ଅବକାରୀ ଚଢ଼ଉ, ୨୧୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ
ଅନୁଗୁଳ: ତାଳଚେର ଅବକାରୀ ବିଭାଗ ପକ୍ଷରୁ ତାଳଚେର ଓ କଣିହାଁ ଥାନାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକ କାର୍ ସହ ୨୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଚୋରା କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି।…
ଅନୁଗୁଳ: ତାଳଚେର ଅବକାରୀ ବିଭାଗ ପକ୍ଷରୁ ତାଳଚେର ଓ କଣିହାଁ ଥାନାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକ କାର୍ ସହ ୨୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଚୋରା କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି।…
ଅନୁଗୁଳ: ସିମ୍ କଟିଯିବାର ଭୟ ଦେଖାଇ ଲୁଟିଲେ ସାଇବର ଠକ। ମହିଳାଙ୍କ ଆକାଉଣ୍ଟରୁ ନେଇଗଲେ ଏକ ଲକ୍ଷ ଟଙ୍କା। କୋଲିୟରୀ ଥାନା ଇଲାକାରେ ଜଣେ ମହିଳା ଏହି ସାଇବର ଠକେଇର ଶିକାର ହୋଇଛନ୍ତି । ଥାନାରେ ଏନେଇ ଅଭିଯୋଗ । ହେବା…
ଅନୁଗୁଳ: ତାଳଚେର କୋଲିୟରୀ ଥାନା ଇଲାକାରେ ଶୁକ୍ରବାର ପୂର୍ବାହ୍ନରେ ଭରତପୁର ସ୍ଥିତ ନେହେରୁ ଶତାବ୍ଦୀ ନଗରର ଏକ ଗହଣା ଦୋକାନରୁ ବଡ଼ ଧରଣର ଚୋରି ହୋଇଛି। ମାଲିକ ନଥିବା ବେଳେ କେହି ଦୁର୍ବୃତ୍ତ ପ୍ରାୟ ୨ ଲକ୍ଷ ଟଙ୍କାର ସୁନା ଓ…
ଅନୁଗୁଳ: ତାଳଚେର ବ୍ଳକ ଡଅରା ଗ୍ରାମର ଯୁବ ସ୍ବେଚ୍ଛାସେବୀ ତଥା ଯୁବ ବିଜେପି କର୍ମକର୍ତ୍ତା ଜଗଦୀଶ ସାହୁଙ୍କ ଉଦ୍ୟମକ୍ରମେ ମଙ୍ଗଳବାର ଏକ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଛେଣ୍ଡିପଦା ବ୍ଳକର ଗଡ ମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ର,ପାତ୍ରପଡ଼ା ମା ବାୟାଣୀ ପୀଠ ଓ ଶ୍ରୀ…
ଅନୁଗୁଳ: ଏମ୍ସିଏଲ୍ର ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ୍ ହସ୍ପିଟାଲରେ ରୋଗୀମାନଙ୍କୁ ମାଗଣା ଔଷଧ ଦିଆଯିବା ପାଇଁ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଦାନ ଦାବି କରିଛନ୍ତି। ବିଧାୟକ ଶ୍ରୀ ପ୍ରଧାନ ବୁଧବାର ସେଣ୍ଟ୍ରାଲ୍ ହସ୍ପିଟାଲ୍କୁ ଯାଇ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧୁକାରୀ ଡାକ୍ତର ସଞ୍ଜୟ…
ଅନୁଗୁଳ: ଶନିବାର ତାଳଚେର ବାଇପାସ ଠାରେ ପୁଲିସ ଚେକିଂ କରୁଥିଲା ବେଳେ ଦୁଇ ଜଣ ଦୁବୃର୍ତ୍ତ ଏକ ବାଇକ୍ରେ ଦ୍ରୁତ ଗତିରେ ଖସି ପଳାଉଥିଲେ। ପୁଲିସ ସେମାନଙ୍କୁ ଅଟକାଇ ଥିଲେ ହେଁ ଦୁହେଁ ଖାତିର ନକରି ଖସି ଯିବାକୁ ଉଦ୍ୟମ କରିଥିଲେ…
ଅନୁଗୁଳ: ତାଳଚେର କୋଲିୟରୀ ଥାନା ଅଞ୍ଚଳରେ ପିଉସୀଙ୍କଠାରୁ ୧୨ ଲକ୍ଷ ଟଙ୍କା ନେଇ ଯାଇଛି ସମ୍ପର୍କୀୟ ପୁତୁରା। ଏ ନେଇ ପିଉସୀଙ୍କ ପକ୍ଷରୁ ଥାନାରେ ଏତଲା ହେବା ପରେ ପୁଲିସ ପୁଲିସ ଅନୁସନ୍ଧାନ ଚଳାଇଛି । ହାଣ୍ଡିଧୂଆ ଅଞ୍ଚଳରେ ରହୁଥିବା ପଟିମରା…
ଅନୁଗୁଳ: ବୁଧବାର ଏନ୍ଟିପିସିରେ କାର୍ଯ୍ୟରତ ଜଣେ ସିଆଇଏସ୍ଏଫ୍ କନେଷ୍ଟବଳ ପି.କେ. ସିହ୍ନାଙ୍କଠାରୁ ସାଇବର ଠକ ୨୪ ହଜାର ୯୯୮ ଟଙ୍କା ନେଇଯାଇଛନ୍ତି। ଏ ନେଇ ଶ୍ରୀ ସିହ୍ନା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ କେସ୍ ରୁଜୁ କରି ଅନୁସନ୍ଧାନ…
ଅନୁଗୁଳ : ଅନୁଗୁଳ ଜିଲ୍ଲାର ଟାଉନ ଥାନା ଓ କଲିଏରୀ ଥାନା ଅଞ୍ଚଳରେ ଛିନତାଇ କରିଥିବା ଅଭିଯୋଗରେ ପୁଲିସ ଜଣେ ନାବାକଙ୍କ ସହ ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଫେବୃଆରୀ ୧୬ ତାରିଖରେ ତୁରଙ୍ଗ ସୀତାରାମ…
ଅନୁଗୁଳ: କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍ଏଫ୍)ର କଲିକତା ସ୍ଥିତ ଦକ୍ଷିଣ ପୂର୍ବ ମୁଖ୍ୟ କାର୍ଯ୍ୟାଳୟର ଆଇଜି ସୁଧୀର କୁମାର ତାଳଚେର ସାରକାରଖାନା ଗସ୍ତରେ ଆସି ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଆଇଜି ଶ୍ରୀ କୁମାର କର୍ମଚାରୀମାନଙ୍କୁ ଉଚ୍ଚକୋଟୀର କର୍ତ୍ତବ୍ୟ ନିର୍ବାହ…