ଅନୁଗୁଳରେ ବନ୍ଦ, ଗଡିଲାନି ଚକ

ଅନୁଗୁଳ: ମୋଦି ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ବିରୋଧରେ ୨୬ ନଭେମ୍ବରରେ ଆୟୋଜିତ ଦେଶବ୍ୟାପୀ ଧର୍ମଘଟ ସଫଳ ହୋଇଛି। ଅନୁଗୁଳରେ ଏହି ବନ୍ଦକୁ ବେଶ୍‌ ସମର୍ଥନ ମିଳିଥିବା ଦେଖିବାକୁ ମିଳିଥିଲା। ଶ୍ରମ କୋଡ୍‌କୁ ପ୍ରତ୍ୟାହାର, କୃଷକ ଆଇନକୁ…

Continue Readingଅନୁଗୁଳରେ ବନ୍ଦ, ଗଡିଲାନି ଚକ

ବୋଇତ ବନ୍ଦାଣ ଉତ୍ସବ ବନ୍ଦ

ଅନୁଗୁଳ: ଚଳିତ ବର୍ଷ କରୋନା କଟକଣା ପାଇଁ ସବୁ ପର୍ବପର୍ବାଣୀ ବନ୍ଦ। ଏଣୁ ସରକାର ନଈନାଳ, ପୋଖରୀ କୂଳରେ ହେଉଥିବା ସାର୍ବଜନୀନ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବା ଡଙ୍ଗାଭସାଣ ବନ୍ଦ କରିଛନ୍ତି। କାର୍ତ୍ତିକ ଭଳି ଧାର୍ମିକ ମାସରେ ବୋଇତ ବନ୍ଦାଣ ଓ…

Continue Readingବୋଇତ ବନ୍ଦାଣ ଉତ୍ସବ ବନ୍ଦ

ଥରହର କଲାଣି ଶୀତ

ଅନୁଗୁଳ: ଶୀତରେ ଥରିଲାଣି ପାଖାପାଖି ଅଧା ଓଡ଼ିଶା। ଖସୁଚି ପାରଦ। ବଢୁଛି ଜାଡ଼। ରାଜ୍ୟରେ ୧୨ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ବଢିଛି ଥଣ୍ଡା । ସେଠାରେ ସର୍ବନିମ୍ନ…

Continue Readingଥରହର କଲାଣି ଶୀତ

ଆସନ୍ତା ଶିକ୍ଷା ବର୍ଷରୁ କାର୍ଯକ୍ଷମ ହେବ ‘ମିମସାର୍’

ତାଳଚେର: ତାଳଚେର ମେଡିକାଲ କଲେଜ (ମିମସାର୍)ଖୋଲିବା ଆଶା ଉଜ୍ବଳ ହୋଇଛି l ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଦୁଇ ଦିନ ତଳେ ଅନୁଷ୍ଠିତ ସମୀକ୍ଷା ବୈଠକରେ ତାଳଚେର ସମେତ ରାଜ୍ୟରେ ତିନିଟି ମେଡିକାଲ କଲେଜ ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବା…

Continue Readingଆସନ୍ତା ଶିକ୍ଷା ବର୍ଷରୁ କାର୍ଯକ୍ଷମ ହେବ ‘ମିମସାର୍’

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ

ତାଳଚେର: ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ବୁଧବାର ଭୋରରୁ ଏକକାଳୀନ ୫ ଟି ଟିମ୍ ଚଢଉ ଜାରି ରଖିଥିଲେ। ସହକାରୀ ଯନ୍ତ୍ରୀ ଶ୍ରୀ ସାହୁ ଆୟ ବହିର୍ଭୁତ ସମ୍ପତ୍ତିର ଅଧିକାରୀ…

