଡ୍‌ ପାର୍ଲର୍ ସିଲ, ୨ ହଜାର ଜରିମାନା

ତାଳଚେର ବଙ୍ଗାଳିତଇଳାରେ ନୃଶଂସ ହତ୍ୟାକାଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବଙ୍ଗାଳିତଇଳାରେ ଗାଁରେ ଶୁକ୍ରବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି । ସୂଚନା ଅନୁସାରେ, ସ୍ତ୍ରୀ ହୀନ ବେହେରାଙ୍କ…

Continue Readingତାଳଚେର ବଙ୍ଗାଳିତଇଳାରେ ନୃଶଂସ ହତ୍ୟାକାଣ୍ଡ

ଘର ସାମ୍ନାରୁ ବାଇକ୍ ଚୋରି

ଅନୁଗୁଳ: ଜିଲ୍ଲାରେ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ବାଇକ୍ ଚୋରି ହେଉଛି । ସୋମବାର ରାତିରେ ବିକ୍ରମପୁର ଥାନା ଇଲାକା ନନ୍ଦିରା କଲୋନୀରୁ ଏକ ବାଇକ୍ ଚୋରି ହୋଇଛି। ଏନେଇ…

Continue Readingଘର ସାମ୍ନାରୁ ବାଇକ୍ ଚୋରି

କାର୍‌ରୁ ଟାୟାର୍ ଚୋରି

ଅନୁଗୁଳ: କରୋନା କାଳରେ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । କୋଲିୟରୀ ଥାନା ଇଲାକା ଘଣ୍ଟପଡ଼ା ଗ୍ରାମରୁ ଏକ କାରରୁ ଟାୟାର ଚୋରି ହୋଇଛି । ଏନେଇ କାର୍ ଚାଳକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ସୂଚନା ମୁତାବକ,…

Continue Readingକାର୍‌ରୁ ଟାୟାର୍ ଚୋରି

ମହଙ୍ଗା ପଡ଼ିଲା ବିବାହ ଭୋଜି, ୨୦ ହଜାର ଜରିମାନା

ଅନୁଗୁଳ: କରୋନା ସମୟରେ ସରକାରଙ୍କ ନିୟମ ନମାନି ବିବାହ ଉତ୍ସବରେ ଭୋଜିଭାତ କରିବା ଗୃହକର୍ତ୍ତାଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ପ୍ରକାଶ ଯେ, ତାଳଚେର ବ୍ଲକ୍‌ ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମରେ ରବିବାର ଏକ…

Continue Readingମହଙ୍ଗା ପଡ଼ିଲା ବିବାହ ଭୋଜି, ୨୦ ହଜାର ଜରିମାନା

ଅବକାରୀ ଚଢ଼ଉ, ଜଣେ ଗିରଫ

ଅନୁଗୁଳ: ଜିଲ୍ଲା ମୋବାଇଲ୍ ସ୍କ୍ୱାଡ୍ ଓ ତାଳଚେର ଅବକାରୀ ବିଭାଗ ରବିବାର ମିଳିତ ଭାବେ ସାନହାର ଜଙ୍ଗଲରେ ଚଢ଼ଉ କରି ୪ ହଜାର କେଜି ପୋଚ ନଷ୍ଟ କରିଥିବା ଜଣାଯାଇଛି । ଜଙ୍ଗଲ ଭିତରେ ମଦ ରାନ୍ଧିବାକୁ ମହୁଲ ପୋଚ କରାଯାଇଥିବା…

Continue Readingଅବକାରୀ ଚଢ଼ଉ, ଜଣେ ଗିରଫ

୮ ପୌର କର୍ମଚାରୀ କରୋନା ସଂକ୍ରମିତ

ଅନୁଗୁଳ: ତାଳଚେର ପୌର କାର୍ଯ୍ୟାଳୟରେ ପଶିଛି କରୋନା । କାର୍ଯ୍ୟାଳୟର ୮ ଜଣ କର୍ମଚାରୀ ଏବେ ସଂକ୍ରମିତ ହୋଇଥିବା ଜଣାଯାଇଛି। କାର୍ଯ୍ୟାଳୟ ମଧ୍ୟରେ ସାମାଜିକ ଦୂରତା ରଖାନଯିବା, ମାସ୍କ ନପିନ୍ଧି କାର୍ଯ୍ୟ କରାଯାଉଥିବାରୁ କେତେକ କର୍ମଚାରୀ କରୋନରେ ସଂକ୍ରମିତ ହୋଇଥିବା କୁହାଯାଉଛି।…

Continue Reading୮ ପୌର କର୍ମଚାରୀ କରୋନା ସଂକ୍ରମିତ