ରାଜ୍ୟସ୍ତରୀୟ ବାସନ୍ତିଦୁର୍ଗା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ:ଭଦ୍ରକ ଚମ୍ପିୟାନ
ଅନୁଗୁଳ: ବାସନ୍ତୀ ଦୁର୍ଗାପୂଜା ପଡିଆରେ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ତ୍ରି ଦିବସୀୟ ରାଜ୍ୟସ୍ତରୀୟ ବାସନ୍ତୀ ଦୁର୍ଗା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭଦ୍ରକର ଯୁବ ଖେଳାଳୀ ମାନେ ଭୁବନେଶ୍ବରର ଅଭିଜ୍ଞ ଖେଳାଳୀଙ୍କୁ ସଂଘର୍ଷପୂର୍ଣ୍ଣ…