Continue Readingଆୟ ବହିର୍ଭୁତ ସମ୍ପତ୍ତି ଠୁଳ

ତିନି ବଲେରୋ ସହ ୫ ଶହ ଲିଟର ଡିଜେଲ ଜବତ

ତାଳଚେର: ତାଳଚେର ଲିଙ୍ଗରାଜ କୋଇଲା ଖଣିରୁ ତେଲ ଚୋରି ବେଳେ ସୋମବାର ୬ ଜଣଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ। ସେମାନଙ୍କଠାରୁ ୫ଶହ ଲିଟର ଡିଜେଲ, ୩ଟି ବଲେରୋ ଗାଡି ଜବତ କରିଛି ପୁଲିସ୍। ଗିରଫ ଅଭିଯୁକ୍ତ ପରଜଙ୍ଗ ଥାନା କନ୍ଦରସିଙ୍ଗା ଗ୍ରାମର…

Continue Readingତିନି ବଲେରୋ ସହ ୫ ଶହ ଲିଟର ଡିଜେଲ ଜବତ

ଜିଲ୍ଲାରେ କରୋନା ସ˚କ୍ରମଣ ଖସୁଛି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସ˚କ୍ରମଣ କମୁଥିବା ଲକ୍ଷ୍ୟ କରାଯାଉଛି। ଏକଦା ସାପ୍ତାହିକ ହାରାହାରି ସ˚କ୍ରମଣ ୧୨୦ରୁ ୧୪୦ ଥିବା ବେଳେ ଏବେ ଏହା ୭୦ରୁ ୮୦ କୁ ଖସିଛି। ଗତ ୫ ଦିନରେ ସ˚କ୍ରମଣ ସ୍ଥିତିରେ ସୁଧାର ଆସିଛି। ୧୧…

Continue Readingଜିଲ୍ଲାରେ କରୋନା ସ˚କ୍ରମଣ ଖସୁଛି

ଅନୁଗୁଳରେ ନିରାଡ଼ମ୍ବର ଦୀପାବଳି

ଅନୁଗୁଳ: ମହାମାରୀ କରୋନାର ଭୟାବହତା ଓ ରାଜ୍ୟ ସରକାରଙ୍କ କରୋନା କଟକଣା ଯୋଗୁ ଚଳିତବର୍ଷ ଜିଲ୍ଲାବାସୀ ନିରାଡମ୍ବର ଭାବରେ ଦୀପାବଳି ପାଳନ କରିଛନ୍ତି । କରୋନା ଯୋଗୁ ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ପ୍ରଭାବିତ ହୋଇଥିବା ବେଳେ ଏବେ ଏହାର ପ୍ରଭାବ ଦେଖିବାକୁ…

Continue Readingଅନୁଗୁଳରେ ନିରାଡ଼ମ୍ବର ଦୀପାବଳି

ନଭେମ୍ବର 26 ବନ୍ଦକୁ ଜୋରଦାର କରାଯିବ

ଅନୁଗୁଳ: ଆସନ୍ତା 26 ତାରିଖରେ ଦେଶର 10ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ନାଲକୋନଗର NSCU ସଭାକକ୍ଷରେ ଆୟୋଜିତ ଏହି ସଭାରେ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ, ଦିଗାମ୍ବର ଗଡ଼ନାୟକ,…

Continue Readingନଭେମ୍ବର 26 ବନ୍ଦକୁ ଜୋରଦାର କରାଯିବ

ଆଜି ଆଲୋକର ପର୍ବ ଦୀପାବଳି

ଅନୁଗୁଳ :ଆଜି ଶୁଭ ଦୀପାବଳି । ଏହାକୁ ନେଇ ପଲ୍ଲୀରୁ ସହର ସବୁଠି ଉତ୍ସାହ, ଉଦ୍ଦୀପନା । ଅମାବାସ୍ୟାର ରାତିରେ ରଙ୍ଗବେରଙ୍ଗ ଆଲୋକମାଳା ସହ ଦୀପରେ ଉଜ୍ଜଳ ହେବ ଗାଁଠୁ ସହର । ବାଣ ଫୁଟାଇବାର ପରମ୍ପରା ବି ରହିଛି ।…

Continue Readingଆଜି ଆଲୋକର ପର୍ବ ଦୀପାବଳି