ଦମ୍ପତିଙ୍କୁ ଆକ୍ରମଣ କରି ସୁନାହାର ଲୁଟ୍ ଉଦ୍ୟମ

ଅନୁଗୁଳ: ତାଳଚେର ଥାନା ଇଲାକାରେ ଛିନ୍‌ତାଇ ଥମିବାର ନାଁ’ ନେଉନି । ପୁଲିସ୍ ଶୁକ୍ରବାର ଏକ ଛିନ୍‌ତାଇ ଗ୍ୟାଙ୍ଗକୁ କାବୁ କରିଥିବା ବେଳେ ସେପଟେ ଭୁବନେଶ୍ୱରୀ କୋଇଲା ଖଣି ରାସ୍ତାରେ ଦମ୍ପତିକୁ ଆକ୍ରମଣ କରି ସୁନା ହାର ଲୁଟ୍ ଉଦ୍ୟମ ହୋଇଛି…

Continue Readingଦମ୍ପତିଙ୍କୁ ଆକ୍ରମଣ କରି ସୁନାହାର ଲୁଟ୍ ଉଦ୍ୟମ

୭ରୁ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ୍

ଅନୁଗୁଳ: ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦଶମ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଟାଉନ ହାଇସ୍କୁଲ ଖେଳପଡ଼ିଆରେ ଖେଳାଯିବାକୁ ଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ…

Continue Reading୭ରୁ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ୍

ନାହାନ୍ତି ଡାକ୍ତର, ରୋଗୀଙ୍କୁ ଫାର୍ମାସିଷ୍ଟ ଭରସା

ତାଳଚେର: କଣିହାଁ ବ୍ଲକ୍ ପବିତ୍ରନଗର ସ୍ବାସ୍ଥ୍ୟକେନ୍ଦ୍ରରେ ୫ ମାସ ହେଲା ଡାକ୍ତର ନଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ନଥିବା ବେଳେ ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀସେବା ଚାଲିଛି । ପବିତ୍ରନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୈନିକ ଶତାଧିକ…

Continue Readingନାହାନ୍ତି ଡାକ୍ତର, ରୋଗୀଙ୍କୁ ଫାର୍ମାସିଷ୍ଟ ଭରସା

ଦାଶନାଳୀରୁ ୩ ଅଜଗର ଉଦ୍ଧାର

ଅନୁଗୁଳ: ତାଳଚେର ସହର ଉପକଣ୍ଠ ଦାଶନାଳୀ ଅଞ୍ଚଳରୁ ରବିବାର ୩ଟି ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଦାଶନାଳୀ ଅଞ୍ଚଳରେ ଜଣେ ବ୍ୟକ୍ତି ଏକ ଅଜଗର ସାପକୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ପରେ ଅନୁଗୁଳ ସ୍ନେକ୍ ରେସକ୍ୟୁ…

Continue Readingଦାଶନାଳୀରୁ ୩ ଅଜଗର ଉଦ୍ଧାର

ସୀମା ଟପିଲାଣି ଚେନ୍ ଲୁଟେରାଙ୍କ ଉତ୍ପାତ

ଅନୁଗୁଳ: ଅନୁଗୁଳ ଥାନା ଉପରୁ ଚାପ କମିଛି । ଦୁଇ ତୃତୀୟାଂଶ ଇଲାକା ନବଗଠିତ ସଦର ଥାନାରେ ସାମିଲ୍ ହୋଇଛି। ମୁଣ୍ଡରୁ ମାମଲା ବୋଝ ବି ଅନେକ ମାତ୍ରାରେ ହ୍ରାସ ପାଇଛି। ଏହାସତ୍ତ୍ୱେ ଅନୁଗୁଳ ସହରରୁ ଅପରାଧିକ କାର୍ଯ୍ୟକଳାପ କମିବା ବଦଳରେ…

