ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଛାଟ: ଛତୁ ଫୁଟିଲା ଭଳି ଖୋଲୁଥିବାଘରୋଇ ସ୍କୁଲକୁ ନିୟନ୍ତ୍ରଣ କର
ଅନୁଗୁଳ: ଭଡ଼ା ଘର ଖଣ୍ଡେ ପାଇଲେ ଖୋଲିଲା ସ୍କୁଲ, ତାଲିମ ପ୍ରାପ୍ତ ଶିକ୍ଷକ ନାହିଁ, ଖେଳ ପଡିଆ ନାହିଁ, ନିରାପତ୍ତା ନାହିଁ, ବେପାର ପାଇଁ ପସରା ମେଲାଇଥିବା ପ୍ରାଥମିକ ଘରୋଇ ସ୍କୁଲ ମାନଙ୍କୁ ଛାଟ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ। ଚିଠି…