Continue Readingସୀମା ଟପିଲାଣି ଚେନ୍ ଲୁଟେରାଙ୍କ ଉତ୍ପାତ

ଓଭରଲୋଡ଼, ୩.୩ ଲକ୍ଷ ଜରିମାନା ଆଦାୟ

ତାଳଚେର: ତାଳଚେର ଅଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଓଭରଲୋଡ଼ ତିନିଟି ଟ୍ରେଲରରୁ ୩.୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଭାରୀଯାନ ଗୁଡିକରେ ତାଳଚେରରୁ ବାହାରକୁ ମାଲ ଯାଉଥିବା ବେଳେ ପରିବହନ ବିଭାଗ ହାବୁଡ଼ରେ ପଡ଼ିଥିଲେ । ତାଳଚେର ଆରଟିଓ…

Continue Readingଓଭରଲୋଡ଼, ୩.୩ ଲକ୍ଷ ଜରିମାନା ଆଦାୟ

ଜିଲ୍ଲା ପ୍ରଶାସନର ନୂଆ ପ୍ରୟାସ: ୨୦୨୩ ସୁଦ୍ଧା ଅନୁଗୁଳ ହେବ ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲା

ଅନୁଗୁଳ: ଖଣି ଅଧ୍ୟୁଷିତ ଜିଲ୍ଲା ଅନୁଗୁଳକୁ ୨୦୨୩ ସୁଦ୍ଧା ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଭିଜନ-୨୦୨୩। ଏଥିରେ ଜିଲ୍ଲାର ପରିବେଶ ସୁରକ୍ଷା, ସା˚ସ୍କୃତିକ ଐତିହ୍ୟ ସାଙ୍ଗକୁ ମାନବ ସମ୍ବଳର କିଭଳି ବିକାଶ ହେବ ସେଥିନେଇ…

Continue Readingଜିଲ୍ଲା ପ୍ରଶାସନର ନୂଆ ପ୍ରୟାସ: ୨୦୨୩ ସୁଦ୍ଧା ଅନୁଗୁଳ ହେବ ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲା

ଥର୍ମାଲ୍ ବାଇପାସ୍ ରୋଡରେ ଛିନତାଇ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍

ଅନୁଗୁଳ: ମାତିଛନ୍ତି ଦୁର୍ବୃତ୍ତ । ଜିଲ୍ଲାରେ ଚୋରି ଓ ଛିନ୍‌ତାଇ ବୃଦ୍ଧି ପାଇବାରେ ଲାଗିଛି । ରବିବାର ସକାଳେ ଥର୍ମାଲ ବାଇପାସ୍ ରୋଡରେ ଜଣେ ମହିଳା ଛିନ୍‌ତାଇର ଶିକାର ହୋଇଛନ୍ତି । ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ବେକରୁ…

Continue Readingଥର୍ମାଲ୍ ବାଇପାସ୍ ରୋଡରେ ଛିନତାଇ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍

ପୂର୍ବ ଶତ୍ରୁତାରୁ ଘର ପୋଡ଼ିଦେଲେ ପଡୋଶୀ

ତାଳଚେର: ପୂର୍ବଶତୃତାକୁ କେନ୍ଦ୍ରକରି ତାଳଚେର ଟାଉନ ଥାନା ଅଙ୍ଗାରୁଆ ଗ୍ରାମରେ ଜଣଙ୍କ ଘର ପୋଡ଼ି ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁସାରେ, ଅଙ୍ଗାରୁଆ ଗ୍ରାମର କୁଳବତୀ କୁମ୍ଭାର(୪୨)ଙ୍କ ଚାଳ ଛପର ଘରକୁ ତାଙ୍କ ପଡ଼ୋଶୀ ଇନ୍ଦ୍ର ସିଂ…

Continue Readingପୂର୍ବ ଶତ୍ରୁତାରୁ ଘର ପୋଡ଼ିଦେଲେ ପଡୋଶୀ

‘ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ ହେଉ’

ତାଳଚେର: ରାଜ୍ୟ ସାମ୍ବାଦିକ ସଂଘ(ଓଡ଼ିଶା) ସହବନ୍ଧିତ ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ତାଳଚେର ସହରର ରାଣୀପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଦ୍ବାରିକା ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରାଯିବା,…

Continue Reading‘ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ ହେଉ’